ପିଆଜରୁ ହୁଏ ଅର୍ଶ ରୋଗ ଭଲ ? ଜାଣନ୍ତୁ ପିଆଜର ଉପକାରିତା

ହଁ ଦର୍ଶକ ବନ୍ଧୁ ଆମେ ପିଆଜ କୁ ତରକାରୀ ରେ ପକାଇ ଖାଇବା ସହିତ ଏହାକୁ ବହୁତ ସମୟରେ ଆମେ ଏହି ପିଆଜକୁ କଞ୍ଚା ମଧ୍ୟ ଖାଇଦେଇ ଥାଉ | ତେବେ ଅଧିକାଂଶ ଲୋକ ପିଆଜ ଥିବା ଗୁଣ ଗୁଡ଼କ ବିଷୟ ରେ ଜାଣି ନଥିଲେ ମଧ୍ୟ ଏହି ପିଆଜକୁ ବହୁତ ମାତ୍ର ରେ ସେମାନେ ବ୍ୟବହାର କରିଥାନ୍ତି | ତେବେ ଏହି ପିଆଜ ରେ ଯେଉଁ ପ୍ରକାର ଗୁଣ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆମର ଅର୍ଶ ଭଳି ସମସ୍ୟା ଭଲ ହେଇଯିବ ବୋଲି କୁହାଯାଉଛି | ତେବେ ଏହିପରି ଭାବରେ ଯଦି ଆପଣ ପିଆଜ କୁ ବ୍ୟବହାର କରିବେ ତାହାଲେ ଆପଣଙ୍କ ଶରୀରରେ ଥିବା ବିଭିନ୍ନ ପ୍ରକାର ରୋଗ ର ଉପସମ ହେଇପାରିବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ପିଆଜ ର ଘେରେଇ ଉପଚାର ବିଷୟରେ ଜାଣିବା | ଯାହାକୁ ବ୍ୟବହାର କରି ଆମେ ଅର୍ଶ, ଛୋଟ ପିଲାଙ୍କ କୃମି ଆଦି ରୋଗ କୁ ମୁକ୍ତ କରିପାରିବା |

ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ପିଆଜ ର ଉପକାରିତା :-

1- ତେବେ ପିଆଜ କୁ ଆମେ ପ୍ରତିଦିନ ଖାଇବାରେ ବ୍ୟବହାର କରିଥାଉ ହେଲେ ଏଥିରେ ଥିବା ଉପକାରିତା ବିଷୟରେ ଖୁବ ଲୋକ ଜାଣିଥାନ୍ତି | ତାହାଲେ ଏହାର ଉପକାରିତା ବିଷୟରେ ଜାଣନ୍ତୁ |

2-ଏହା ଛଡା ଦର୍ଶକ ବନ୍ଧୁ ଯଦି ଆପଣଙ୍କର କାନ ବ୍ୟଥା ଭଳି ସମସ୍ୟା ଦେଖା ଯାଉଛି ତାହାଲେ ଆପଣ ଏହି ପିଆଜ ର ରସକୁ ଉଷୁମ କରି କାନ ରେ ପକାଇଲେ କାନ ବ୍ୟଥା ସାଙ୍ଗେ ସଙ୍ଗେ ଭଲ ହେଇଯାଏ |

3-ଯଦି କାହାର କୃମି ଭଳି ସମସ୍ୟା ଦେଖାଯାଏ ତାହାଲେ ମଧ୍ୟ ଏହି ପିଆଜ ରସ ରେ ଜୁଆଣି ସହିତ ଟିକିଏ ଗୁଡ଼ ମିଶାଇ ଖାଇଲେ ରାତିରେ ଶୋଇବା ପୂର୍ବରୁ ଖାଇଲେ କୃମି ସମସ୍ୟା ଭଲ ହେଇଯାଏ |

4-ଛୋଟ ପିଲାଙ୍କ ଠାରେ ମଧ୍ୟ ଏହିପରି ଧଳା କୃମି ଦେଖା ଯାଏ ତାହାଲେ ଆପଣ ପିଆଜ ରସକୁ ଏକ ତୁଳା ସାହାଯ୍ୟ ରେ ନେଇ ମଳଦ୍ୱାର ଚାରିପାଖରେ ଲଗାନ୍ତୁ ଦେଖିବେ କୃମି ସମସ୍ୟା ଦୂର ହେଇଯିବ |

5-ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖା ଦେଉଥିଲେ ଏହି ପିଆଜର ରସ କୁ ପାଦ ରେ ମାଲିସ କରି ରଖିଲେ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦୂର ହେଇଯାଏ |

6-ଏହା ବ୍ୟତୀତ 10 ଗ୍ରାମ ପିଆଜ ରେ ଗାଈ କ୍ଷୀର ମିଶାଇ ତାକୁ ଭାଜି ଦେଇ ସେଥିରେ 10 ଗ୍ରାମ ମିଶ୍ର୍ରି ଓ କଳା ରାଶି ମିଶାଇ ନିୟମିତ କିଛି ଦିନ ଖାଇଲେ ଅର୍ଶ ରୋଗ ଭଳି ସମସ୍ୟା ଦୂର ହେଇଥାଏ |

7-ବଥ ଭଳି ସମସ୍ୟା ରେ ମଧ୍ୟ ପିଆଜ ବହୁତ ଭଲ କାମ କରିଥାଏ | ପିଆଜ କୁ ଉଷୁମ କରି ଭାଜି ଦେଇ ସେହି ବଥ ହେଇଥିବା ସ୍ଥାନରେ ବାନ୍ଧି ଦେଲେ ବଥ ଭଲ ହେଇଯାଏ |

8-ଏହା ଛଡା ପୁରୁଷ ଶକ୍ତି ର ବୃଦ୍ଧି ମଧ୍ୟ ହେଇଥାଏ | ପିଆଜ ରସ ରେ ଦୁଇ ଚାମଚ ମହୁ ଓ କ୍ଷୀର ମିଶାଇ ସକାଳେ ସାନ୍ଧ୍ୟ ରେ ପିଇବା ଦ୍ୱାରା ପୁରୁଷ ଙ୍କ ବୀର୍ଯ୍ୟ ଶକ୍ତି ବଢି ଥାଏ | ଯାହା ପିଲା ଜନ୍ମ କରିବାର ସହାୟକ ହେଇଥାଏ

9-ଅର୍ଶ ଜନିତ ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ଆମେ ପିଆଜ କୁ ବ୍ୟବହାର କରିଥାଉ, ଖାଇଥାଉ ଯାହା ଦ୍ୱାରା ଆମ ପାଚନ କ୍ରିୟା ସହଜ ହୋଇଥାଏ |

ତେବେ ଏହା ଥିଲା ପିଆଜ ର କେତେକ ଉପକାରିତା ଗୁଣ ବିଷୟରେ କିଛି ସୂଚନା, ଯାହାକୁ ଜାଣି ରଖିବା ଯୋଗୁ ଆମର ଭଲ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment