ବନ୍ଧୁଗଣ ଆସନ୍ତୁ ଦେଖିବା ଏକ ଜବରଦସ୍ତ ଡାନ୍ସ ଭିଡିଓ ର ଦୃଶ୍ୟ। ଆଜି ଆମେ ଆପଣଙ୍କୁ ଏମିତି ଏକ ଡାନ୍ସ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ହୁଏତ ଏପରି ନାଚକୁ ଆପଣ ବହୁତ୍ କମ୍ ଥର ଦେଖିବାକୁ ପାଇଥିବେ।ତେବ ଏହି ଡାନ୍ସ ଭିଡିଓ ରେ ଏଠାରେ ପିଲାମାନେ ଡାନ୍ସ ଅଭ୍ୟାସ କରି ଯେଉଁଭଳି ଭାବରେ ପ୍ରଦର୍ଶନ କରୁଛନ୍ତି ତାହା ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ ଏବଂ ଆଶ୍ଚର୍ଯ୍ୟ ବି ହେବେ। ତେବେ ଆପଣ ଏହି ଡାନ୍ସ ଭିଡିଓ ରେ କିଛି ଭିନ୍ନ ଅନ୍ଦାଜ ର ଡାନ୍ସ ଷ୍ଟାଇଲ କୁ ଦେଖିବାକୁ ପାଇବେ କୁନି କୁନି ପିଲା ମାନଙ୍କର।
କାରଣ ଏହି ଭିଡିଓ ଦେଖି ଯାହା ଲାଗୁଛି ଏଠାରେ ଏହି କୁନି କୁନି ପିଲାମାନେ ନାଚ ଶିଖିବା ପରେ ସମସ୍ତଙ୍କ ଆଗରେ ଏହାକୁ ସେମାନେ ପରଫର୍ମ କରୁଛନ୍ତି। ତେବେ ଏଭଳି ଭାବରେ ପ୍ରଦର୍ଶନ ହେଉଥିବା କୁନି ପିଲା ମାନଙ୍କର ଡାନ୍ସରେ ଏକ ଭିନ୍ନ ଖୁସି ଏବଂ ଚମକ ରହିଥାଏ। ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କର ଏବଂ ତାଙ୍କର ପିଲା ମାନଙ୍କର ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇ ଥାନ୍ତି। ଆଉ ଏହାକୁ ସୋସିଆଲ ମିଡିଆରେ ଅନେକ ମଧ୍ୟ ଦେଖିବାର ସୁଯୋଗ ପାଆନ୍ତି।
ତେବେ ଅନେକ ଜଣ ପିଲା ମାନଂକର ଏଭଳି କ୍ୟୁଟ ପ୍ରଦର୍ଶନ ର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି। ଆଉ ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ। କିନ୍ତୁ ପିଲା ମାନଙ୍କର ଡାନ୍ସ ଭିଡିଓ ଦେଖିବାର ସୁଯୋଗ ମିଳିଲେ ବହୁତ୍ ଖୁସି ଲାଗିଥାଏ। ଆପଣ ତ ଜାଣିଛନ୍ତି ବିଭିନ୍ନ ପ୍ରକାରର ଡାନ୍ସ ଷ୍ଟାଇଲ ରହିଛି।କିନ୍ତୁ ଡାନ୍ସ ଯେମିତି ବି ହୋଇଥାଉ ଯଦି କୁନି ପିଲା ମାନେ ଏହାକୁ ଦେଖାନ୍ତି ତାହା ଦେଖିବାକୁ ବହୁତ୍ ଭଲ ଲାଗିଥାଏ।
ଯେମିତି ଏଠାରେ ଅନେକ କୁନି କୁନି ପିଲା ସମାନ ଗେଟ୍ ଅପ ନେଇ ସୁନ୍ଦର୍ ଭାବରେ ଡାନ୍ସ କରୁଛନ୍ତି।ତେବେ ଏହି ପିଲା ମାନେ ନାଚୁଛନ୍ତି ଏକ ସୁନ୍ଦର୍ ହିନ୍ଦୀ ଗୀତର ତାଳେ ତାଳେ। ଯେଉଁ ଗୀତଟି ହେଉଛି ବୋଲେ ଚୁଡିଆଁ ବୋଲେ କଙ୍ଗନା।ଏହାକୁ ଦେଖି ସେଠାର ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଏବଂ ଦର୍ଶକ ବେଶ୍ ଆନନ୍ଦିତ ହେବା ସହ ସେମାନଙ୍କ ଡାନ୍ସ କୁ ଉତ୍ସାହିତ କରୁଛନ୍ତି। ତେବେ ଏହି ଡାନ୍ସ ପ୍ରୋଗ୍ରାମ ଟି କେଉଁ ସ୍ଥାନର ତାହା ଜଣା ପଡିନାହିଁ କିନ୍ତୁ ଏହା ଆମ ଦେଶର ନୁହଁ।ଆପଣ ଥରେ ଏହି ଡାନ୍ସ କୁ ଦେଖନ୍ତୁ ନିଶ୍ଚିତ ଭାବରେ ସେମାନଙ୍କ ନାଚରେ ଆପଣ ଝୁମି ଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।