ହଠାତ ସିଲିଣ୍ଡର ତଳୁ ବାହାରିଲା ଖତରନାକ କୋବ୍ରା ( Dangerous Cobra )… ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଙ୍କ ଭିଡ..

ବନ୍ଧୁଗଣ ଆସନ୍ତୁ ଏକ ନାଗ ସାପ ଉଦ୍ଧାର ର ଭୟଙ୍କର ଦୃଶ୍ୟ ଦେଖିବା। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏଠାରେ ସାପଟିର ଏକ ଭୟଙ୍କର ଦୃଶ୍ୟକୁ ଦେଖିବାକୁ ମିଳିଛି। ଏଠାରେ ସାପଟି ଏକ ମୂଷା କୁ ଗିଳି ଦେଇଥିବା ବେଳେ ଉଦ୍ଧାର ସମୟରେ ସେ ଏହାକୁ ପାଟିରୁ ବାହାର କରି ଦେଉ ଥିବାର ଦେଖିବାକୁ ମିଳିଛି।ଏହା ଏମିତି ଏକ ସାପ ଉଦ୍ଧାର ର ଦୃଶ୍ୟ ଯାହାକୁ ଦେଖିବାକୁ ଅନେକ ଲୋକ ସେଠାରେ ଉପସ୍ଥିତ ଥିବା ଆପଣ ଦେଖିବାକୁ ପାଇବେ। ତେବେ ନାଗ ସାପ କେତେ ଭୟାନକ ଏବଂ ବିଷଧର ଅଟେ ତାହା ତ ଆପଣ ଜାଣିଥିବେ।ବିଷଧର ସାପ ଯେଉଁମାନେ ଦଂଶନ କରିବା ମାତ୍ରେ ଜୀବନ ଚାଲି ଯାଇଥାଏ ସେହି ସାପ ମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ ଅଟେ।

ଭଗବାନ ଏହି ନାଗ ସାପ ଦେହରେ ଏପରି ବିଷ ଦେଇଛନ୍ତି ଯେ ଯିଏ କାମୁଡିବା ମାତ୍ରେ ମଣିଷର ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ ହୋଇଥାଏ ଯଦି ଉଚିତ୍ ସମୟରେ ଚିକିତ୍ସା ହୋଇ ନପାରେ। ତେବେ ସାପ ଦଂଶନରେ କେତେ ସଂଖ୍ୟାରେ ଲୋକଙ୍କ ଜୀବନ ଯାଉଛି ତାହା ତ ଆପଣ ଜାଣି ପାରୁଥିବେ। ତେଣୁ ଏଥିପ୍ରତି ସଚେତନ ରହିବା ଏବଂ ସାପ କାମୁଡ଼ିଲେ ଝାଡା ଫୁଙ୍କା ନକରି ଯଥାଶୀଘ୍ର ହସ୍ପିଟାଲ୍ ଯାଇ ଚିକିତ୍ସିତ ହେବା ଦରକାର। ତେବେ ଏହିଭଳି ଭାବରେ ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ମଧ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ।

ଏହାଛଡା ସାପ କେତେବେଳେ କାହା ଘର ଭିତରେ ପ୍ରବେଶ କରିବ ତାହା କହିହେବ ନାହିଁ। ଏହାଛଡା ସାପ କେତେବେଳେ କାହାକୁ ଦଂଶନ କରିବ ତାହା ମଧ୍ୟ କହିହେବ ନାହିଁ। ଏହା ଏମିତି ଏକ ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ। ତେବେ ସାପ କୁ ନେଇ ଏବଂ ସାପ ଉଦ୍ଧାରକୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସେହିପରି ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ।

କାରଣ ଏଠାରେ ଏକ ଭୟଙ୍କର ବିଷଧର ନାଗ ସାପ ରେସ୍କ୍ୟୁ ର ଭିଡିଓ ରହିଛି।କିପରି ଭାବରେ ବିପଦପୂର୍ଣ୍ଣ ସ୍ଥିତିକୁ ବି ସାହସର ସହିତ ସାମ୍ନା କରି ଏହି ସାପ ଟିକୁ ସାପ ଧରାଳିଙ୍କ ଦ୍ଵାରା ଉଦ୍ଧାର କରା ଯାଉଛି ତାହା ଥରେ ଦେଖନ୍ତୁ।ଏଠାରେ ଏହି ସାପଟି ଏକ ଘର ଭିତରେ ଥିବା ଏକ ଷ୍ଟୋର ରୁମ ଭିତରକୁ ପ୍ରବେଶ କରିଥିଲା। ଏହାକୁ ଦେଖି ସାପ ଧରାଳି ଙ୍କୁ ଜଣାଇବା ପରେ ସାପ ଧରାଳି ଜଣଙ୍କ ଏହି ନାଗସାପ ଟିକୁ ଉଦ୍ଧାର କରି ନେଇ ଯାଇଥିଲେ। ଏହାଛଡା ଲୋକ ମାନଙ୍କୁ ସାପ ଦଂଶନ ଏବଂ ଏହାପରେ ହେଉଥିବା ଚିକିତ୍ସା ସମ୍ବନ୍ଧିତ ଅନେକ କଥା ବୁଝାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment