ଅତି ମଜା ହେଲା କି କାଳ ! ରୂପା ( Rupa ) ଙ୍କ ଘରେ ମଜା ମସ୍ତି କରୁ କରୁ ଏମିତି ହେଲା… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ବନ୍ଧୁଗଣ ଏହି ଭିଡ଼ିଓ ଟିରେ ଦେଖିବେ କି ଆଜି ପିଣ୍ଟୁ ଓ ରୁପା ଭାଉଜ ଙ୍କ ଘରେ ଭସାଣି ପରେ ଚାଲିଛି ରଙ୍ଗ ଖେଳି ଯାହାକୁ ଦେଖିଲେ ଏପରି ଲାଗିଛି ଯେପରି ପିଣ୍ଟୁ ଭାଇ ଆମର ବିନା ହୋଲି ରେ ରଙ୍ଗ ଖେଳି କରୁଛନ୍ତି ବୋଲି। ମାତ୍ର ପରେ ନିଜେ କରିଥିବା ଫାସ ରେ ନିଜେ ପଡି ଯାଇଛନ୍ତି। ତେବେ ତାଙ୍କର ଏହି ଭାଇରାଲ ଭିଡ଼ିଓ ଟିରେ ଆପଣ ଦେଖିବା କୁ ପାଇବେ କି , ପିଣ୍ଟୁ ଭାଇ ପ୍ରଥମେ ରଙ୍ଗ ଆଣି ସମସ୍ତ ଙ୍କ ମୁଁହ ରେ ଲଗାଉଛନ୍ତି ।ଆଉ ସେ ଛୋଟ ପିଲା ଠାରୁ ଆରମ୍ଭ କରି ରୁପା ଭାଉଜ , ରାନୁ କାହାକୁ ବି ଛାଡୁ ନାହାନ୍ତି।

ତେବେ ଏହି ଭିତରେ କିନ୍ତୁ ପିଣ୍ଟୁ ଭାଇ ଙ୍କ ଭଣଜା ଖୁବ ମଜାମସ୍ତି କରୁଛନ୍ତି ଆଉ ସବୁ ଅଜା ଆଇ ଙ୍କୁ ଏହିପରି ଭାବରେ ଗୋଡେଇ ପଡେଇ ରଙ୍ଗ ଲଗାଉଛନ୍ତି ତାହା ଦେଖିଲେ ଆପଣ ହସି ହସି ଗଡି ଯିବେ। ତେବେ ଏହା ଭିତରେ ଆମ ଖୁସି ମା ପୁରା ଭଲ ପିଲା ଭାବରେ ଆସିଛନ୍ତି ଆଉ ହାତ ରେ ରଙ୍ଗ ଆଣି ଜେଜେ ମାନଙ୍କ ମୁଁହ ରେ ବୋଳି ଦେଇଛନ୍ତି। ତେବେ କିନ୍ତୁ ବର୍ତ୍ତମାନ ପିଣ୍ଟୁ ଭାଇ ଙ୍କ ଉପରେ ସବୁ ପୁରା ରାଗିକି ଅଛନ୍ତି ଆଉ ତାଙ୍କ ଜାଲରେ ତାଙ୍କୁ ପକେଇ ଏହିପରି ରଙ୍ଗ ଲଗାଇଛନ୍ତି ଦେଖିଲେ ଆପଣ ଅନୁମାନ କରିପାରିବେ କଣ ହୋଇଛି ପିଣ୍ଟୁ ଭାଇ ଙ୍କ ଅବସ୍ଥା। ତେବେ ଏହିଭଳି ଭାବରେ ରଙ୍ଗ ର ହୋଲି ରେ ବେଶ ମଜାମସ୍ତି କରିଛନ୍ତି ଏହି ଯୋଡ଼ି ଏବଂ ତାଙ୍କର ଭିଡ଼ିଓ ଟି ମଧ୍ୟ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment