ତମ କୁଳ ବୁଡ଼ିବ😂!! କାକା ନିୟୁ କମେଡି ଭିଡ଼ିଓ ଦେଖିଲେ ହସି ହସି ଗଡିଯିବ…

ବନ୍ଧୁଗଣ ଆପଣ ଦେଖିବାକୁ ପାଇଥିବେ ଯେ ଅନେକ ଗୁଡ଼ିଏ ସୁନ୍ଦର୍ ସୁନ୍ଦର୍ ମଜାଦାର କାହାଣୀ ସବୁକୁ ନେଇ ଆଜିକାଲି ତିଆରି ହେଉଛି ଅନେକ ୟୁ ଟ୍ୟୁବ୍ ଭିଡିଓ। ଆଉ ଲୋକେ ଏସବୁ ଦେଖିବାକୁ ବି ବହୁତ୍ ପସନ୍ଦ କରୁଛନ୍ତି। ଏଗୁଡ଼ିକ ହେଉଛି ଭିନ୍ନ ସ୍ୱାଦର କମେଡି ଭିଡିଓ। ଏହିଭଳି କମେଡି କରି ଲୋକଙ୍କୁ ହସାଇ ହସାଇ ବେଦମ୍ କରୁଛନ୍ତି ଯୁବ କମେଡି କଳାକାର ମାନେ। ଆଉ ସେହିସବୁ ଭିଡିଓ ଯେମିତି ବି ହୋଇ ଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଭଲ ଲାଗେ ଏବଂ ଏକ ଭିନ୍ନ ଖୁସି ମିଳିଥାଏ। ଏହା ଏମିତି ମନୋରଞ୍ଜନ ପୂର୍ଣ୍ଣ ଅଟେ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି।

କମେଡିରେ ଭରି ରହିଥାଏ ଏକ ଭିନ୍ନ ଧରଣର ମନୋରଞ୍ଜନ। ଲୋକେ ଏହିଭଳି ଭିଡିଓ ଦେଖି ନିଜର ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।ଆପଣ ଜାଣିଛନ୍ତି ଓଡିଶାର କିଛି ଏମିତି ଯୁବ କଳାକାର ଅଛନ୍ତି ଯେଉଁମାନେ ତାଙ୍କର ଦକ୍ଷତା ଏବଂ ପାରଦର୍ଶିତା ବଳରେ ଅନେକ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି। ୟୁ ଟ୍ୟୁବ୍ ସେମାନଂକୁ ଏକ ବିଶେଷ ପରିଚୟ ଦେଇଛି। ୟୁ ଟ୍ୟୁବ୍ ମାଧ୍ଯମରେ ସେମାନେ ତାଙ୍କର କଳାକୁ ପ୍ରଦର୍ଶନ କରି ଏବେ ଓଡିଶାର ଅଗଣିତ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

ସେହିଭଳି ଜଣେ ଜଣାଶୁଣା ଯୁବ ଆରଟିଷ୍ଟ୍ ହେଉଛନ୍ତି ଗିରିଜା ଶଙ୍କର। କାକା ନାମରେ ସେ ବେଶ୍ ପରିଚିତ ଅଟନ୍ତି। ଏବେ ଓଡିଶାର କମେଡି ଜଗତର ଜଣେ ଆଗଧାଡିର ପ୍ରମୁଖ ହାସ୍ୟ ଅଭିନେତା ଭାବରେ ସେ ବେଶ୍ ଜଣାଶୁଣା ଚେହେରା।ସେ ବହୁତ୍ ସୁନ୍ଦର୍ ମିମିକିରି ମଧ୍ୟ କରନ୍ତି। ତାଙ୍କର ଏପରି କମେଡି ଭିଡିଓ ଦେଖି ଜଣେ ହସି ହସି ଗଡି ଯିବ। ତେବେ ଯେଉଁ ଭିଡିଓ ଟି ରିଲିଜ୍ ହୋଇଛି ଏହି କମେଡି ଭିଡିଓ ର ଟାଇଟଲ ରହିଛି କବାଡି ଖେଳିବ ପାର ନାନୀ। ଏହାକୁ ସେ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ଗିରିଜା କମେଡି ରେ ଅପଲୋଡ଼ କରିଛନ୍ତି।

ଆପଣ ମାନେ ଏହାକୁ ଦେଖିଲେ ଜାଣି ପାରିବେ ଯେ କେତେ ସୁନ୍ଦର୍ ଭାବରେ ବିଷୟବସ୍ତୁ ଏହା ଭିତରେ ରହିଛି। ବୁଢ଼ୀ ଲୋକ ମାନଙ୍କୁ ନେଇ ଏବଂ ସେମାନଙ୍କ ଦୈନନ୍ଦିନ ଜୀବନର କଥାବାର୍ତ୍ତା କାର୍ଯ୍ୟ କଲାପକୁ ନେଇ ଏକ ମଜାଦାର କାହାଣୀ କୁ ଏଠାରେ କମେଡି ମାଧ୍ଯମରେ ଉପସ୍ଥାପନା କରା ଯାଇଛି। ଏହାକୁ ଦେଖିଲେ ଆପଣ ମାନେ ହସି ହସି ଗଡି ଯିବେ। ତେବେ ଏତେ ମଜାଦାର ହୋଇଛି ଏହି କମେଡି ଭିଡିଓ ଯେ ଏହି ଭିଡିଓ କୁ ଏବେ ସୁଦ୍ଧା ୧୫ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment