ପୁରୁଷ ର ଦେହ ନାରୀ ର ମନ ମୋର ନାହିଁ , ମୋ ଝିଅ ମୋତେ ମନେ ପକାଏନାହିଁ… କହୁ କହୁ ଖୋଲି କହିଲେ ଅଭିନେତ୍ରୀ ତାମସା ମିଶ୍ର, ଦେଖନ୍ତୁ Video

ବନ୍ଧୁଗଣ ଯାତ୍ରା ଜଗତର ଜଣେ ଏମିତି ଅଭିନେତ୍ରୀ, ପରିଚିତ ଚେହେରାଙ୍କ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବହୁତ୍ ଭଲ ପାଆନ୍ତି।ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟର ଅଭିନେତ୍ରୀ ତାମସା ମିଶ୍ର।ସେ ତାଙ୍କ କଳା ଓ ଅଭିନୟ ପାଇଁ ବେଶ୍ ଜଣାଶୁଣା ଅଟନ୍ତି। ଆପଣ ତ ଜାଣିଛନ୍ତି ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି କିପରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ବି ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେଣୁ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି।

ଏହାଛଡା ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।ତେବେ ସେ ଯାହାବି ହେଉ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି।ସେହିପରି ଯାତ୍ରା ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଯାତ୍ରା ଅଭିନେତ୍ରୀ ତାମସା ମିଶ୍ର ଅନ୍ୟତମ।

ସେ ଅନେକ ଯାତ୍ରାରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ ଅଟନ୍ତି। ସେ ଯାତ୍ରାରେ ଅନେକ ନାଟକରେ ଅଭିନୟ କରିଛନ୍ତି।ତାଙ୍କ ଅଭିନୟ ଏତେ ଚମତ୍କାର ଯେ ସେ ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ଉପରେ ତାଙ୍କର ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି। ଅନେକ କାହାଣୀ ରେ ସୁନ୍ଦର୍ ଚରିତ୍ରରେ ମଧ୍ୟ ଆପଣ ତାଙ୍କୁ ଦେଖିବାକୁ ପାଇଥିବେ।ତେବେ ତାଙ୍କର ଅଭିନୟ ଯେମିତି ବାସ୍ତବ ସେମିତି ଜୀବନ୍ତ ଓ ଆକର୍ଷଣୀୟ ଅଟେ। ଏବେ ତାଙ୍କ ସହ ସାକ୍ଷାତକାର ର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ସେ ତାଙ୍କ ବିଷୟରେ ଏବଂ ଯାତ୍ରା ଜଗତରେ ତାଙ୍କର ଯାତ୍ରାକୁ ନେଇ କିଛି କଥା କହିଛନ୍ତି।

ସେ କିପରି ଭାବରେ ଯାତ୍ରାକୁ ଆସିଲେ ଏବଂ ତାଙ୍କର ବୈବାହିକ ଜୀବନ ଏବଂ ପିଲା ଛୁଆଙ୍କ ବିଷୟରେ ସେ କିଛି କଥା କହିଛନ୍ତି।ସେ ତାଙ୍କର ଅଭିନୟର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ବହୁତ୍ ଚମତ୍କାର ଅଭିନୟ ଦେଖାଇ ଥାଆନ୍ତି।ତାଙ୍କୁ ଅନେକ ମନଛୁଆଁ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଲିଛି ବୋଲି ସେ କହିଛନ୍ତି। ତାଙ୍କ ଝିଅ ତାଙ୍କ ବିନା ରହିଯାଏ ଆଉ ମନେ ପକାଇ ନଥାଏ ବୋଲି ସେ କହିଛନ୍ତି।ଏହାଛଡ଼ା ତାଙ୍କ ସ୍ବାମୀ ସାର୍ଥକ ଟିଭିରେ ଏଡ଼ିଟର ଥିବା ବେଲେ ତାଙ୍କ ସ୍ଵାମୀ ତାଙ୍କୁ ଏ କ୍ଷେତ୍ରରେ ବହୁତ୍ ସହଯୋଗ କରନ୍ତି ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment