ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବର୍ତ୍ତମାନ ଓଡ଼ିଆ ସିନେମା ଜଗତ କୁ ଏକ ଖୁସି ର ଖବର ଆସିଛି, ଆମର ପ୍ରିୟ ଅଭିନେତ୍ରୀ ତଥା ଓଲିଉଡ ତୁଳସୀ ବା ସିଟିଏଲ କୁଇନ ଭାବରେ ଘରେ ଘରେ ପରିଚିତ ଶ୍ୱେତଲିନା ଙ୍କୁ ଜଣେଇଛନ୍ତି। ତେବେ ସୂଚନା ଅନୁସାରେ ଅଭିନେତ୍ରୀ ଶ୍ୱେତଲୀନା ବା ତୁଳସୀ ଙ୍କ ର ବିବାହ ଖୁବ ଶୀଘ୍ର ହେବା କୁ ଯାଉଛି ,ତେବେ ଏ ମଧ୍ୟରେ ତାଙ୍କର ନିର୍ବନ୍ଧ ସରି ବର୍ତ୍ତମାନ କନିଆ ଖିଆ ମଧ୍ୟ ସାରିଲାଣି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତୁଳସୀ ବା ଶ୍ୱେତଲିନା ଙ୍କ ର କନିଆ ଖିଆ ର ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ।
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଶ୍ୱେତଲିନା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ, ସେ ଓଡିଉଡ଼ ର ସିରିଏଲ କୁଇନ ତଥା ତୁଳସୀ ଭାବରେ ବେଶ ପରିଚିତ। ନିଜର ଚୁଲବୁଲି ଚେହେରା ଓ ଦମଦାର ଅଭିନୟ କୁ ନେଇ ବହୁତ କମ ଦିନରେ ବେଶ ଚର୍ଚ୍ଚାର ରେ ରହିଥିଲା। ତେବେ ଶ୍ୱେତଲିନା ତାଙ୍କର କଳା ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ , ସେ ଜଣେ ଲୋକପ୍ରିୟ କଳାକାର ମଧ୍ୟ ଅଟନ୍ତି ଯାହା ଙ୍କର ଅଭିନୟ ଦେଖିବା ଲାଗି ଲୋକେ ଆଜି ବି ଇଚ୍ଛା କରନ୍ତି।
ତେବେ କିଛି ଦିନ ତଳେ ସେ ତାଙ୍କର ଜୀବନ ସାଥି ଙ୍କୁ ଚୟନ କରିଥିଲେ ଆଉ ତାଙ୍କ ସହ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇ ସାରିଛି ଯାହାର ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ଭାଇରାଲ ହୋଇଥିଲା। ତେବେ ବର୍ତ୍ତମାନ ତାଙ୍କର ବିବାହ ପୂର୍ବରୁ କନିଆ ଖିଆ ର ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ଯେଉଁ ଥିରେ ଆପଣ ଦେଖିବା କୁ ପାଇବେ କି ଶ୍ୱେତଲିନା ଏକ ଗୋଲାପୀ ଶାଢ଼ୀ ପିନ୍ଧି ସାଜେ ହୋଇ ବସିଛନ୍ତି ଆଉ ତାଙ୍କର ପରିବାର ଲୋକେ ତାଙ୍କୁ ତାଙ୍କ ପସନ୍ଦ ର ସବୁ ଖାଇବା ଖୁଆଇ ଦେଉଛନ୍ତି।ତେବେ ଆପଣ ଙ୍କ ର ପ୍ରିୟ ଶ୍ୱେତଲିନା ବା ତୁଳସୀ ଙ୍କ ର ଏହି ଭିଡ଼ିଓ ଟିକୁ ମଧ୍ୟ ଆପଣ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।