କେତେ ବି ମୋଟା ପେଟ ହେଉ ୨ ଥର ଏହି ପାଣି ପିଅନ୍ତୁ ମାତ୍ର ୧୫ ଦିନରେ ପେଟ ଜଙ୍ଘ ଅଣ୍ଟାର ଚର୍ବି ଗାଏବ ହୋଇଯିବ

ବନ୍ଧୁଗଣ ବର୍ତମାନ ପ୍ରାୟ ସମସ୍ତଙ୍କର ନିଜର ସ୍ୱାସ୍ଥ୍ୟରେ ମେଦଵାହୁଳତା ଏକ ବଡ ସମସ୍ୟା ଅଟେ |ଏହା ଆମ ଶରୀରର ଓଜନ ବଢିବା ସହିତ, ଆମ ପେଟ ମଧ୍ୟ ବଢିଯାଏ, ଯାହା ଦ୍ଵାରା ଆମକୁ ଫ୍ରୀ ଲାଗେ ନାହିଁ | ମୁଁ ଆଜି ଆପଣ ଏହିସବୁ ସମସ୍ୟାର ସମାଧାନ ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବି |ଏହି ରେମିଡ଼ି ସମ୍ପୂର୍ଣ ପ୍ରାକୃତିକ ଅଟେ, ଏଥିରେ କୌଣସି ସାଇଡ ଏଫେକ୍ଟ ନାହିଁ |ଏଥିରେ ଆବଶ୍ୟକ ହେଉଥିବା ସାମଗ୍ରୀ ଆପଣକୁ ଅତି ସହଜରେ ଆପଣଙ୍କ ଘରୁ ମିଳିପାରିବ |ଏହି ରିମିଡି ଆପଣ ଯଦି 15ଦିନ ବ୍ୟବହାର କରିବେ ତେବେ ଆପଣକୁ ଏହାର ଫଳାଫଳ ମିଳିଯିବ ତେବେ ଆସନ୍ତୁ ଜାଣିବା ଏହି ରିମିଡିରେ କଉଁ ସାମଗ୍ରୀ ଆବଶ୍ୟକ, ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ଆବଶ୍ୟକ ସାମଗ୍ରୀ :-

ପାଣି, ଜିରା, ଅଳେଇଚ,ଡାଲଚିନି, ଲେମ୍ବୁ ଓ ମହୁ |

ପ୍ରସ୍ତୁତି :-

ଏହି ରେମିଡ଼ି ପ୍ରଥମେ ଏକ ପେନରେ ଦୁଇଗ୍ଳାସ ପାଣି ନିଅନ୍ତୁ,ସେଥିରେ ଏକ ଚାମଚ ଜିରା ନିଅନ୍ତୁ | ଦୁଇଟି ଡାଲଚିନି ନିଅନ୍ତୁ,ଦୁଇରୁ ତିନୋଟି ଅଳେଇଚ ଖୋଲି ଏଥିରେ ଦିଅନ୍ତୁ , ଏବଂ ଏଥିରେ ଦୁଇଟି ଲେମ୍ବୁ କାଟି ଦିଅନ୍ତୁ |ଏହି ସମସ୍ତ ଜିନିଷ ମିଶାଇ ଏହାକୁ ଭଲ ଭାବରେ ଫୁଟାନ୍ତୁ, ଯେପରି ଏହି ଦୁଇ ଗ୍ଲାସ ପାଣି ଏକ ଗ୍ଲାସ ହେବା ପ୍ରଯ୍ୟନ୍ତ ଏହାକୁ ଫୁଟାନ୍ତୁ |ଏହାକୁ ସ୍ଲୋ ଫ୍ଲେମ ରେ ଫୁଟାନ୍ତୁ ଏବଂ ଏଥିରେ ମିଶା ଯାଇଥିବା ସମସ୍ତ ଜିନିଷ ଯେପରି ଏଥିରେ ମିଶିଯିବ |

ଏହି ପାଣି ଅଧା ହେବା ପରେ ଏହାକୁ ବାହାର କରି ଆଣାନ୍ତୁ, ଏବଂ ଏହାକୁ ଥଣ୍ଡା ହେବାପାଇଁ କିଛି ସମୟ ଛାଡି ଦିଅନ୍ତୁ |ଏହି ପାଣି ଥଣ୍ଡା ହେବା ପରେ ଏହାକୁ ଏକ ଗ୍ଲାସକୁ ଛାଣି ନିଅନ୍ତୁ |ଏଥିରେ ଥିବା ସାମଗ୍ରୀ ଗୁଡିକ ଆପଣ ଆଉ ଥରେ ଡ୍ରିଙ୍କ ପ୍ରସ୍ତୁତ କରିବା ସମୟରେ ମଧ୍ୟ୍ୟ ବ୍ୟବହାର କରିପାରିବେ |ଆପଣଙ୍କ ପସନ୍ଦ ଅନୁଯାୟୀ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ ନହେଲେ ଆପଣ ଏହାକୁ ସ୍କିପ ମଧ୍ୟ କରିପାରିବେ |

ବ୍ୟବହାର :-

ଏହି ପାଣିକୁ ଆପଣ ଦିନରେ କିମ୍ବା ଦୁଇଥର ବ୍ୟବହାର କରିପାରିବେ |ଆପଣ ଏହାକୁ ସକାଳ ଖାଲି ପେଟରେ କିମ୍ବା ସକାଳ ରାତି ମଧ୍ୟ ପିଇ ପାରିବେ |ହଁ ଆପଣ ଏଥିପ୍ରତି ନିଶ୍ଚିତ ଧ୍ୟାନ ଦେବେ ଯେ ଏହି ପାଣି ପିଇବା ପରେ ଏକ ଘଣ୍ଟା ପ୍ରଯ୍ୟନ୍ତ ଆପଣ କିଛି ବି ଖାଦ୍ୟ ଗ୍ରହଣ କରିବେ ନାହିଁ | ଏହି ଡ୍ରିଙ୍କ ପିଇବା ସହିତ ଯଦି ଆପଣ ଯୋଗ କିମ୍ବା ଏକ୍ସସେରସାଇଜ କରିବେ ତେବେ ଆପଣ ଆହୁରି ଅଧିକ ବେନିଫିଟ ପାଇବେ |ଏହି ରିମିଡି ଆପଣ 15ଦିନ ଲଗାତାର ଭାବରେ ପିଅନ୍ତୁ ଦେଖିବେ ଆପଣଙ୍କ ମେଦ ଵାହୁଳତା ବହୁତ କମିଯିବ ଏବଂ ଆପଣଙ୍କ ଶରୀରର ଓଜନ କମିବା ସହିତ ଏହି ରିମିଡ଼ିରେ ଯୋଗ କରାଯାଇଥିବା ସାମଗ୍ରୀ ଗୁଡିକ ଆପଣଙ୍କର ଅନେକ ରୋଗ ମଧ୍ୟ କମାଇ ଦେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment