ଭାଇରାଲ ବୟ Santunu & Ankita ପୁଣି ଗାଇଲେ ଏମିତି ଗୀତ ” Ta Galara KalaJai “… ମାତ୍ର 4 ଘଣ୍ଟାରେ 1215k ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ସୁନ୍ଦର୍ ମନଛୁଆଁ ଗୀତ।ଏହି ଗୀତର ଅରଜିନାଲ୍ ଭର୍ସନ ଆପଣ ନିଶ୍ଚିତ ଶୁଣିଥିବେ। କାରଣ ଏହା ଏକ ଜବରଦସ୍ତ ଓଡ଼ିଆ ଆଲବମ ଗୀତ। ଯାହାକୁ ଗାଇଥିଲେ ଲୋକପ୍ରିୟ ଗାୟକ ଓ ଗାୟିକା ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡା। ଆଉ ଏବେ ଏହି ଗୀତର ଜୁନିଅର ଭର୍ସନ ଆପଣ ଶୁଣିବାକୁ ପାଇବେ। ଯାହା ବେଶ୍ ମନଛୁଆଁ ହୋଇଛି।ଏହି ଗୀତଟି ହେଉଛି ତୋ ଗାଲର କଳାଯାଇ। ଏହାକୁ ଗାଇଛନ୍ତି ଭାଇରାଲ ବୟ ଶାନ୍ତନୁ ଏଵଂ ଅଙ୍କିତା।ଏତେ ସୁନ୍ଦର ଭାବରେ ସେମାନେ ଏହାକୁ ଗାଇଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ନିଶ୍ଚିତ ଖୁସି ହେବେ। ତେବେ ଆପଣ ଜାଣିଛନ୍ତି ଏବେ ଏହି ଗୁଡ଼ିକର କିପରି ଚାହିଦା ରହିଛି।

ଏଥିପାଇଁ ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଇଣ୍ଡଷ୍ଟ୍ରି ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ଯୁବ ଆର୍ଟିଷ୍ଟ ମାନେ। ତେବେ ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଶୁଣି ଆପଣ ନିଶ୍ଚିତ ଖୁସି ହେବେ।

ତେବେ ଏହି ଗୀତଟି ହେଉଛି ଶାନ୍ତନୁ ଏବଂ ଅଙ୍କିତାଙ୍କ ଜୁନିଅର ଭର୍ସନ। ଏହାର ସିନିଅର ଭର୍ସନ ଗୀତଟି ବେଶ୍ ହିଟ ହୋଇ ସାରିଛି।ଏହି ଗୀତର ଏକ ଭିନ୍ନ ଆକର୍ଷଣ ରହିଛି। ଏଠାରେ କୁନି ବାଳକ ଶାନ୍ତନୁ ଏବଂ ଏକ କୁନି ଝିଅ ଅଙ୍କିତା ଙ୍କ କଣ୍ଠରୁ ଆପଣ ଏହି ଗୀତ ଶୁଣିବାକୁ ପାଇବେ।ଏହି ଗୀତଟି କେତେ ଦମଦାର ତାହା ଆପଣ ଶୁଣିଲା ପରେ ଜାଣି ପାରିବେ।ବହୁତ ସୁନ୍ଦର୍ ଭାବରେ ଏହି ଗୀତକୁ ରଚନା କରାଯିବା ସହିତ ଏହାକୁ ସ୍ଵରରେ ମଧ୍ୟ ସଜା ଯାଇଛି। ଏହି ଗୀତକୁ ସୁନ୍ଦର୍ ଭାବରେ ଗାଇଛନ୍ତି ଶାନ୍ତନୁ ଏଵଂ ଅଙ୍କିତା।

ଏହି ଗୀତର ମ୍ୟୁଜିକ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ୍ତ ରଥ।ଏହି ଭାଇରାଲ ଗୀତର ରି କ୍ରିଏଟେଡ ଲିରିକ୍ସ ଦେଇଛନ୍ତି ଆର ଚିକୁ। ଆପଣ ଏହି ଗୀତଟିକୁ ଶୁଣିଲେ ନିଶ୍ଚୟ ଏହାକୁ ପସନ୍ଦ କରିବେ ଏବଂ ଖୁସି ହେବେ।ଏହି ଗୀତକୁ ଏବେ ସୁଦ୍ଧା ୧୨ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଏବଂ ସେମାନେ ତାଙ୍କର ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ବି ଦେଉଛନ୍ତି। ଶାନ୍ତନୁ ଙ୍କ ସବୁ ଗୀତ ଭଳି ଏହି ଗୀତ ମଧ୍ୟ ମନକୁ ଛୁଇଁଲା ଭଳି ହୋଇଛି ଯାହା ଆପଣ ଏହାକୁ ଶୁଣିଲେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment