Dhanteras 2022 ||ଧନ ତେରସ ରେ ସୁନା ବଦଳରେ କିଣନ୍ତୁ ଏହି ୧ ଜିନିଷ ୩ ବର୍ଷରେ ହୋଇଯିବେ ଧନୀ

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଦର୍ଶକ ବନ୍ଧୁ ଆମ ହିନ୍ଦୁ ମାନଙ୍କର ଅସଂଖ୍ୟ ପର୍ବ ରହିଥାଏ | ଆଉ ଏହି ପର୍ବ କୁ ଆମ ଓଡ଼ିଆ ସଂସ୍କୃତି ରେ ମଧ୍ୟ ସମସ୍ତେ ବେଶ ଧୁମ ଧାମ ର ସହିତ ମନ ଦେଇକି ପାଳନ କରିଥାଉ | ତେବେ ଆମର 33 କୋଟି ଦେବତା ଙ୍କ ମଧ୍ୟରେ ମା ଲକ୍ଷ୍ମୀ ଙ୍କୁ ଆମେ ଧନ ଆଉ ଧାନ୍ୟ ର ଦେବୀ ବୋଲି ମାନିଥାଉ |ତେବେ ସେହି ମହାଲକ୍ଷ୍ମୀ ଙ୍କ କୃପା ଯାହା ଉପରେ ରହିବ ତାହାର ଜୀବନରେ କେବେ ହେଲେ ଧନ ର ଅଭାବ ହେବ ନାହିଁ | ତେବେ ଆଗକୁ ଆସିବାକୁ ଯାଉଛି ଧନତେରସ ତେବେ ଏହି ଦିନରେ କେଉଁ କେଉଁ ଜିନିଷ ଘରକୁ ଆଣିବା ଆମ ପାଇଁ ଶୁଭ ହୋଇଥାଏ ଓ କେଉଁ ଜିନିଷ ଆମେ ଘରକୁ ଆଣିଲେ ଲକ୍ଷ୍ମୀ ଙ୍କ କୋପ ଦୃଷ୍ଟି ର ସ୍ୱୀକାର ହେବାକୁ ପଡିଥାଏ ଆସନ୍ତୁ ସେ ବିଷୟରେ ଜାଣିବା |

ତେବେ କୁହାଯାଉଛି କି ଆମ ହିନ୍ଦୁ ସଭ୍ୟତା ରେ ଧନତେରସ ହେଉଛି ଏକ ଏଭଳି ପର୍ବ ଯେଉଁ ପର୍ବ କୁ ଆମେ ଆନନ୍ଦ ର ସହିତ ଅପେକ୍ଷା କରିଥାଉ | ତେବେ ବିଶେଷ କରିକି ଦୀପାବଳି ସମୟରେ ଏହି ଶୁଭ ଦିନଟି ପଡିଥାଏ | ତାହା ବ୍ୟତୀତ ଏହି ଦିନଟି ଦୀପାବଳୀ ର ଦୁଇ ଦିନ ପୂର୍ବରୁ ପଡିଥାଏ ବୋଲି ମଧ୍ୟ କୁହାଯାଏ | ତେବେ ଏହି ଧନତେରସ ରେ କେଉଁ କେଉଁ ଜିନିଷ ଗୁଡିକ ଘରକୁ ଆଣିବା ଉଚିତ ଯାହା ଦ୍ୱାରା ମା ଲକ୍ଷ୍ମୀ ଙ୍କର କୃପା ଆମ ଉପରେ ପଡିବ ଓ କେଉଁ ସବୁ ଜିନିଷ ଆଣିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହେବେ ଆସନ୍ତୁ ସେ ବିଷୟରେ ଜାଣିବା |

କେଉଁ ସବୁ ଜିନିଷ ଘରକୁ ଆଣିବା ଆମ ପାଇଁ ଅଶୁଭ ହୋଇଥାଏ :-

1-କାଚ :-

ତେବେ କୁହାଯାଏ କି ଏହି ଶୁଭ ଧନତେରସ ଦିନରେ କାଚ ର କୌଣସି ବି ଜିନିଷ ଘରକୁ ଆଣିବା ଆଦୁ ଉଚିତ ନୁହଁ ବୋଲି କୁହାଯାଉଛି | ତେବେ ଆଇନା କେବେବି କିଣିବା ଉଚିତ ନୁହଁ ଯାହା ଦ୍ୱାରା ଧନ କ୍ଷୟ ହୋଇଥାଏ ବୋଲି କୁହାଯାଏ | ଏହା ବ୍ୟତୀତ କାଚ ର ପାତ୍ର ବା କୌଣସି ଜିନିଷ ଆଦୁ ଆଣିବା ଉଚିତ ନୁହଁ ଯାହା ଦ୍ୱାରା ରାହୁ ଙ୍କର କୋପ ଦୃଷ୍ଟି ଆମ ଉପରେ ପଡିଥାଏ ବୋଲି ମଧ୍ୟ କୁହାଯାଉଛି |

2-ଆଲୁମିନିୟମ :-

ଏହି ଦିନରେ କେବେବି ଆଲୁମିନିୟମ ର ଜିନିଷ କୁ ଘରକୁ ଆଣନ୍ତୁ ନାହିଁ କି ପୂଜା ରେ ମଧ୍ୟ ଆଲୁମିନିୟମ କୁ ବ୍ୟବହାର କରନ୍ତୁ ନାହିଁ | ଏଭଳି କରିଲେ ରାହୁ ଙ୍କର କୋପ ଦୃଷ୍ଟି ର ଶିକାର ହେବାକୁ ପଡିଥାଏ | ଏହା ଛଡା ବାସ୍ତୁ ଦୋଷ, ରାଶି ଦୋଷ ଓ ଜ୍ୟୋତିଷ ଦୋଷ ମଧ୍ୟ ଲାଗିଥାଏ ବୋଲି ମଧ୍ୟ କୁହାଯାଇଛି |

3-ଲୁହା :-

ତେବେ ଧନତେରସ ଦିନ କେବେବି ଲୁହା ର ତିଆରି ଜିନିଷ କୁ ଘରକୁ ଆଣନ୍ତୁ ନାହିଁ ତାହା ଆପଣ ଙ୍କ ପାଇଁ ଅଶୁଭ ହୋଇଥାଏ ଓ ଡଧନ ହାନି ହୁଏ |

କେଉଁ ଜିନିଷ ଆଣିବା ଶୁଭ ହୋଇଥାଏ :-

ଏହି ଶୁଭ ଦିନରେ ଆମେ ସୁନା ସାଙ୍ଗକୁ ଷ୍ଟିଲ ର ଜିନିଷ ଯଦି ଘରକୁ ଆଣିବା ତାହେଲେ ଶୁଭ ହୋଇଥାଏ | ତାହା ଛଡା ଶୁଖିଲା ଧୋନିଆ ମଞ୍ଜି କିଣି କରି ଘରକୁ ଆଣନ୍ତୁ |

ଏହିଭଳି କଥା କୁ ମାନି ଚଳିଲେ ମହାଲକ୍ଷ୍ମୀ ଙ୍କ କୃପା ଆମେ ପାଇଁ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment