ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ |ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ ଓ ଏବେ ସେହିପରି କିଛି ଏମିତି ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତାହାଲେ ଆସନ୍ତୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ |
ହଁ ବନ୍ଧୁ ଗଣ ସମସ୍ତଙ୍କର ମନକୁ ମୋହି ନେବା ଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଲୋକମାନେ ଦେଖି ବହୁତ ପ୍ରଶଂସା କରୁଛନ୍ତି |ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେଉଥିବା ଛାତ୍ର ଛାତ୍ରୀ ଙ୍କ ଡ୍ୟାନ୍ସ ଯାହାକୁ ନେଇ ଏବେ ଛାତ୍ର ଛାତ୍ରୀ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନ ରେ ବେଶ ପ୍ରଶଂସା ସାଉଁଟି ଥିବା ର ଦେଖାଯାଇଛି | କଲେଜ ରେ ବିଟେକ ଛାତ୍ର ଛାତ୍ରୀ ଙ୍କ ଏହିପରି ଡ୍ୟାନ୍ସ ସତରେ ମଞ୍ଚ କୁ ଅଧିକ ଆକର୍ଷଣ କରିଥିବା ସହିତ ସେଠାରେ ଥିବା ଦର୍ଶକ ମାନେ ସେମାନଙ୍କର ଏହିପରି ପେରଫୋରମାନ୍ସ କୁ ମଞ୍ଚ କର ତାଳ ରେ ଉଛୁଳି ପଡିଥିବା ର ଦେଖା ଯାଇଛି |
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଲକ୍ଷନୌ ର ଏକ ଇନଷ୍ଟିଟୁଟ ରେ ଛାତ୍ର ଛାତ୍ରୀ ଙ୍କର ଏହି ଯୁଗଳ ବନ୍ଦୀ ଡ୍ୟାନ୍ସ କୁ ଦେଖି ଇନଷ୍ଟିଚ୍ୟୁଟ ଶିକ୍ଷକ ମାନଙ୍କ ସମତେ ସେଠାରେ ଉପସ୍ଥିତ ଥିବା ସମସ୍ତ ଜ୍ଞାନୀ ଗୁଣୀ ବ୍ୟକ୍ତି ଏହି ଡ୍ୟାନ୍ସ କୁ ବେଶ ଉପଭୋଗ କରିବା ସହିତ ସେମାନଙ୍କୁ ବହୁତ ଉତତ୍ସାହିତ କରିଥିବା ଏହି ଭାଇରାଲ ଭିଡ଼ିଓ ରେ ଦେଖା ଯାଇଛି | ତେବେ ସୁନ୍ଦର ଗୀତ ସାଙ୍ଗକୁ ଛାତ୍ର ଛାତ୍ରୀ ଙ୍କର ଯୁଗଳ ବନ୍ଦୀ ଚମତ୍କାର ଡ୍ୟାନ୍ସ ଓ ସତରେ ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଥିଲା ବୋଲି ଜଣା ପଡିଛି |
ତେବେ ଏହି ଭଳି ଭାବରେ ରୋମାଣ୍ଟିକ ସଙ୍ଗ ରେ କଲେଜ ରେ ପଢ଼ୁଥିବା ପିଲା ମାନଙ୍କର ଡାନ୍ସ ବେଶ ହୃଦୟ ସ୍ପର୍ଶୀ ହୋଇଛି | ଆଉ ଯିଏ ବି ଏହି ଡାନ୍ସ କୁ ଦେଖୁଛି ପିଲା ମାନଙ୍କ ପ୍ରସଂଶା ନ କରିକି ରହି ପାରୁନାହାନ୍ତି | ଆଉ ଏହି ଡାନ୍ସ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।