ହୁମା ମନ୍ଦିର ( Huma Temple ) ମାଛ କାଟି ପଥର ହେବା ଘଟଣା ବଡ ରହସ୍ୟ ଦେଖନ୍ତୁ…

ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଓଡିଶା ରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ମନ୍ଦିର ମାନ ରହିଛି | ଆଉ ବିଭିନ୍ନ ପ୍ରକାରର ତୀର୍ଥ ସ୍ଥାନ ଓ ଦର୍ଶନୀୟ ସ୍ଥାନ ମଧ୍ୟ ରହୁଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆମେ ମାନେ ଜାଣିଛୁ କି ପ୍ରତେକ ମନ୍ଦିରର ଗୋଟିଏ ଗୋଟିଏ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି | ଆଉ ସେହି ମନ୍ଦିର ଗୁଡିକ ର ରହସ୍ୟ ବିଷୟରର ନାନା ମୁନି ନାନା ପ୍ରକାରର ମତ ଦେଇଥାନ୍ତି | ତେବେ ସେହି ଭଳି ହୁମା ମନ୍ଦିରର ମଧ୍ୟ ଅନେକ ପ୍ରକାରର ବିଶେଷତ୍ୱ ରହିଛି | ତାହେଲେ ଆସନ୍ତି ଦର୍ଶକ ବନ୍ଧୁ ହୁମା ମନ୍ଦିରର ରହସ୍ୟ ବିଷୟରେ ଆସନ୍ତୁ ଆଲୋଚନା କରିବା |

ତେବେ କୁହାଯାଉଛି ଯେ ହୁମା ମନ୍ଦିର ପ୍ରସ୍ତୁତ ହେବା ପୂର୍ବରୁ ଗୋଟିଏ ରହସ୍ୟ ରହିଥିଲା |ଆଉ ଯେଉଁଠି କୁହାଯାଉଛି କି ପ୍ରଥମେ ଗୋଟିଏ ଗାଈ ଜଗୁଆଳି ଗାଈ କୁ ଚୋରାଇବା ପାଇଁ ନେଇ ଯାଉଥିଲା ଜଙ୍ଗଲ କୁ | ଆଉ ସେହି ଠାରେ ଚରିବା ପରେ ଗାଈ ଟି ଘରକୁ ଫେରି ଆସୁଥିଲା |ତେବେ ଅସୁବା ପରେ ତାହାର ମାଲିକ ଗାଈ ଟି ଯେତେ ପରିମାଣରେ କ୍ଷୀର ଦେବା କଥା ସେହି କ୍ଷୀର ର ପରିମାଣ କମିବାକୁ ଲାଗିଥିଲା | ଆଉ ଯାହା ଫଳରେ ଗାଈଟି ର କ୍ଷୀର କେଉଁଠିକୁ ଯାଉଛି ତାହାକୁ ଦେଖିବା ପାଇଁ ଗାଈ ପଛରେ ମାଲିକ ଟି ଯିବାକୁ ଲାଗିଥିଲା | ଆଉ ଗାଈ ଟିର ଲାଞ୍ଜ କୁ ଧରିକି ଯିବା ପରେ ଲୋକ ଟି ଯିବା ପରେ ଦେଖିବାକୁ ପାଇଥିଲା କି ମହା ଦେବ ଙ୍କ ଲିଙ୍ଗ ଉପରେ ଗାଈ ତୋ ଛିଡା ହୋଇଛି ଓ କ୍ଷୀରରେ ଅଭିଷେକ କରାଉଛି ମହା ଦେବ ଙ୍କୁ |

ତେବେ ତାହା ପରେ ସମ୍ବଲପୁର ର ମହାରାଜା ଙ୍କୁ ସ୍ୱପ୍ନ ଦେବା ପରେ ବଳଦେବ ଏହି ମନ୍ଦିର ଟିକୁ ଗଢ଼ିଥିଲେ ବୋଲି କୁହାଯାଉଛି | ତାହା ବ୍ୟତୀତ ଆହୁରି ମଧ୍ୟ କୁହାଯାଉଛି କି ମହାନଦୀ କୂଳରେ ମନ୍ଦିର ଟିଏ ଥିବାରୁ ଓ ବନ୍ୟା ଆସିବା ଯୋଗୁ ମନ୍ଦିରଟି କୁ ବକ୍ର ଆକୃତି ର କରାଯାଇଛି ବୋଲି କୁହାଯାଉଛି | ତାହା ବ୍ୟତୀତ ଆହୁରି ମଧ୍ୟ ଏହି ମନ୍ଦିର ଟି ବାତ୍ୟା ଆସିବା ଫଳରେ ବକ୍ର ହୋଇ ଯାଇଛି ବୋଲି ମଧ୍ୟ କୁହାଯାଉଛି |

ତେବେ ଅମର ଅନେକ ଐତିହାସିକ ଜାଗା ରହିଛି | ଆଉ ଯେଉଁ ଜାଗା ଗୁଡିକର ସୃଷ୍ଟି ପଛରେ ମଧ୍ୟ କିଛି ନା କିଛି ବିଶେଷତ୍ୱ ଅଛି ବୋଲି କୁହାଯାଉଛି | ଆଉ ତାହା ବ୍ୟତୀତ ଗାଈ ବା ବାଛୁରୀ ମାନେ ପାଟି କରିଲା ବେଳେ ହୁମା ଶୁଣା ଯାଉଥିବାରୁ ଏହି ମନ୍ଦିରର ନାମ ଏମିତି ରଖାଯାଇଛି ବୋଲି କୁହାଯାଉଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment