Live ଆସି ନିଜର ଦୁଃଖ କହିଲେ ଅଭିନେତ୍ରୀ ରାଣୀ ପଣ୍ଡା… ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…

ହଁ ଦର୍ଶକ ବନ୍ଧୁ ଓଡିଶା ର ବେଶ ଜଣା ଶୁଣା ଚେହେରା,ଯାହାଙ୍କୁ ଦେଖିବା ପାଇଁ ଲୋକଙ୍କର ମନରେ ଭରି ରହିଥାଏ କେତେ ଆଶା | ତେବେ ସେ ହେଉଛନ୍ତି ଓଡିଶା ଯାତ୍ରା ଜଗତର ନାମୀ ଦାମୀ କଳାକାର ଯାହାକୁ ଲୋକେ ଓଡିଶା ର ଯାତ୍ରା ଜଗତ ର ଆଇଟମ ଗାର୍ଲ ଭାବେ ଜାଣନ୍ତି | କେବଳ ଯାତ୍ରା ନୁହେଁ ଟିଭି ସିରିଏଲ ଠୁ ଆରମ୍ଭ କରି ଚଳଚ୍ଚିତ୍ର ପର୍ଯ୍ୟନ୍ତ ସେ ତାଙ୍କର ଅଭିନୟ ମାଧ୍ୟାମ ରେ ଲୋକମାଙ୍କ ମନରେ ରହିଆସିଛନ୍ତି | ତାହାଲେ ଦର୍ଶକ ବନ୍ଧୁ ସେ ହେଉଛନ୍ତି ରାଣୀ ପଣ୍ଡା | ତେବେ ରାଣୀ ପଣ୍ଡା ଙ୍କ ର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯେଉଁ ଭିଡ଼ିଓ କୁ ସେ ନିଜେ ସେୟାର କରିଛନ୍ତି ବୋଲି ଜଣା ପଡିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ |

ତେବେ ବନ୍ଧୁଗଣ ଟିଭି ସିରିଏଲ ହେଉ ନହେଲେ ଯାତ୍ରା ଜଗତ ରେ ଅଭିନୟ ଓ ଡ୍ୟାନ୍ସ ମାଧ୍ୟମ ରେ ସବୁବେଳେ ବେଶ ଚର୍ଚ୍ଚା ରେ ଥାନ୍ତି ରାଣୀ ପଣ୍ଡା | କାରଣ ସେ ସବୁବେଳେ ନିଜର ଦକ୍ଷତା ବଳ ରେ ସେ ସବୁବେଳେ ତାଙ୍କର ପ୍ରଶଂସକ ପାଇଁ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାନ୍ତି | ତେବେ ତାଙ୍କର ଏହି ଚେଷ୍ଟା ବଳରେ ସେ ଲୋକଙ୍କର ବେଶୀ ନିକଟତର ହେବା ସହିତ ଲୋକଙ୍କ ହୃଦୟ କୁ ମଧ୍ୟ ଜିତିବାରେ ସଫଳତା ପାଇଛନ୍ତି | ତେବେ ଓଡିଶା ର କଣେ ଅନୁକଣେ ତାଙ୍କର ପ୍ରଶଂସଙ୍କ ମାନେ ରାଣୀ ପଣ୍ଡାଙ୍କୁ ବେଶୀ ଭଲ ପାଇଥିବା ଦେଖା ଯାଇଛି |

ଯାହା ଜଣା ଯାଉଛି କି ଏବେ ରାଣୀ ପଣ୍ଡା ଏବେ ସୋସିଆଲ ମିଡିଆରେ ନିଜର ଛୋଟ ବେଳର କିଛି କଥା ସେୟାର କରି ଏବେ ବେଶ ଚର୍ଚ୍ଚାରେ ଥିବା କୁହାଯାଇଛି |ତେବେ ସେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ରାଣୀ ପଣ୍ଡା ଜାରି କରିଛନ୍ତି | ସେହି ଭିଡ଼ିଓ ରେ ରାଣୀ ପଣ୍ଡା କହିଛନ୍ତି ଯେ ଛୋଟ ବେଳେ ସେ ଗୋଟିଏ ଡ୍ରେସ 6 ଦିନ ପର୍ଯ୍ୟନ୍ତ ପିନ୍ଧୁଥିଲେ | ତାହା ସହିତ ସେ ମଟନ ଖାଇବା କୁ ବେଶ ଭଲ ପାଉଥିଲେ | ଯାହା ଘରେ ମଟନ ହେଉଥିଲା ସେ ତାଙ୍କ ଘରେ ଦିନ ସାରା ବସିରହୁଥିଲେ | ଗୋଟିଏ ଗରିବ ବ୍ରାହ୍ମଣ ଘରେ ଜନ୍ମ ହେଇଥିବା କଥା କହିଥିଲେ ରାଣୀ ପଣ୍ଡା ଏହା ସହିତ ତାଙ୍କୁ ଏପରି ବିବାଦୀୟ ରାଣୀ ପଣ୍ଡା ହେବାକୁ ବାଧ୍ୟ କରିଛି |

ଯାହା ପାଇଁ ରାଣୀ ପଣ୍ଡା ଆଜି ଓଡିଶା ର ବେଶ ଚିନ୍ହା ଚେହେରା ହେଇପାରିଛି ବୋଲି କହିଥିଲେ ରାଣୀ ପଣ୍ଡା | ଆଉ ନିଜ ଜୀବନ ରେ ଘଟି ଯାଇଥିବା ସମସ୍ତ ଅଭୁଲା ଘଟଣା ବିଷୟରେ ପ୍ରକାଶ କରିଛନ୍ତି ରାଣୀ ପଣ୍ଡା |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ରାଣୀ ପଣ୍ଡା ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଆଉ ଯାହାକୁ ଲୋକ ମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment