ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଗୋଟିଏ ମାତ୍ର ଶୋ ର ଭିଡିଓ ମାନ ଭାଇରାଲ ହେବାରେ ଲାଗୁଛି ତାହା ହେଉଛି “ମୁଁ ବି ନମିତା ଅଗ୍ରୱାଲ ହେବି ” | ଆଉ ଯେଉଁଠି ଜଣା ପଡିଛି କି ସୁନ୍ଦର ଭାବରେ ଏତେ ବଡ଼ ମଞ୍ଚରେ ଗୀତ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛନ୍ତି ଆର୍ଯ୍ୟସୂତା | ତେବେ ଆର୍ଯ୍ୟସୂତା ଏଭଳି ଏକ ସଂଗୀତ ଗାଇବାକୁ ଲାଗିଛନ୍ତି ଯାହା ଉପସ୍ଥିତ ଦର୍ଶକ ଙ୍କ ସହିତ ଜୋର୍ଜ ମାନଙ୍କର ମନକୁ ପୁରା ଆକୃଷ୍ଟ କରେଇଛି | ଆଉ ତାହା ସହିତ ଆର୍ଯ୍ୟସୂତା ନିଜର ସଂଗୀତ ମାଧ୍ୟମରେ ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ବନାଇ ପାରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ସଂଗୀତ ଉପରେ ଟିକିଏ ନଜର ପକାଇବା |
ତେବେ “ମୁଁ ବି ନମିତା ଅଗ୍ରୱାଲ ହେବି ” ଗୋଟିଏ ଏମିତି ମଞ୍ଚ ଯାହା ସିଦ୍ଧାର୍ଥ ଟିଭି ଦ୍ୱାରା ପ୍ରସାର ଲାଭ କରିଛି | ଆଉ ଯେଉଥିରେ ଆମ ଓଡ଼ିଶାରେ ଥିବା ବଛା ବଛା ସ୍ୱର ମାନଙ୍କୁ ସେଥିରେ ସ୍ଥାନ ଦିଆଯାଇଛି | ଅର୍ଥାତ ଯେଉଁ ମାନେ ନିଜର ପ୍ରତିଭା କୁ ଦେଖାଇବା ପାଇଁ ସୁଯୋଗ ପାଉ ନ ଥିଲେ | ଆଉ ସେମାନଙ୍କର ପ୍ରତିଭା ସେମିତି ଲୁକ୍କାୟିତ ହେଇକି ରହିଯାଉଥିଲା ସେହି ମାନଙ୍କ ପାଇଁ ସିଦ୍ଧାର୍ଥ ଟିଭିର ଏକ ନୂଆ ପ୍ରୟାସ ବୋଲି କୁହାଯାଉଛି | ଆଉ ଯାହା ମାଧ୍ୟମରେ କିଛି ନୂଆ ନୂଆ ସ୍ୱର ର ସନ୍ଧାନ ମଧ୍ୟ ମିଳିଥିବା କଥା ଏଠାରେ କୁହାଯାଉଛି |
ତେବେ ଗ୍ରାଣ୍ଡ ଫିନାଲେ ର ଏକ ମହା ମଞ୍ଚରେ ୱାଇଲଡ କାର୍ଡ ମାଧମରେ ଏଣ୍ଟ୍ରି କରିଛନ୍ତି ଆର୍ଯ୍ୟସୂତା | ଆଉ ନିଜର ସ୍ବରର ଯାଦୁ ରେ ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ କରେଇଛନ୍ତି ଆର୍ଯ୍ୟସୂତା | ତେବେ ” ମୁଁ କାଳିଆ ପାଖକୁ ଯାଉଛି ” ଜଗନ୍ନାଥ ଭଜନ ରେ ସୁନ୍ଦର ଭାବରେ ନିଜର ସ୍ବରର ଝଲକ ଦେଖାଇଥିଲେ ଆର୍ଯ୍ୟସୂତା | ଆଉ ଯାହା ସମସ୍ତଙ୍କ ମନକୁ ମଧ୍ୟ ଛୁଇଁଛି | ତେବେ ନମିତା ଅଗ୍ରୱାଲ ଆର୍ଯ୍ୟସୂତା ଙ୍କର ଏହି ଗୀତ ରେ ଅଧିକ ଖୁସି ହୋଇଛନ୍ତି | ଆଉ ଏହି ଗୀତ ଟି ତାଙ୍କର ସବୁଠାରୁ ଅଧିକ ପସନ୍ଦ କରୁଥିବା ଗୀତ ବୋଲି କହିଥିଲେ | ଆଉ ଆର୍ଯ୍ୟସୂତା ଙ୍କ ମୁହଁରୁ ଏହି ଗୀତ ଟି ଶୁଣିବା ପରେ ତାଙ୍କର ମନ ଖୁସି ହେଉଯାଉଛି ବୋଲି କହିଥିଲେ |
ତେବେ ସିଦ୍ଧାର୍ଥ ଟିଭି ର ଏହି ଭଳି ନୂଆ ନୂଆ ସ୍ୱର କୁ ଖୋଜିବାରେ ନିଆରା ପ୍ରୟାସ ସ୍ୱର କୁ ଭଲ ପାଉଥିବା ସମସ୍ତଙ୍କ ମନରେ ଏକ ନୂଆ ଜାଗରଣ ସୃଷ୍ଟି ହୋଇଛି | ଆଉ ଯାହା ସମସ୍ତ ଦର୍ଶକ ଙ୍କ ହୃଦୟ କୁ ମଧ୍ୟ ଛୁଇଁବାକୁ ଲାଗିଛି | ଆଉ ଆର୍ଯ୍ୟସୂତା ଙ୍କର ଏହି ଗୀତ ଆଉ ପରଫୋମେନ୍ସ ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ କରେଇଛି | ଯାହା ଏବେ ଭାଇରାଲ ହେବାକୁ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।