ପୁଣି ସାରା ଓଡ଼ିଶାରେ ଚହଳ ସୃଷ୍ଟି କଲା ଏହି ଗୀତ ” ଧନ୍ୟ ତୁମେ ଶାଳି ଭାଉଜ ” ଏମିତି ଗୀତ ଗାଇଲେ ଶଙ୍କର ଓମ ଶରଣ….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବିଶେଷ କରିକି ଶଙ୍କର ଓମ ଶରଣ ଙ୍କର କଥା କୁ ଜାଣିଥିବେ ଆପଣ ମାନେ | ତେବେ ନିଜର ବ୍ୟଙ୍ଗାତ୍ମକ କବିତା ଲେଖି ସୋସିଆଲ ମିଡିଆରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ସେ | ତେବେ ପୂର୍ବରୁ ସେ ବିଭିନ୍ନ ଜିଲ୍ଲା ର ଝିଅ ମାନଙ୍କର ବିଷୟରେ ଲେଖିକି ବିବାଦ ର ଶିକାର ମଧ୍ୟ ହୋଇଥିଲେ ବୋଲି କୁହାଯାଉଥିବା ବେଳେ, ବର୍ତ୍ତମାନ ତାଙ୍କର ଆଉ ଏକ ଭିଡିଓ ଟେ ପ୍ରକାଶ ପାଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଶଙ୍କର ଓମ ଶରଣ ତାଙ୍କର ଏକ ଗୀତ ପ୍ରକାଶ କରିଛନ୍ତି, ଆଉ ଯେଉଁ ଗୀତ ଟି ଶାଳୀ ଭାଉଜ ଙ୍କ ବିଷୟରେ ପ୍ରକାଶ କରାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଶଙ୍କର ଓମ ଶରଣ ଙ୍କ ଆଗରୁ ଆଉ ଏବେ ସବୁ ଗୀତ ଟି ଚରିତ୍ର କୁ ନେଇକି ହୋଇଛି ବୋଲି କୁହାଯାଉଛି | ତେବେ ଏଠାରେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ମଧ୍ୟ ଜଣଙ୍କ ବିଷୟରେ କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଶାଳୀ ଭାଉଜ ଅର୍ଥାତ ମହିଳା ଜଣକ ସରପଞ୍ଚ ହେବା ପରେ ତାଙ୍କର ପ୍ରତିକ୍ରିୟା ଗୁଡିକୁ ପ୍ରକାଶ କରିଛନ୍ତି ସେ ବିଷୟରେ କୁହାଯାଇଛି | ସରପଞ୍ଚ ପଦରେ ରହିଲା ପରେ କେଉଁ କେଉଁ ସବୁ ଦୁର୍ନୀତି କରିଛନ୍ତି ସେ ସବୁ ବିଷୟରେ ପ୍ରକାଶ କରିକି କହିଛନ୍ତି |

ତେବେ ଏଠାରେ ଯାହା କୁହାଯାଉଛି କି ଶଙ୍କର ଓମ ଶରଣ ସେହି ସରପଞ୍ଚ ଙ୍କ ବିଷୟରେ ପ୍ରକାଶ କରିକି କହିଛନ୍ତି କି ସରପଞ୍ଚ ହେବା ପୂର୍ବରୁ ତାଙ୍କର ଗୋଟିଏ ଛୋଟ କୁଡ଼ିଆ ଘର ଟେ ଥିଲା, କିନ୍ତୁ ସରପଞ୍ଚ ହେବା ପରେ କଣ ଏମିତି ତାଙ୍କ ସହିତ ହେଇଗଲା କି ବଡ଼ କୋଠା ସାଙ୍ଗକୁ ଦାମୀ କାର ମଧ୍ୟ ବ୍ୟବହାର କରିଲେ ମାଗିଲା ଜଣଙ୍କ | ତେବେ ସେ ଗୀତ ମାଧ୍ୟମରେ ପ୍ରକାଶ କରିକି କହିଛନ୍ତି କି କରୋନା ମହାମାରୀ ଠୁ ଆରମ୍ଭ କରିକି ଗାଁ ରେ ଦିଆ ଯାଉଥିବା ରାସନ ରେ ଚାଉଳ ଓ ଚିନି ସବୁ ଉପରେ ଲାଭ ରଖି ମାଲାମାଲ ହେଉଛନ୍ତି ସରକାରୀ କର୍ମଚାରୀ ଭାବରେ ଥିବା ସରପଞ୍ଚ ଜଣଙ୍କ |

ତେବେ ତାହା ବ୍ୟତୀତ ମହିଳା ସରପଞ୍ଚ ଙ୍କ ବିଷୟରେ କହିବାକୁ ଯାଇକି କହିଛନ୍ତି କି ଗ୍ରାମରେ ଲାଲୀ ଗୁଡ଼ି ପକାଇ ରାସ୍ତା କରିବା ନାଁ ରେ ଭଣ୍ଡେଇ ଚାଲିଛନ୍ତି ଲୋକ ମାନଙ୍କୁ | ତେବେ ଆଗରୁ ଯିଏ ଶୁଖୁଆ ପଖାଳ ଖାଉଥିଲା ସରପଞ୍ଚ ହେଇ ରହିଲା ପରେ 5 ବର୍ଷ ଲୋକ ମାନଙ୍କ ଉପରେ ଖାଇବାକୁ ଲାଗୁଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment