OMG ! କୁନି ତୁଣ୍ଡରେ ନମସ୍ତେ ସଦା ବତ୍ସଲେ ମାତୃଭୂମି…. ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଆପଣ ସୋସିଆଲ ମିଡିଆରେ ବହୁତ ସମୟରେ ବହୁତ ଭାଇରାଲ ଭିଡ଼ିଓ ଭାଇରାଲ ହେଉଥିବା ର ଦେଖିଥିବେ | ତେବେ ସେହି ଭାଇରାଲ ଭିଡ଼ିଓ ଦେଖି କେତେବେଳେ ଆମକୁ ଖୁସି ଲାଗି ଥାଏ ତୋ ପୁଣି ତାକୁ ଦେଖି ଆମେ ଦୁଃଖ ପ୍ରକାଶ ମଧ୍ୟ କରିଥାଉ | ତେବେ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଏମିତି ଭିଡ଼ିଓ ଭାଇରାଲ ହେଉଥିବା ଆମେ ଦେଖିଥାଉ | ତାହାଲେ ବନ୍ଧୁ ଗଣ ଏବେ ସୋସିଆଲ ମିଡିଆରେ ସେମିତି ଠିକ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଇଛି ଯାହାକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହିତ ପ୍ରଶଂସା ନ କରି ରହିପାରିବେନି | ହଁ ଆଜ୍ଞା ତାହାଲେ ଆସନ୍ତୁ ଜାଣିବା ଏବେ ଭାଇରାଲ ହେଉଥିବା ସେହି ଭିଡ଼ିଓ ବିଷୟରେ ଟିକେ ଅଧିକ ଜାଣିବା |

ତେବେ ଯାହା ଜଣା ପଡିଛି କି ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଅଧିକ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଏକ କୁନି ବାଳକ ର | ଯେଉଁ ଭିଡ଼ିଓ ଦେଖା ଯାଇଛି ଯେ ସେ ଏକ ସୁନ୍ଦର ଶ୍ଳୋକ ଗାନ କରୁଛନ୍ତି | ତେବେ ବୟସ ଛୋଟ ହେଇପାରେ ହେଲେ ସେ କରୁଥିବା କାମ ବଡ ଠାରୁ ବି କିଛି କମ ନୁହେଁ | ତେବେ ସୋସିଆଲ ମିଡିଆରେ ଏବେ ସେହି କୁନି ବାଳକ ସମସ୍ତ ଙ୍କ ର ପ୍ରଶଂସା ର ପାତ୍ର ହେଇପାରିଛନ୍ତି | ଯେଉଁ ବୟସ ରେ କୁନି ପିଲା ମାନେ ନିଜର ମା ଡାକ ଛଡା ମୁହଁରେ ଆଉ କିଛି ଉଚ୍ଚାରଣ ହୁଅନି ସେହି ବୟସ ରେ ଏମିତି ଅଦ୍ଭୁତ ଦୃଶ୍ୟ ଦେଖାଉଛନ୍ତି ଏହି ବାଳକ |

ତେବେ କୁନି ମୁହଁରେ ଏପରି ଶ୍ଳୋକ ଉଚ୍ଚାରଣ ହେଉଥିବାର ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ | ତେବେ କଥା ରେ ଅଛି ଦର୍ଶକ ବନ୍ଧୁ ବୟସ ଛୋଟ ହେଉ କି ବଡ ଯଦି ମନରେ କିଛି କରିବା ର ଇଚ୍ଛା ଶକ୍ତି ଅଛି ତାହାଲେ ଆପଣ ଯାହାଚାହିଁବେ କରିପାରିବେ | ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଠିକ ସେମିତି ଦେଖା ଯାଇଛି | ବୟସ ମାତ୍ରା 3ରୁ 4 ବର୍ଷ ହେବ ଠିକ ସେ କଥା କହି ଶିଖିନି ବାଳକ ଜଣକ ହେଲେ ଏହି ବୟସ ରେ ଏହି ବାଳକ ଜଣକ ଯାହା କରି ଦେଖାଇଛନ୍ତି ତାହା ଏକ ଅଦ୍ଭୁତ ଘଟଣା ଅଟେ |ଆଉ ଏତେ କମ ବୟସରେ ଝିଅ ଟିର ଏଭଳି ପ୍ରସଂଶା ସାଉଁଟିଛନ୍ତି ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ |

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡ଼ିଓ ରେ କୁନି ବାଳକ ଟି ଯିଏ ମାତୃ ଭୂମି ର ଭାଷା କୁ ଠିକ ଭାବରେ ବୁଝିନାହିଁ ଏ ଦୁନିଆ ବିଷୟରେ ସେ ଭଲ ଭାବରେ ଜାଣିନାହିଁ ସେ କୁନି ବାଳକ ମାତୃ ଭୂମି ସେହି ଶ୍ଳୋକ | ନମସ୍ତେ ସଦା ବାତ୍ସଲେ ମାତୃଭୂମି | ଏହି ଶ୍ଳୋକ କୁ ସେ ସୁନ୍ଦର ଭାବରେ ମୁହଁରେ ଉଚ୍ଚାରଣ କରିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଉ ନିଜର ମାତୃଭାଷା ପ୍ରତି ଥିବା ଶ୍ରଦ୍ଧା ଆଉ ଭଲ ପାଇବା ଆଗରେ ସମସ୍ତେ ହାର ମାନିବାରେ ଲାଗିଛନ୍ତି | ଆଉ ଯେଉଁଥିପାଇଁ କୁନି ପୁଅ ଟି ବେଶ ଚର୍ଚ୍ଚାରେ ରହିଛି ବୋଲି କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment