ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଥାଏ ଓ ତାହା ଆମ ମନକୁ ମଧ୍ୟ ଛୁଇଥାଏ | ତେବେ ସେହି ଭଳି ଏକ ମ୍ୟୁଜିକାଲ ଶୋ ରେ ସଂଗୀତ ମାଧ୍ୟମରେ ସମସ୍ତଙ୍କର ମନକୁ ମୁଗ୍ଧ କରାଉଥିବା କଳାକାର ଜଣେ ହେଉଛନ୍ତି ଇରା ମହାନ୍ତି |ଆଉ ଯିଏ କି ଏକ ଷ୍ଟେଜ ପ୍ରଗ୍ରାମ ରେ ସୁନ୍ଦର ଭାବରେ ଗାଇଛନ୍ତି ଗୀତ, ଆଉ ସମସ୍ତଙ୍କୁ କରେଇଛନ୍ତି ଆକୃଷ୍ଟ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ସଂଗୀତ କାର ଇରା ମହାନ୍ତି ଙ୍କ ସୁ ମଧୁର ସଂଗୀତ ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଇରା ମହାନ୍ତି ଜଣେ ଏଭଳି କଣ୍ଠ ଶିଳ୍ପୀ କି ତାଙ୍କର କଣ୍ଠ ରେ ରହିଛି ଅପାର ଯାଦୁ | ଆଉ ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ ମଧ୍ୟ କରେଇଥାଏ | ଆଉ ସଂଗୀତର ଯାଦୁ ରେ ସମସ୍ତଙ୍କର ମନରେ ଘର ମଧ୍ୟ କରେଇଥାଏ | ତେବେ ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁକି ତାଙ୍କ ଅବଦାନ ଅଭିସ୍ମରଣୀୟ |କାରଣ ବହୁତ ସାରା ସଂଗୀତ ସେ ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁକି ଗାଇଛନ୍ତି ଓ ନିଜର ସ୍ୱରରେ ସମସ୍ତଙ୍କୁ ଦିୱାନା ବନାଇଛନ୍ତି ବୋଲି କୁହାଯାଉଛି | ଆଉ ଯିଏ ଥରେ ଇରା ମହାନ୍ତି ଙ୍କ କଣ୍ଠ ରୁ ସଂଗୀତ ଶୁଣିଛି ସେ ପୁରା ଦିୱାନୀ ହେଇଯାଇଛନ୍ତି ସମସ୍ତେ |
ତେବେ ଏଠାରେ ଦେଖିବାକୁ ମିଳିଛି କି ଇରା ମହାନ୍ତି ଏକ ମହତ୍ସବ ରେ ଷ୍ଟେଜ ପ୍ରଗ୍ରାମ ରେ ତାଙ୍କ ଗେଷ୍ଟ ଭାବରେ ଆମନ୍ତ୍ରଣ କରାଯାଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଇରା ମହାନ୍ତି ସୁନ୍ଦର ଭାବରେ ବହୁତ ଗୁଡିଏ ଗୀତ ଗାଇଛନ୍ତି ଷ୍ଟେଜ ଉପରେ | ଆଉ ଭାଇ ତୋତେ ମୋର ରହିଲା ରାଣ ହେଉଛି ଇରା ମହାନ୍ତି ଙ୍କ ଦ୍ୱାରା ପ୍ରକାଶିତ ଏକ ଲୋକ ପ୍ରିୟ ସଂଗୀତ | ଆଉ ଯାହାକୁ ଇରା ମହାନ୍ତି ଗାଇଥିଲେ, ଆଉ ତାଙ୍କର ସ୍ବରର ଯାଦୁ ରେ ସମସ୍ତଙ୍କୁ କରେଇଥିଲେ ଦିୱାନା |
ତେବେ ପରେ ସେ ଆଉ ଗୋଟିଏ ବେଶ ଲୋକ ପ୍ରିୟ ଓଡ଼ିଆ ଆଧୁନିକ ଗୀତ ଗାଇବାକୁ ଲାଗଥିଲେ ଯାହାର ନାଁ ହେଉଛି ମୁଁ ଓଢଣୀ ଉଡେଇ ଦେଲିରେ ଓଡିଶା ଦୋହଲି ଗଲା | ଏହି ଗୀତ ଟିକୁ ବେଶ ସୁନ୍ଦର ଭାବରେ ଗାଇବାକୁ ଲାଗିଥିଲେ ଇରା ମହାନ୍ତି ବୋଲି କୁହାଯାଇଛି |ତେବେ ଯାହା ଦେଖିବାକୁ ମିଳିଛି କି ବାଙ୍କୀ ମୁହାଁଣରେ ମେଲୋଡି କୁଇନ ଇରା ମହାନ୍ତି ନିଜର ସଂଗୀତ ର କମାଲ ଦେଖାଇ ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କୋରେଇଛନ୍ତି | ତେବେ ଏକ ପୁଅ ଙ୍କ ସହିତ ତୁ ପରା ମୋର ପୁନେଇଁ ଜହ୍ନ ଗୀତ ଟି ଗାଇକି ସମସ୍ତଙ୍କର ମନକୁ କିଣି ନେଇଛନ୍ତି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।