ଓଃ କି ଡ୍ୟାନ୍ସ ! କିଏ ମୁହଁ ଲୁଚେଇ ଆସିଲେ Naach Odisha Auditionକୁ – ଯାହାଙ୍କୁ ଦେଖିକି ସମସ୍ତେ ହେଲେ କାବା…..

ବନ୍ଧୁଗଣ ଏକ ଜବରଦସ୍ତ ଡାନ୍ସ ଭିଡିଓ କୁ ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଆଉ ଏହି ଡାନ୍ସ ଭିଡିଓ କେତେ ଆକର୍ଷଣୀୟ ଏବଂ ମନଛୁଆଁ ତାହା ଦେଖିଲେ ଆପଣ ଜାଣି ପାରିବେ। ଏଠାରେ ଜଣେ ମହିଳା ଯେଉଁଭଳି ଭାବରେ ତାଙ୍କର ନୃତ୍ୟ ପରିବେଷଣ କରୁଛନ୍ତି ତାହା ଦେଖି ସମସ୍ତେ ଖୁସି ହେବା ସହ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏହା ହେଉଛି ଏକ ଡାନ୍ସ ରିଏଲିଟି ଶୋ ର ଦମଦାର ପ୍ରଦର୍ଶନ। ତେବେ ଆପଣ ତ ଅନେକ ଡାନ୍ସ ଭିଡିଓ ସମୟକ୍ରମେ ଦେଖିବାକୁ ପାଉଥିବେ। ଆଉ ସେହିସବୁ ଭିଡିଓ ଯେମିତି ବି ହୋଇ ଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଖୁସି ବି ହେଉଥିବେ।

ସେହିପରି ଏକ ଜବରଦସ୍ତ ଡାନ୍ସ ର ଭିଡିଓ ଜଣେ ମହିଳାଙ୍କ ଦ୍ଵାରା ଏହି ଭିଡିଓରେ ଦେଖିବାକୁ ମିଳିଛି।ଏହି ମହିଳା ଜଣଙ୍କ ଓଡ଼ିଶାର ଏକ ଲୋକପ୍ରିୟ ରିଏଲିଟି ଶୋ ସମ୍ପୂର୍ଣ୍ଣ ଲକ୍ଷ୍ମୀ ଶୋ ରେ ତାଙ୍କର ଏହି ଦମଦାର ନାଚକୁ ପ୍ରଦର୍ଶନ କରିଛନ୍ତି। ତାଙ୍କ ନାଚକୁ ଦେଖି ଆପଣ ବହୁତ୍ ଖୁସି ହୋଇଯିବେ। କାରଣ ସେ ଏକ ଭିନ୍ନ ଢ଼ଙ୍ଗରେ ଚମତ୍କାର ନୃତ୍ୟ ପରିବେଷଣ କରୁଛନ୍ତି। ଅନ୍ୟ ସମସ୍ତ ପ୍ରତିଯୋଗୀ ମାନେ ଏହି ଡାନ୍ସ ଭିଡିଓ କୁ ଦେଖି ଏହିଭଳି ଏକ ଆକର୍ଷଣୀୟ ନାଚକୁ ବେଶ୍ ପସନ୍ଦ କରିବା ସହ ନିଜେ ମଧ୍ୟ ଉତ୍ସାହିତ ହେଉଛନ୍ତି। ଆପଣ ତ ଜାଣିଛନ୍ତି ବିବାହିତ ମହିଳା ମାନଙ୍କୁ ତାଙ୍କର ପ୍ରତିଭା ଦେଖାଇବାକୁ,ଏହାକୁ ବିକଶିତ କରିବାକୁ ସୁଯୋଗ ଦେଇଛି ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ସମ୍ପୂର୍ଣ୍ଣ ଲକ୍ଷ୍ମୀ ରିଏଲିଟି ଶୋ।

ଯେଉଁ କାର୍ଯ୍ୟକ୍ରମ ର ଲୋକପ୍ରିୟତା ବି ବହୁତ୍ ଅଧିକ ରହିଛି। ଏହାକୁ ଦେଖିବାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଆପଣ ଦେଖିଥିବେ ଏହି ଡାନ୍ସ ର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ଏହାକୁ ଦେଖି ଦର୍ଶକ ମାନେ ମଧ୍ୟ ବହୁତ୍ ଖୁସି ବି ହେଉଛନ୍ତି।ଏହି ମହିଳା ଜଣଙ୍କର ନାମ ହେଉଛି ମମତା ମାଝି।ସେ ନାଚ୍ ଓଡିଶା ରିଏଲିଟି ଶୋ ରେ ବିଜେତା ହୋଇଥିଲେ। ଆଉ ଏବେ ଏହି ଶୋ ରେ ଆସି ସେ ତାଙ୍କ ଚମତ୍କାରିତା କୁ ପ୍ରଦର୍ଶନ କରିଛନ୍ତି। ତେବେ ସେ ନାଚୁ ଥିବା ଗୀତଟି ହେଉଛି ତୁ ଯା ଯା ଯା ତୋତେ କିଏ ପଚାରେ, ତୁ ଗଲାପରେ ମୋତେ ମିଳିବେ ହଜାରେ।

ଏହି ଗୀତଟି ଯେତେ ସୁପରହିଟ ଅଟେ ଏହି ଗୀତରେ ମହିଳା ଙ୍କ ନାଚ ମଧ୍ୟ ସେହିପରି ହିଟ୍ ଅଟେ। ବେଶ୍ ଭିନ୍ନ ଅନ୍ଦାଜ ରେ ମହିଳା ଜଣଙ୍କ ନୃତ୍ୟ ଦେଖାଉ ଥିବା ବେଳେ ଏହାକୁ ଦେଖି ବିଚାରକ ମାନେ ବେଶ୍ ପ୍ରଶଂସା କରିଛନ୍ତି। ଆପଣ ବି ଏହି ନୃତ୍ୟକୁ ଦେଖିଲେ ନିଶ୍ଚିତ ଖୁସି ହେବେ ଏବଂ ପ୍ରଶଂସା ବି କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment