ପୁଣି ଅସୀମା ପଣ୍ଡା ( Asima Panda ) ଦେଖାଇଲେ ଜଲୱା ଗାଇଲେ ଏମିତି ଗୀତ ” This is Maya re Baya “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସୋସିଆଲ ମିଡିଆରେ ଅନେକ ସମୟରେ ମ୍ୟୁଜିକ କୁ ନେଇକି ମଧ୍ୟ ଅନେକ କଥା ଶୁଣିବାକୁ ମିଳିଥାଏ | ତେବେ ବର୍ତ୍ତମାନ ସେହି ଭଳି ଏକ ସଂଗୀତ ସମସ୍ତଙ୍କୁ ପାଗଳ କରେଇଛି ତାହା ହେଉଛି “ମାୟାରେ ବାୟା ” ସଂଗୀତ ଟି | ଆଉ ଯାହାର ସ୍ୱର ଦେଇଛନ୍ତି ଓଡ଼ିଶାର ଘରେ ଘରେ ସମସ୍ତଙ୍କର ହୃଦୟରେ ରାଜ କରୁଥିବା ସେହି ଜଣା ଶୁଣା ସ୍ୱର, ଯାହାକୁ ଆମ ଓଡିଶା ବାସୀ ପସନ୍ଦ କରିଥାନ୍ତି ସେ ହେଉଛନ୍ତି ଅସୀମା ପଣ୍ଡା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ସଂଗୀତ ଉପରେ ଟିକିଏ ନଜର ପକାଇବା |

ତେବେ କୁହାଯାଏ ସଂଗୀତ ରେ ରହିଥାଏ ଯାଦୁ, ଆଉ ସେହି ସଂଗୀତ ଯଦି ମନୋଲାଖି ଟିକେ ହୋଇଥିବ ତାହେଲେ ତାହା ଦର୍ଶକ ମାନଙ୍କ ହୃଦୟକୁ ମଧ୍ୟ ଆକୃଷ୍ଟ କରେଇଥାଏ | ତେବେ ସେହି ଭଳି ଏକ ଭିଡିଓ ଟି ଦେଖିବାକୁ ମିଳିଛି ଆଉ ଯେଉଁଠି ଅସୀମା ପଣ୍ଡା ତାଙ୍କର ସୁ ମଧୁର କଣ୍ଠ ରେ ଗାଇବାକୁ ଲାଗିଛନ୍ତି ଗୀତ | ଆଉ ଯାହା ସମସ୍ତଙ୍କ ହୃଦୟରେ ଗୋଟିଏ ସ୍ୱତନ୍ତ୍ର ଘର କରିଛି ଓ ସମସ୍ତଙ୍କର ହୃଦୟକୁ ମଧ୍ୟ ଛୁଇଁଛି | ତେବେ ଅସୀମା ପଣ୍ଡା ଙ୍କ ଦ୍ୱାରା ଅନେକ ଗୀତ ଶୁଣିବାକୁ ମିଳିଛି | ତେବେ ସେମାନଙ୍କ ମଧ୍ୟରୁ “ମାୟା ରେ ବାୟା ” ସଂଗୀତ ଟି ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଛି, ଆଉ ସମସ୍ତଙ୍କର ମନକୁ ମଧ୍ୟ ଛୁଇଁଛି ବୋଲି କୁହାଯାଉଛି |

ତେବେ ଆପଣ ମାନେ ଜାଣିଥିବେ କି ଅସୀମା ପଣ୍ଡା ଙ୍କ ଅନେକ ଗୀତ ଆମ ଓଡ଼ିଆ ମାନଙ୍କର ହୃଦୟରେ ରାଜ କରିଛି | ଆଉ ଯାହାର ଯାଦୁ ସମସ୍ତଙ୍କର ମନରେ ଘର କରିଛି | ତେବେ ଅସୀମା ପଣ୍ଡା ଜଣେ ଜଣା ଶୁଣା କଣ୍ଠ ଶିଳ୍ପୀ, ଆଉ ତାଙ୍କର ସ୍ୱରରେ ଗୋଟିଏ ଏଭଳି ଯାଦୁ ରହିଛି ଯାହା ସମସ୍ତଙ୍କର ହୃଦୟରେ ସ୍ୱତନ୍ତ୍ର ଘର ବନେଇ ପାରିଛି | ତେବେ ଅସୀମା ପଣ୍ଡା ଙ୍କ ସବୁ ଗୀତ ମଧ୍ୟରୁ ଏହି ଗୀତ ଟି ମଧ୍ୟ ସେମିତି ହିଟ କରା ହୋଇଛି | ଆଉ ଯାହା ସମସ୍ତଙ୍କର ମନକୁ ଛୁଇଁଛି | ତେବେ ଆଜି କାଲି ଯାହା ମୁହଁରୁ ଶୁଣିବୁ ସେହି ଗୋଟିଏ କଥା ମାୟାରେ ବାୟା ଗୀତ ଟି |

ତେବେ ଏହି ଗୀତ ଟିରେ ଲିରିକ୍ସ ରେ ଡକ୍ଟର ନିର୍ମଳ ନାୟକ ଅଛନ୍ତି ବୋଲି କୁହାଯାଉଛି | ଆଉ ଯେଉଁଥିରେ ସୁନ୍ଦର ଭାବରେ ସଂଗୀତ ଦେଇଛନ୍ତି ଅସୀମା ପଣ୍ଡା | ଆଉ ଯାହା ଏତେ ଭଲ ହୋଇଛି କି ତାହା ସମସ୍ତଙ୍କ ମନକୁ ଛୁଇଁଛି ବୋଲି କୁହାଯାଉଛି | ଆଉ ଯେଉଁ ଗୀତ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment