ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ |ତେବେ ସେହିଭଳି ଏକ ଘଟଣା ସାମ୍ନା କୁ ଆସିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମାଇଁ ଓ ଭଣଜା ଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ | ଆଉ ଦର ବୁଢ଼ି ମାଇଁ ସାଙ୍ଗକୁ ରସିକିୟା ଭଣଜା ଙ୍କ ପ୍ରେମ ସମ୍ପର୍କ ଏତେ ଆଗକୁ ଯାଇଥିଲା କୁ ଘର ଛାଡିକି ଦୁହେଁ ପଳେଇ ମଧ୍ୟ ଯାଇଥିଲେ |ଆଉ ଯେତେବେଳେ ଭଣଜା ର ଯୌବନ ର ନଳସା କମିଗଲା ମାଇଁ ଙ୍କୁ ଏବେ ଘରକୁ ପଠେଇ ଦେଇଛନ୍ତି ବୋଲି ଜଣା ପଡିଛି | ଆଉ ଯେଉଁ ଘଟଣା ନେଇକି ସ୍ୱାମୀ ଜଣଙ୍କ ଗ୍ରହଣ କରୁ ନାହାନ୍ତି ତାଙ୍କର ସ୍ତ୍ରୀ ଙ୍କୁ, ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଲଜ୍ୟାକର ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ବଟିରା ପଞ୍ଚାୟତ ର ରାମଚନ୍ଦ୍ର ପୁର ଗ୍ରାମ ର | ଆଉ ଯେଉଁ ଗ୍ରାମରେ ମାଇଁ ସୁଜାତା ଓ ଭଣଜା ରମେଶ ଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ | ଆଉ ଯେଉଁ ସମ୍ପର୍କ ଏତେ ଦୃଢ ହୋଇଥିଲା କି ସେମାନେ ମାଇଁ ଆଉ ଭଣଜା ଙ୍କ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ବୁଝି ପାରି ନଥିଲେ | ଆଉ ଯାହା ଜଣା ପଡିଛି କି ଦୁହେଁ ଶାରୀରିକ ସମ୍ପର୍କ ମଧ୍ୟ ରଖିବାକୁ ଲାଗିଥିଲେ |
ଆଉ ଯେତେବେଳେ ସ୍ୱାମୀ ଜଣଙ୍କ ତାହା ଜାଣିବାକୁ ପାଇଥିଲେ ସେତେବେଳେ ତାଙ୍କ ସ୍ତ୍ରୀ ଙ୍କୁ ସାଙ୍ଗରେ ନେଇକି ରାଜସ୍ଥାନ ପଳାଇ ଯାଇଥିଲେ ସ୍ୱାମୀ ଜଣଙ୍କ | ଆଉ ଯାହା କୁହା ଯାଉଛି କି ଭଣଜା ଜଣଙ୍କ ସେଠାରେ ମଧ୍ୟ ପହଞ୍ଚି ଯାଇଥିଲା | ଆଉ ସେଠାରେ ପହଂଚିବା ପରେ ମାଇଁ ଙ୍କୁ ସାଙ୍ଗରେ ନେଇକି ପଳେଇ ଆସିଥିଲା ଘରକୁ | ଆଉ ଘରେ ଗୋଟିଏ ବର୍ଷ ମାଇଁ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା ଆଉ ମାଇଁ ଙ୍କୁ ସ୍ତ୍ରୀ ର ପରିଚୟ ଦେବ ବୋଲି କହି ଶୋଷି ବାକୁ ଲାଗିଥିଲା ଭଣଜା ଜଣଙ୍କ |
ଆଉ ଯେତେବେଳେ ତାହାର ଭୋକ ମେଣ୍ଟିଗଲା ସେତେବେଳେ ମଡି ଙ୍କୁ ନେଇକି ତାହାର ସ୍ୱାମୀ ଙ୍କ ପାଖରେ ଛାଡି ଦେଇ ଆସିଥିଲା | ଆଉ ସେଠାରେ ବୋହୂ ଭାବରେ ଗ୍ରହଣ କରିବାକୁ ଯେତେବେଳେ ଶଶୂର ଜଣଙ୍କ ମନା କରିଥିଲେ ସେତେବେଳେ ଶଶୂର ଗୋପାଳ ସାହୁ ଙ୍କୁ ମାଡ଼ ମାରିବାକୁ ଲାଗିଥିଲେ ଭଣଜା ଜଣଙ୍କ ବୋଲି କୁହାଯାଉଛି | ଆଉ ଏହି ମାଡ଼ ମାରିବାର ଭିଡିଓ କୁ ରେକଡ଼ିଂ କରି ବର୍ତ୍ତମାନ ମାମୁ ଜଣଙ୍କ ଥାନା ରେ ଅଭିଯୋଗ କରିବା ସହିତ ସ୍ତ୍ରୀ ଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।