ଦୁର୍ଲଭ ବସୁନ୍ଧରା ସାପ ( Trinket snake ) ର ଦିଲ ଦୋହଲି ଦେବା ଭଳି ଦୃଶ୍ୟ, ଖତରନାକ ରେସକ୍ୟୁ… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ…

ବନ୍ଧୁଗଣ ଆପଣ ତ ଅନେକ ପ୍ରକାରର ଅନେକ ଆକୃତିର ସାପକୁ ଦେଖିଥିବେ। କିନ୍ତୁ ଆଜି ଏକ ଏମିତି ସାପକୁ ଆମେ ଆପଣଙ୍କୁ ଦେଖାଇବୁ ଯାହାକୁ ହୁଏତ ଆପଣ ଆଗରୁ କେବେ ଦେଖି ନଥିବେ। କାରଣ ଏହା ଏକ ଦୁର୍ଲଭ ସାପ ଅଟେ।ଏହା ଯେତିକି ଲମ୍ବା ଦେଖିବାକୁ ସେତିକି ସୁନ୍ଦର୍ ଅଟେ।ଏହି ସାପଟିର ନାମ ବନସୁନ୍ଦରୀ ବା ଟ୍ରୀଙ୍କେଟ ସ୍ନେକ୍।ଏହି ସାପଟିକୁ ଦେଖିଲେ ଆପଣ ଡରରେ ଥରି ଉଠିବେ। କାରଣ ଏହି ସାପଟି ସେହିଭଳି।ଏହି ସାପଟି ଦେଖିବାକୁ ଯେମିତି ଭୟଙ୍କର ସେମିତି ବିଶାଳକାୟ ମଧ୍ୟ।ତେବେ ସାପ ପ୍ରାୟତଃ ସବୁ ସ୍ଥାନରେ ଦେଖା ଯାଇଥାନ୍ତି କିନ୍ତୁ ଘଞ୍ଚ ଜଙ୍ଗଲ ମଧ୍ୟରେ ହାଲୁକା ପରିବେଶରେ ଏମାନେ ରହିବାକୁ ଭଲ ପାଆନ୍ତି।

ତେବେ ଅନେକ ସାପ ଏମିତି ରହିଛନ୍ତି ଯେ ସେମାନେ ବହୁତ ବିଷଧର ହୋଇ ଥାଆନ୍ତି ଏବଂ ଆଉ କିଛି ସାପ ଏମିତି ରହିଛନ୍ତି ଯେଉଁମାନେ ଏତେ ମାତ୍ରାରେ ବିଷଧର ନୁହଁନ୍ତି। କିନ୍ତୁ ବହୁତ୍ ଅଜିବ ପ୍ରକାରର ହୋଇଥାନ୍ତି।ତେବେ ଭାରତରେ ଏମିତି ଦେଖିବାକୁ ଗଲେ ଶହେ ରୁ ଅଧିକ ପ୍ରଜାତି ର ସାପ ରହିଛନ୍ତି।ଯଦି ଆମ ଓଡ଼ିଶା କଥା କହିବା ତେବେ ଏଠାରେ ଅନେକ ପ୍ରଜାତି ର ସାପ ଦେଖିବା ପାଇଁ ମିଳିଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଷଧର ଅଟନ୍ତି ଏବଂ ସେମାନେ ଦଂଶନ କରିବା ମାତ୍ରେ ହିଁ ଲୋକଙ୍କ ଜୀବନ ଯିବାର ସମ୍ଭାବନା ରହିଥାଏ। ତେବେ ଆମ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅନେକ ସମୟରେ ଅନେକ ବିଷଧର ସାପ ଦେଖିବାକୁ ମିଳିଥାଏ।

ଯାହାର ଅନେକ ଭିଡ଼ିଓ ମଧ୍ଯ ଆପଣ ମାନେ ଦେଖିଥିବେ।ଏହି ସାପ ଗୁଡ଼ିକୁ ଯେଉଁଭଳି ଭାବରେ ଭୟଙ୍କର ରୂପ ଦେଖାଇ ଥାଆନ୍ତି ତାକୁ ଦେଖିଲେ ଛାତି ଥରି ଉଠିଥାଏ।ତେବେ ସାପ ଯେମିତି ହୋଇ ଥାଉ ନା କାହିଁକି ଏହାକୁ ଦେଖିଲେ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଥାଏ।ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।

ଯାହା ଭୟଭୀତ କରିବା ଭଳି ଅଟେ। ଆଉ ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିବା ବି ସମ୍ଭବ ନୁହେଁ।ତେବେ ଆମେ କହୁଥିବା ଏହି ଘଟଣାରେ ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ଏକ ବିରଳ ଭିନ୍ନ ରଙ୍ଗର ବିଷଧର ସାପ ଉଦ୍ଧାର ହୋଇଛି।ଏହି ବିଶାଳକାୟ ଟ୍ରୀଙ୍କେଣ୍ଟ ବା ବନସୁନ୍ଧରି ସାପ ଦୁନିଆର ଦୁର୍ଲଭ ଓ ବିରଳ ସାପ ମଧ୍ୟରୁ ଅନ୍ୟତମ। ସାପ ଧରାଳି କୁ ଜଣାଇବା ପରେ ସେ ଆସି ଏହି ସାପଟିକୁ ଉଦ୍ଧାର କରିଛନ୍ତି।ଏହି ଭିଡିଓ ରେ ଆପଣ ସଂପୂର୍ଣ୍ଣ ଘଟଣା ଦେଖି ପାରିବେ। ତେବେ ଭଗବାନଙ୍କ କୃପାରୁ ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରା ଯାଇଥିବା ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment