ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡିଆରେ ” ସମ୍ପୂର୍ଣ୍ଣ ଲକ୍ଷ୍ମୀ “ର ଶୋ ଟି ବେଶ ଲୋକ ପ୍ରତିନିଧିତ୍ୱ ହାସଲ କରିଛି | ଆଉ ଯାହା ମାଧ୍ୟମରେ ଆମ ଓଡିଶା ରେ ଥିବା ପ୍ରତେକ ମହିଳା ମାନେ ନିଜ ଭିତରେ ଥିବା ପ୍ରତିଭା କୁ ପ୍ରକାଶ କରିବାକୁ ଲାଗିଛନ୍ତି | ଆଉ ଯାହା ଫଳରେ ନିଜ ଭିତରେ ଥିଲା ଟେଲେଣ୍ଟ କୁ ସମସ୍ତଙ୍କ ସାମ୍ନା କୁ ଆଣି ପାରୁଛନ୍ତି ବୋଲି କୁହାଯାଉଛି | ଆଉ ସିଦ୍ଧାର୍ଥ ଟିଭି ଏହିଭଳି ଭାବରେ ଏକ ନିଆରା ପ୍ରୟାସ କରିଛି | ଆଉ ଯେଉଁ ମଞ୍ଚରେ ଡିଜିଟାଲ ଭାଉଜ ଶୁଭଶ୍ରୀ ସୁନ୍ଦର ଭାବରେ ତାଙ୍କର ଡାନ୍ସ ଆଉ ଏକ୍ଟିଙ୍ଗ ର କମାଲ ଦେଖାଇ ସମସ୍ତଙ୍କ ମନକୁ କିଣି ପାରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ତାଙ୍କର ସେହି ଦମଦାର ପରଫୋମେନ୍ସ ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ଜାଣିଛୁ କି ସମସ୍ତଙ୍କ ପାଖରେ କିଛି ନା କିଛି ଟେଲେଣ୍ଟ ରହିଛି | ଆଉ ସେହି ଟେଲେଣ୍ଟ କୁ ଦେଖାଇବାର ସୁଯୋଗ କିଏ ପାଇଥାଏ ଆଉ କାହା ଭିତରେ ସେମିତି ଲୁକ୍କାୟିତ ହେଇକି ରହିଥାଉ ଯାଇଥାଏ | ତେବେ ଆଜି ମୁଁ କହିବାକୁ ଯାଉଛି ଓଡିଶା ର ଘରେ ଘରେ ଥିବା ଗୃହିଣୀ ମାନଙ୍କ ଭିତରର ପ୍ରତିଭା କୁ ସମସ୍ତଙ୍କ ସାମ୍ନା କୁ ଆଣିବା ପାଇଁ ପ୍ରୟାସ କରୁଥିବା ସେହି ରିୟାଲିଟି ଶୋ “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” କଥା | ଆଉ ଯେଉଁଥିରେ ସୁନ୍ଦର ଭାବରେ ନିଜର ପ୍ରତିଭା କି ପ୍ରକାଶ କରୁଛନ୍ତି ଗୃହିଣୀ ମାନେ | ତେବେ ସିଦ୍ଧାର୍ଥ ଟିଭି କୁ ଏଥିପାଇଁ ଧନ୍ୟବାଦ ମଧ୍ୟ ଦେଉଛନ୍ତି |
ତେବେ ଏଠାରେ ଯାହା କୁହାଯାଉଛି କି “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ର ମହା ମଞ୍ଚ କୁ ଆସିଥିଲେ ଡିଜିଟାଲ ଭାଉଜ ଶୁଭଶ୍ରୀ | ତେବେ ସେ ଏକ ଅଭିନୟ ମଧ୍ୟ କରିଥିଲେ ଆଉ ଯେଉଁଥିରେ ରେ ଡିଜିଟାଲ ଭିକାରୀ ର ଅଭିନୟ କରିଥିଲେ ଓ ସମସ୍ତଙ୍କର ମନ କୁ ବେଶ ଆକୃଷ୍ଟ କୋରାଇଥିବାର ଦେଖିବାକୁ ମିଳିଥିଲା | ତେବେ ଖାଲି ଅଭିନୟ ନୁହଁ ଡାନ୍ସ ର ଯାଦୁ ମଧ୍ୟ ଦେଖାଇବାକୁ ଲାଗିଥିଲେ ଶୁଭଶ୍ରୀ | ଆଉ ତାଙ୍କର ଏହିଭଳି ଟେଲେଣ୍ଟ କୁ ଦେଖାଇବା ପରେ ଜୋଜେସ ମାନେ ମଧ୍ୟ ବେଶ ଆକୃଷ୍ଟ ହୋଇଥିଲେ |
ତେବେ କୁହା ଯାଏ କି ସମ୍ପୂର୍ଣ୍ଣ ଲକ୍ଷ୍ମୀ ଗୋଟିଏ ଏମିତି ମଞ୍ଚ ଯେଉଁଥିରେ ମହିଳା ମାନେ ଆଉ ଅବଳା ଆଉ ଦୁର୍ବଳା ହେଇକି ରହୁ ନାହାନ୍ତି | ନିଜ ପାଇଁ ଏକ ଏକ ବଡ଼ ସୁଯୋଗ ଯାହା ଦ୍ୱାରା ମହିଳା ମାନେ ନିଜର ସମସ୍ତ ଟେଲେଣ୍ଟ କୁ ଦେଖାଇ ଓଡିଶା ର ଘରେ ଘରେ ପ୍ରସଂଶିତ ହେବା ସହିତ , ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କୁହାଯାଉଛି | ତେବେ ଏହି ଡିଜିଟାଲ ଭାଉଜ ଙ୍କ କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।