ଭୟଙ୍କର କୋବ୍ରା ହଠାତ କଲା ଦଂଶନ, ଆଉ ତା ପରେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଆପଣଙ୍କ ଜୀବନ ବି ବଞ୍ଚି ଯାଇପାରେ… ଦେଖନ୍ତୁ Video

ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଦେଖିଲେ ଆପଣ ବି ବୁଝି ପାରିବେ ଯେ ଆମକୁ କେତେ ମାତ୍ରାରେ ସଚେତନ ରହିବା ଆବଶ୍ୟକ। କାରଣ କେତେବେଳେ ବି କାହା ସହ କିଛିବି ହୋଇପାରେ। ଏହି ଘଟଣାରେ ଏକ ନାଗ ସାପ କୁକୁରକୁ ଦଂଶନ କରିବା ପରେ କୁକୁରର ଅବସ୍ଥା କିପରି ହୋଇଛି ଏବଂ ତାଙ୍କୁ ଚିକିତ୍ସା କରିବା ପାଇଁ କଣ ସବୁ କରା ଯାଉଛି ତାହା ଆପଣ ଏଠାରେ ଏହି ଭିଡିଓ ରେ ଦେଖି ପାରିବେ। ତେବେ ଆପଣ ମାନେ ଜାଣିଥିବେ ଯେ ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛନ୍ତି।

ବାସ୍ତବରେ ଆମେ ସାପକୁ ବହୁତ୍ ଭୟ କରିଥାଉ। ତେବେ ବିଷଧର ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ସେଥିପାଇଁ ତ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ସମସ୍ତଙ୍କୁ ଭୟ ଲାଗେ। କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ବଞ୍ଚିବା ବହୁତ୍ କଷ୍ଟକର ହୋଇଥାଏ ଯଦି ସଠିକ ସ ଚିକିତ୍ସା ନମିଳେ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଆପଣ ଦେଖିବାକୁ ପାଉଥିବେ।ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।

ତେଣୁ ଏହିପରି ଭାବରେ ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଭୟଙ୍କର ଦୃଶ୍ୟ ମଧ୍ଯ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ସାପ ଗୁଡ଼ିକ ପ୍ରାୟତଃ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି।ତେଣୁ ଏଥିପ୍ରତି ସଚେତନ ନରହିଲେ କିମ୍ୱା ଘରର ଚାରି ପଟକୁ ଭଲଭାବରେ ସଫା ସୁତୁରା ନରଖିଲେ ତାହା ମଣିଷ ପାଇଁ ବିପଦ ସୃଷ୍ଟି କରିବ। ଏମିତିରେ ହଠାତ୍ ସାପ ଟିକୁ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ କଥା।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ।

କାରଣ କେବଳ ଏହି ସାପ କାମୁଡ଼ାରେ ପୃଥିବୀରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଯାଇଥାଏ। ତେବେ ଏବେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ସାପକୁ ରୋକିବାକୁ ଯାଇ ଦଂଶନର ଶିକାର ହୋଇଛି ଏକ କୁକୁର।ପରେ ତାକୁ ହସ୍ପିଟାଲ୍ କୁ ନିଆ ଯାଉଛି ଏବଂ ୪ ଘଣ୍ଟାର ଚିକିତ୍ସା ପରେ ତାକୁ ଅଣା ଯାଇଛି। ଆଉ ଏହାପରେ କୁକୁର ଟି ସୁସ୍ଥ ଥିବା ଜଣା ପଡ଼ିଛି। ଟେବେ ସାପଟି କିନ୍ତୁ ବହୁତ୍ ଚେଷ୍ଟା ପରେ ବି ମିଳି ନଥିଲା। ଯାହାବି ହେଉ କୁକୁରର କୌଣସି ଖରାପ ଅବସ୍ଥା ନହେବା ତାଙ୍କ ଘର ଲୋକଙ୍କୁ ଖୁସି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment