ମାତ୍ର ୩ ବର୍ଷର ଛୁଆ ର ପାଠ ଏବଂ ଗୀତ ଥରେ ଶୁଣନ୍ତୁ… ସୋସିଆଲ ମିଡିଆରେ ଭିଡ଼ିଓ ନିଆଁ ଭଳି ଭାଇରାଲ…

ଏ ଦୁନିଆଁ ରେ ସବୁଠାରୁ ସୁନ୍ଦର ଭାବରେ ଭଗବାନ ସବୁ ପ୍ରାଣୀ ଙ୍କୁ ନିଜ ନିଜ ଢଙ୍ଗରେ ସୃଷ୍ଟି କରିଛନ୍ତି ।କିନ୍ତୁ ଗୋଟିଏ ଛୋଟ ପିଲାର ର ଚେହେରା ହୋଇଥାଏ। ଛୋଟ ପିଲା ଟିକୁ ଏ ନିୟତି ଏତେ ସୁନ୍ଦର ଭାବରେ ଗଢ଼ିଛି ଯେ ଯାହାକୁ ଦେଖିଲେ ମଣିଷ ତା ଜୀଵନ ର ସବୁ ଦୁଃଖ କୁ ଭୁଲିଯାଇ ଥାଏ ଏବଂ ତାର ମୁହଁରେ ହସ ଆସିଯାଏ। କେବଳ ତାଙ୍କର ଚେହେରା ନୁହେଁ ବରଂ ତାଙ୍କ ଛୋଟ ଛୋଟ କାର୍ଯ୍ୟ , ଦୁଷ୍ଟାମୀ ଓ ବଦମାଶୀ ବହୁତ ଆକର୍ଷଣିୟ ତଥା ମନରୋମା ହୋଇଥାଏ।ତାଙ୍କ ଓଠ ରେ କିଛି ବି କଥା ବହୁତ ଖୁସି ଦେଇଥାଏ ଆମକୁ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ କୁନି ଝିଅ ର ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ ।ଆପଣ ଙ୍କର ମନ ପ୍ରଫୁଲ୍ଲ ହୋଇ ଉଠିବ ଆଉ ଖୁସିରେ ଆପଣ ଙ୍କର ହୃଦୟ ଭରି ଯିବ। ତେବେ ଭାଇରଲ ଭିଡ଼ିଓ ଟିରେ ଦେଖାଯାଇଛି କି ଜଣେ କୁନି ଝିଅ ତାର କୁନି ଓଠ ରେ ଟିକି ଟିକି ପାଠ ପଢା ପଢୁଛି ।ତେବେ ଏହି ଭିଡ଼ିଓ ଟି ପ୍ରାୟ ସମସ୍ତ ଙ୍କର ମନ ଛୁଆଁ ହୋଇପାରିଛି ,ଆପଣ ମଧ୍ୟ ଏହି ନିଶ୍ଚିତ ଭାବରେ ଏହି ଭିଡ଼ିଓ ଟିକୁ ଥରେ ଦେଖନ୍ତୁ।

ତେବେ ବନ୍ଧୁଗଣ ଭିଡ଼ିଓ ଟି କିଛି ଏହିପରି ରହିଛି କି ଜଣେ କୁନି ଝିଅ ପ୍ରାୟ ବୟସ ୩ ରୁ ୪ ବର୍ଷ ବୟସ ହେବ ଏମିତି କି ତାଙ୍କର ଓଠ ରେ କଥା ଠିକ ଭାବରେ ଉଚାରଣ କରିପାରୁ ନାହାନ୍ତି। ମାତ୍ର ଏହି କୁନି ଓଠ ରେ କୁନି ଝିଅ ଟି ପାଠ ପଢିବା କୁ ଇଚ୍ଛା ଶକ୍ତି ବହୁତ ଏବଂ ସେ ବସିକି ପୁରା ପାଠ ପଢା ପିଲାଙ୍କ ପରି ପାଠ ପଢିବା ରେ ବସିଛନ୍ତି। ଆଉ ଯାହା ତାଙ୍କୁ ଅଙ୍ଗନବାଡି ରେ ପଢା ଯାଇଛି ସେହିପରି ପାଠ ପଢୁଛନ୍ତି ଆଉ ଦିଦି ଶିଖେଇ ଥିବା ଗୀତ ମଧ୍ୟ ଗାଉଛନ୍ତି। ତେବେ ତାଙ୍କର ଏହିପରି ଇଚ୍ଛା ଶକ୍ତି ଆଉ ପାଠ ପ୍ରତି ଥିବା ଆଗ୍ରହ ସମସ୍ତ ଙ୍କୁ ବେଶ ଆଗ୍ରହ କରିଛି।

ତେବେ ଏହି କୁନି ଝିଅ ଟିର ଭିଡ଼ିଓ ଟି କୁ କେହି ଜଣେ ବ୍ୟକ୍ତି ତାଙ୍କର ଭିଡ଼ିଓ ବନାଇ ଥିଲେ ଏବଂ ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ।ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକ ମାନେ ଏହାକୁ ଦେଖିବା ପରେ ବହୁତ ଖୁସି ହେଉଛନ୍ତି। ତେବେ ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ରହିଛି ଏବଂ ମୋବାଇଲ ରୁ ମୋବାଇଲ କୁ ଘୁରୁ ବୁଲୁଛି। ତେବେ ଆପଣ ମଧ୍ୟ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଭାବରେ ଦେଖନ୍ତୁ ଆପଣ ଙ୍କୁ ମଧ୍ୟ ବହୁତ ଖୁସି ଲାଗିବ। ତେବେ ଏହି କୁନି ଝିଅ ଟିର ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment