New version ll ଅଜା ନାତୁଣୀ ଖନା ବଚନ ll part : 2 ll ଯାତ୍ରା ସମୟର ଅଶୁଭ ଲକ୍ଷଣ ll କେଉଁ ବେଳାରେ ଯାତ୍ରା କଲେ ଅଶୁଭ ll 🙏🙏🙏

ବନ୍ଧୁଗଣ ସଙ୍ଗୀତ ଏକ ସାଧନ ହୋଇଥାଏ , ଯାହା ଆମ ମନ ରେ ଏକ ଭିନ୍ନ ପ୍ରକାରର ତରଙ୍ଗ ସୃଷ୍ଟି କରିଥାଏ।ଯେତେବେଳେ ଆମେ ଏକ ଗୀତ ଶୁଣୁ ତାହା ଆମ ହୃଦୟ କୁ ଶାନ୍ତି ଦେଇଥାଏ ଏବଂ ମନ ମୁଗ୍ଧ ହୋଇଥାଏ ମଧ୍ୟ। ତେବେ ଯଦି ସେହି ଗୀତ ଟି ଗୋଟିଏ କୁନି ପିଲା ର ହୋଇଥାଏ ତାହା ଆମକୁ ଆହୁରି ଖୁସି ଓ ଆନନ୍ଦିତ କରି ଦେଇଥାଏ। ଜୀବନ ହେଉଛି ଏକ ରଙ୍ଗମଞ୍ଚ ଆଉ ଏହି ରଙ୍ଗ ମଞ୍ଚ ରେ ସୁମଧୁର ସଙ୍ଗୀତ ଏକ ଭିନ୍ନ ସ୍ୱାଦ ଆଣି ଦେଇଥାଏ। ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଆମ ପ୍ରୟ ଅଜା ଓ ନାତୁଣୀ ଙ୍କ ଖନା ଵଚନ ବିଷୟ ରେ ଜଣେଇବୁ ଯାହା ଜାଣିଲେ ଆପଣ ମଧ୍ୟ ଲାଭବାନ ହେବେ।

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଜଣେ କୁନି ଝିଅ ର ସଂଗୀତ ର ଭିଡ଼ିଓ ଟି ଖୁବ ଭାଇରାଲ ହେଉଛି ଲୋକମାନେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି। କାରଣ କୁନି ଝିଅ ର କୁନି କୁନି ଓଠରେ ସୁମଧୁର ସଙ୍ଗୀତ ଆଉ ତା ସାଙ୍ଗ କୁ ତାଳ ଦେଇ ସମାଜ ର କିଛି ନୀତି ନିୟମ ବିଷୟରେ ସେ ଗୀତ ମାଧ୍ୟମ ରେ ଜଣେଇ ଛନ୍ତି। ଆଉ ସେହି କୁନି ଝିଅ କୁ ସମର୍ଥନ କରି ତାଙ୍କ ସାଙ୍ଗରେ ଗାଇଛନ୍ତି ଆମ ଲୋକପ୍ରିୟ ଗୀତିକାର ଶ୍ରୀ ଚରଣ ,ଯାହାଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଛନ୍ତି।

ତେବେ ଯେଉଁ କୁନି ଝିଅ ଟିର ଗୀତ ଟି ଏବେ ଭାଇରାଲ ହେଉଛି ସେ ହେଉଛନ୍ତି ପ୍ରଜ୍ଞାଶ୍ରୀ ଏବଂ ତାଙ୍କୁ ସମର୍ଥନ କରି ତାଙ୍କ ସାଙ୍ଗରେ ଗୀତ ଗାଇଛନ୍ତି ଶ୍ରୀ ଚରଣ। ତେବେ ବର୍ତ୍ତମାନ ଏହି ଅଜା ନାତୁଣୀ ଙ୍କ ର ଯେଉଁ ଗୀତ ବା ଖନା ଵଚନ ଟି ସୋସିଆଲ ମିଡ଼ିଆ ରେ ଆସି ଅଛି ସେଥିରେ ଗୀତ ମାଧ୍ୟମ ରେ ବେଶ ସୁନ୍ଦର ଭାବରେ ସେ ଜଣେ ବ୍ୟକ୍ତି ବ୍ୟକ୍ତି ର ଯାତ୍ରା ନିୟମ ବିଷୟ ରେ ଜଣେଇଛନ୍ତି। ତେବେ ଏହି ଭିଡ଼ିଓ ଟି ଦେଖିଲେ ଆପଣ ତାହାକୁ ଅନୁଭବ କରି ପାରିବେ।

ତେବେ ଏହି ଗୀତ ଟିରେ କୁନି ଝିଅ ଟି ତାର କୁନି ଓଠରେ ସ୍ୱର ଦେଇ କେଉଁ ସମୟ ରେ ଘରୁ ବାହାରିବା କଥା ଏବଂ କେଉଁ ସମୟ ରେ ନୁହେଁ ତାହା ଜଣେଇଛନ୍ତି। ଆଉ କୁନି ଝିଅ ର ଗୀତ କୁ ଅଜା ଶ୍ରୀ ଚରଣ ଲୋକ ଙ୍କୁ ବୁଝେଇ କରି କହିଛନ୍ତି। ତେବେ ଆପଣ ମଧ୍ୟ ଏହି କୁନି ଝିଅ ଟିର ଏହି ସୁନ୍ଦର ଗୀତ ବା ଅଜା ନାତୁଣୀ ଙ୍କ ର ଖନା ଵଚନ ବିଷୟ ରେ ନିଶ୍ଚିତ ଥରେ ଦେଖନ୍ତୁ ଏହା ଆପଣ ଙ୍କୁ ଖୁବ ସାହାଯ୍ୟ କରିବ ଯାତ୍ରା ସମୟରେ। ଏବଂ କୁନି ଝିଅ ଟିର ଗୀତ ଆପଣ ଙ୍କୁ କିପରି ଲାଗୁଚି ତାହା ମଧ୍ୟ ଜଣେଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment