ବନ୍ଧୁଗଣ ଆସନ୍ତୁ ରୂପା ଏବଂ ପିଣ୍ଟୁଙ୍କ ଆଉ ଏକ ସୁନ୍ଦର୍ ବ୍ଲଗ୍ ଭିଡିଓ ଦେଖିବା। ଯାହାକୁ ଦେଖି ତାଙ୍କର ପ୍ରସଂଶକ ମାନେ ବେଶ ଖୁସି ହେଉଛନ୍ତି ଏବଂ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି। ତେବେ ଆପଣ ବି ଏହି ଭିଡିଓ ଦେଖିଲେ ନିଶ୍ଚିତ ଖୁସି ହେବେ। ଆପଣ ମାନେ ଜାଣିଛନ୍ତି ଓଡ଼ିଶାର ଏକ ଜଣାଶୁଣା ଚେହେରା ହେଉଛନ୍ତି ରୂପା ଏବଂ ପିଣ୍ଟୁ। ସେମାନେ ଅଭିନୟ ଜଗତରେ ନିଜର ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଅନେକ ଗୀତ କରୁଛନ୍ତି। ତାଙ୍କୁ ବହୁତ୍ ଜଣ ଭଲ ପାଆନ୍ତି।ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଏବେ ସେମାନେ ସମସ୍ତଙ୍କର ପ୍ରିୟର ରୂପା ଏବଂ ପିଣ୍ଟୁ ଭାବରେ ଉଭା ହେଉଛନ୍ତି।
ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ।ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ଏବେ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି। ଯାହାକୁ ଦେଖିବାକୁ ଦର୍ଶକ ବହୁତ୍ ପଶନ୍ଦ କରୁଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ। ଏହି ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି।
ଆପଣ ବି ଅନେକ ଗୁଡ଼ିଏ ଭିଡିଓ ଏହି ଚାନେଲ୍ ରେ ଦେଖିବାକୁ ପାଇଥିବେ। ସେହିପରି ଏବେ ଯେଉଁ ଭିଡିଓ ତାଙ୍କର ଆସିଛି ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଆପଣଙ୍କ ସମସ୍ତଂକ ପ୍ରିୟର ରୂପା କିପରି ମାଛ ତରକାରୀ ପ୍ରସ୍ତୁତ କରୁଛନ୍ତି। ତାଙ୍କର ଅନେକ କାର୍ଯ୍ୟ କଳାପ ଏବଂ ସୁନ୍ଦର୍ ମୁହୂର୍ତ୍ତର ଭିଡିଓ ତ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ସେହିପରି ଏହି ଭିଡିଓ ରେ ଆପଣ ରୂପା ଙ୍କ ଏପରି ରୋଷେଇ କରିବାର ଦୃଶ୍ୟକୁ ଦେଖି ନିଶ୍ଚିତ ଖୁସି ହେବେ।ରୂପା ଙ୍କ ହାତ ତିଆରି ଘର ଗଳା ମାଛ ଖାଇବା ପାଇଁ ଅନ୍ଯ ମାନେ ଯେମିତି ଉତ୍ସାହିତ ସେହିପରି ରୂପା ମଧ୍ୟ ବେଶ୍ ଖୁସି ଏହାକୁ ରାନ୍ଧିବାରେ।
ମାଛବାଲା ପାଖରୁ ମାଛ କିଣିବା ପରେ ଏହାକୁ ସୁନ୍ଦର୍ ଭାବରେ ପ୍ରସ୍ତୁତ କରି ରୂପା ଅନ୍ଯ ମାନଙ୍କୁ ଖାଇବାକୁ ଦେଉଛନ୍ତି। ଏହା ସହିତ ରୂପା ତାଙ୍କ ବାଡ଼ିରୁ ଶାଗ ଆଣି ଶାଗ ତରକାରୀ ବି ପ୍ରସ୍ତୁତ କରିଛନ୍ତି। କୁନି ଝିଅ ଖୁସି ମାଆ କେମିତି କ୍ୟୁଟ କ୍ୟୁଟ ବଦମାସୀ ସବୁ କରୁଛି ତାହା ମଧ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ। ବହୁତ୍ ମଜା ମସ୍ତିର ଦୃଶ୍ୟ ଏହି ବ୍ଲଗ୍ ଏହି ଭିଡିଓରେ ଆପଣ ମାନେ ଦେଖିବାକୁ ପାଇବେ ଯାହା ଆପଣଙ୍କୁ ଆନନ୍ଦିତ କରିବ।ଏହି ଭିଡିଓ ଦେଖିଲେ ଆପଣ ସମ୍ପୂର୍ଣ୍ଣ ଦୃଶ୍ୟକୁ ଦେଖିବାକୁ ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।