ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିଲେ କି ଆଜି କାଲି ଆମ ଓଲିଉଡ଼ ଇଣ୍ଡୋଷ୍ଟ୍ରି କେତେ ଆଗକୁ ଯିବାକୁ ଲାଗିଲାଣି | ଆଉ ଯେଉଁଠି ଦେଖିବାକୁ ମିଳୁଛି କି ଆଜି କାଲି ମହିଳା ମାନେ ଆଉ ଅବଳା ହେଇକି ନାହାନ୍ତି | ସେମାନେ ବିଭିନ୍ନ ପ୍ରକାରର କାମ କରି ପାରୁଛନ୍ତି |ତାହା ସହିତ ବିଭିନ୍ନ ପ୍ରକାରର ଶୋ ମାଧ୍ୟମରେ ନିଜର ପ୍ରତିଭା କୁ ପ୍ରକାଶ କରିବାକୁ ଲାଗୁଛନ୍ତି | ଆଉ ନିଜ ପାଖରେ ଥିବା କଳା କୁ ଦେଖାଇ ସମସ୍ତଙ୍କର ପ୍ରସଂଶାର ପାତ୍ର ହେବା ସହିତ ନିଜର କେରିୟର ରେ ବହୁତ ଆଗକୁ ବଢ଼ି ପାରୁଛନ୍ତି | ତେବେ ସେହି ଭଳି ଏକ ଶୋ ହେଉଛି ସମ୍ପୂର୍ଣ୍ଣ ଲକ୍ଷ୍ମୀ, ଆଉ ଯେଉଁଠି ନିଜ ଭିତରେ ଥିବା ପ୍ରତିଭା କୁ ପ୍ରକାଶ କରିଛନ୍ତି ବୁଲ ବୁଲ ପୃଷ୍ଟି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |
ଏଠାରେ ଦେଖିବାକୁ ମିଳିଛି କି ଆଜି କାଲି ମହିଳା ମାନେ ଆଉ ଦୁର୍ବଳ ହେଇକି ରହୁ ନାହାନ୍ତି |ନିଜେ ନିଜର ପ୍ରତିଭା କୁ ଦେଖାଇ ନିଜର ପରିଚୟ ନିଜେ ଗଢି ପାରୁଛନ୍ତି |ତେବେ ତାହା କେବଳ ସମ୍ଭବ ହେଇଛି ସିଦ୍ଧାର୍ଥ ଟିଭି ରେ ପ୍ରଚଳିତ ଥିଲା ସମ୍ପୂର୍ଣ୍ଣ ଲକ୍ଷ୍ମୀ ର କାର୍ଯ୍ୟକ୍ରମ ମାଧ୍ୟମରେ |ଆଉ ଯେଉଁଠି ଆମେ ଜାଣିଛୁ କି କିଛି ନୂଆ ନୂଆ ପ୍ରତିଭା ଆଉ ଟେଲେଣ୍ଟ କୁ ଖୋଜି ଆଣି ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭା କୁ ସମସ୍ତ ଙ୍କ ସାମ୍ନା ରେ ପ୍ରକାଶ କରିବାର କାମ ହେଉଛି ସିଦ୍ଧାର୍ଥ ଟିଭି ର | ଆଉ ଏଠାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମହିଳା ମାନେ ଆସି ନିଜ ଭିତରେ ଥିବା ପ୍ରତିଭା କୁ ଦେଖାଉଛନ୍ତି |
ଆଉ ଯେଉଁ ଠି ଗୃହିଣୀ ମାନଙ୍କ ପାଇଁ ଗୋଟିଏ ବଡ଼ ସୁଯୋଗ ମିଳିଛି | ଆଉ ସେହି ସୁଯୋଗ ପାଇଛନ୍ତି ବୁଲ ବୁଲ ପୃଷ୍ଟି ଆଉ ତାଙ୍କର ଚୁଲବୁଲି ଅଭିନୟ ମାଧ୍ୟମରେ ସମସ୍ତଙ୍କର ମନକୁ ଛୁଇଁ ପାରିଛନ୍ତି | ତେବେ ଆମେ ଜାଣିଛି କି ସମ୍ପୂର୍ଣ୍ଣ ଲକ୍ଷ୍ମୀ ରେ ଜୋର୍ଜ ଭାବରେ ଜିନା, ପୁପିନ୍ଦର ଓ ମଧୁମିତା ଅପା ଅଛନ୍ତି | ଆଉ ବୁଲ ବୁଲ ଏତେ ସୁନ୍ଦର ଭାବରେ ନିଜର ପ୍ରତିଭା ଓ ପ୍ରଶ୍ନ ଉତ୍ତର କୁ ସଠିକ ଭାବରେ ଦେଇଥିଲେ କି ଜୋଜେସ ମାନେ ତାଙ୍କୁ ଆଗକୁ ଜଣେ ଭଲ କଳାକାର ହିସାବ ରେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଥିଲେ |
ତେବେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ଏମିତି ଗୋଟିଏ ଶୋ ଯେଉଁଥିରେ ସେମାନେ ଅଂଶ ଗ୍ରହଣ କରି ପାରିବେ, ଆଉ ନିଜ ଭିତରେ ଥିବା ପ୍ରତିଭା କୁ ସମସ୍ତଙ୍କ ସାମ୍ନା କୁ ମଧ୍ୟ ଆଣି ପରିବେ | ତେବେ ସେହିଭଳି ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ମହା ମଞ୍ଚରେ ଧୋମାଲ କରି ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ବନାଇ ପାରିଛନ୍ତି ବୁଲବୁଲ ଭାଉଜ | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।