NAACH ODISHA ଶୋ ରେ Grand Finale ରେ କମାଲ ୱାଲା ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପରିଵନେନି…

ବନ୍ଧୁଗଣ ନିକଟରେ ସରିଛି ଓଡ଼ିଶାର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରିଏଲିଟି ଶୋ ନାଚ ଓଡ଼ିଶାର ଗ୍ରାଣ୍ଡ ଫାଇନାଲ ରାଉଣ୍ଡ। ଦୀର୍ଘ ଦିନର ଅପେକ୍ଷା ପରେ ଅଗଣିତ ଦର୍ଶକ ଏହି ସୁନ୍ଦର୍ କାର୍ଯ୍ୟକ୍ରମ ର ଗ୍ରାଣ୍ଡ ଫାଇନାଲ ରାଉଣ୍ଡ କୁ ଦେଖିବାକୁ ସୁଯୋଗ ପାଇଛନ୍ତି ଏବଂ ବହୁତ୍ ଖୁସି ବି ଅଛନ୍ତି। ତେବେ ଏହି ଶୋ କେତେ ନିଆରା ଅନୁଭୁତି ଦେଇଛି ସବୁ ମାଆ ମାନଙ୍କୁ ତାହା କହିଲେ ନସରେ। ଅନେକ ଜଣ ଅନେକ କିଛି ଅନୁଭୂତି ଏବଂ ଟିପ୍ସ ନିଶ୍ଚିତ ଭାବରେ ପାଇଛନ୍ତି ଏବଂ ସମସ୍ତ ଦର୍ଶକଙ୍କୁ ବହୁତ୍ ସାରା ସୁନ୍ଦର୍ ସୁନ୍ଦର୍ ପ୍ରଦର୍ଶନ ସବୁ ଦେଖାଇଛନ୍ତି।

ଆଉ ଏହି ଶୋ ରେ ସବୁଠାରୁ ଅଗ୍ରଣୀ ଭୂମିକା ଲିଭାଇ ଅଛନ୍ତି ଜ୍ଞାନି ଗୁଣୀ ବିଚାରକ ମାନେ।ଏହି ଦାୟିତ୍ଵ ନିଶ୍ଚିତ ଭାବରେ ଏକ ଗୁରୁ ଦାୟିତ୍ୱ ଥିଲା କିନ୍ତୁ ଏହାକୁ ବେଶ୍ ସୁନ୍ଦର୍ ଭାବରେ ସୂଚାରୁ ରୂପରେ ଲିଭାଇ ଅଛନ୍ତି ଏହି ବିଚାରକ ମାନେ। ତେବେ ଗ୍ରାଣ୍ଡ ଫାଇନାଲ ରାଉଣ୍ଡ ରେ ବିଚାରକ ଭାବରେ ରହିଥିଲେ ଡାନ୍ସ ମାଷ୍ଟର ଶାଶ୍ଵତ ଯୋଶୀ, ଲୋକପ୍ରିୟ ଅଭିନେତ୍ରୀ ପୁନମ୍, ସୂର୍ଯ୍ୟମୟୀ ଏବଂ ଶୀତଲ। ସେମାନେ ଏହି ଫିନାଲେ କୁ ବେଶ୍ ଉତ୍ସାହର ସହିତ ଉପଭୋଗ କରିଛନ୍ତି। ଆଉ ପ୍ରତିଯୋଗୀ ମାନେ ତାଙ୍କର ଆକର୍ଷଣୀୟ ଡାନ୍ସ, ତାଙ୍କର ଜବରଦସ୍ତ କଳା କୁ ଦେଖାଇ ସମସ୍ତଙ୍କ ମନ କିଣି ନେଇଛନ୍ତି।

ତେବେ ଏହି ମହିଳା ମାନେ ଯେଉଁମାନେ ଏହି ଶୋ ରେ ତାଙ୍କର ଡାନ୍ସର ପ୍ରତିଭା ଦେଖାଇ ସମସ୍ତଙ୍କୁ ମନୋରଂଜନ କରାଉଛନ୍ତି ସେମାନଙ୍କୁ ଏହିଭଳି ଏକ ସୁନ୍ଦର୍ ସୁଯୋଗ ଦେଇଛି ନମିତା ଅଗ୍ରୱାଲ ଏବଂ ସୀତାରାମ ଅଗ୍ରୱାଲଙ୍କ ଦ୍ଵାରା ନିର୍ମିତ ସିଦ୍ଧାର୍ଥ ଟିଭି। ଯାହା ଦର୍ଶକଙ୍କୁ ବହୁତ୍ ସାରା ମନୋରଂଜନ ପାଇଁ ସୁଯୋଗ ଦେଇ ଆସିଛି। ତେବେ ଏହି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଏହି ରିଏଲିଟି ଶୋ, ନାଚ୍ ଓଡ଼ିଶା ତାର ଅଡିଶନ ରାଉଣ୍ଡ ରୁ ଟାଲେଣ୍ଟ ଥିବା ମହିଳା ମାନଙ୍କର ଜବରଦସ୍ତ ଡାନ୍ସ ପ୍ରଦର୍ଶନ ଦର୍ଶକ ମାନଙ୍କୁ ଦେଖାଇ ଆସୁଛି। ଆଉ ଏହି କାର୍ଯ୍ୟକ୍ରମ, ଡାନ୍ସ ର ରିଏଲିଟି ଶୋ ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।

ଏହି ଶୋ ରେ ନିଜର ପ୍ରତିଭାକୁ ଦେଖାଇ ଆଗକୁ ଯିବାକୁ ଚାହୁଁଥିବା ଆଶାୟୀ ବା ପ୍ରତିଯୋଗୀ ମାଆ ମାନଙ୍କ ପାଇଁ ଏହି ମଞ୍ଚ ଡାନ୍ସ ର ଏକ ସୁନ୍ଦର୍ ସୁଯୋଗ ସୃଷ୍ଟି କରିଥିଲା। ସେଥିପାଇଁ ଏହି ଡାନ୍ସ ର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉଥିଲେ। ଆଉ ଅଡିଶୋନ ରାଉଣ୍ଡ ରୁ ଅନେକ ପ୍ରତିଯୋଗୀ ତାଙ୍କର ପ୍ରଦର୍ଶନ ଦେଖାଇ ସେ। ସେମାନଙ୍କ ଭିତରୁ କିଛି ଟପ୍ ପ୍ରତିଯୋଗୀ ଫାଇନାଲ ରାଉଣ୍ଡରେ ପହଞ୍ଚିଥିଲେ। ଆଉ ଏଠାରେ ଏହି ରାଉଣ୍ଡରେ ମଧ୍ୟ ସେମାନେ କିପରି ଆକର୍ଷଣୀୟ ଭାବରେ ଏବଂ ଆକର୍ଷିତ କଲାଭଳି ଗେଟ୍ ଅପ୍ ରେ ଡାନ୍ସ କରି ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment