ନୂଆ କାହାଣୀ ନେଇ ଆସୁଛି ଓଲିଉଡର ସ୍ୱପ୍ନର ନାୟକ ସିଦ୍ଧାନ୍ତ ( Sidhant ) ଦେଖନ୍ତୁ ସୁଟିଂ ସେଟ ର କିଛି ଜବରଦସ୍ତ ଝଲକ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି ସେହି ଓଲିଉଡ଼ ର ଜଣା ଶୁଣା ଅଭିନେତା | ଯାହାଙ୍କର ଏକ୍ଟିଂ ରେ ରହିଛି ଯାଦୁ, ଆଉ ଯିଏ ଜୀବନ୍ତ ଅଭିନୟ କରି ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ଘର କରି ପାରିଛନ୍ତି ସେ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର | ତେବେ ସୁପୋରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବହୁତ ଅବଦାନ ରହିଛି ଆମ ଫ୍ଲିମ ଇଣ୍ଡୋଷ୍ଟ୍ରି ପାଇଁ | ଆଉ ଯାହା କୁହାଯାଉଛି କି ସେ ଅଲିଉଡ ଜଗତରେ ବହୁତ ସାରା ଫ୍ଲିମ କରି ଦର୍ଶକ ମାନଙ୍କର ହୃଦୟରେ ଘର କରି ପାରିଛନ୍ତି | ତେବେ ତାଙ୍କର ଏକ ନୂଆ ଫ୍ଲିମ ଆସିବାକୁ ଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଫ୍ଲିମ ବିଷୟରେ କଣ କହିଛନ୍ତି ସିଦ୍ଧାନ୍ତ ମହାପାତ୍ର ଆସନ୍ତୁ ଜାଣିବା |

ତେବେ ଯାହା କୁହାଯାଉଛି କି ସିଦ୍ଧାନ୍ତ ମହାପାତ୍ର ଙ୍କ ଏକ ନୂଆ ଫ୍ଲିମ “ଶଙ୍କର ” ଆସିବାକୁ ଯାଉଛି | ଆଉ ଯେଉଁ ଫ୍ଲିମ ଟି ସୁନ୍ଦର ଭାବରେ ଏକ ପାରିବାରିକ ଷ୍ଟୋରି କୁ ନେଇକି ସୁଟିଂ ହେଇଛି ବୋଲି ମଧ୍ୟ କୁହାଯାଇଛି | ଆଉ ଯାହା କହିବା କଥା କି ସିଦ୍ଧାନ୍ତ ମହାପାତ୍ର ଏଥିରେ ବାପା ର ଭୂମିକା କରିଛନ୍ତି | ତେବେ ତାହା ସହିତ ଦିବ୍ୟା ଓ ଅନ୍ୟ ମାନେ ମଧ୍ୟ ସୁନ୍ଦର ଭାବରେ ଅଭିନୟ କରିଛନ୍ତି ବୋଲି କହିଛନ୍ତି | ତେବେ ତାଙ୍କର କହିବା କଥା କି ଅଭିନୟ ଏମିତି କରନ୍ତୁ ଯାହା ଜୀବନ୍ତ ହେବ ଓ ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କୋରେଇବ |

ତେବେ ସେ ତାଙ୍କର ସ୍ତ୍ରୀ ମାମା ଙ୍କ ପାଇଁ ଏକ ଗୀତ ମଧ୍ୟ ଗାଇଥିଲେ ତାହା ହେଉଛି “ରହିଛି ରହିବି ତୋହରି ପାଇଁ ” ଆଉ ସେ କହିଛନ୍ତି କି ସେମାନଙ୍କ ମଧ୍ୟ ରେ ବଣ୍ଡିଙ୍ଗ ଏମିତି ଭଲ ରେ ଥାଉ ସାରା ଜୀବନ ପାଇଁକି | ତାହା ବ୍ୟତୀତ ସିଦ୍ଧାନ୍ତ କହିଛନ୍ତି କି ତାଙ୍କର ସ୍ୱାସ୍ଥ୍ୟ ଠିକ ରହିବାର ଗୋଟିଏ କାରଣ ହେଉଛି ତାଙ୍କର ସ୍ତ୍ରୀ ମାମା | ଆଉ ଯାହା କହିଛନ୍ତି କି ସେ ସମସ୍ତଙ୍କ ଭଳି ଖାଇବା ଖାଇଥାନ୍ତି କିନ୍ତୁ ସବୁବେଳେ ହେଲଦି ଖାଇବାକୁ ପସନ୍ଦ କରିଥାନ୍ତି ବୋଲି କହିଛନ୍ତି ମିଡ଼ିଆ ଆଗରେ ସିଦ୍ଧାନ୍ତ ମହାପାତ୍ର |

ଆଉ ସିଦ୍ଧାନ୍ତ କହିଛନ୍ତି କି ଶଙ୍କର ଫ୍ଲିମ ଟି ବହୁତ ସୁନ୍ଦର ହୋଇଛି ଆଉ ଯାହା ଦର୍ଶକ ମାନଙ୍କ ମନକୁ ବେଶ ଆକୃଷ୍ଟ କୋରେଇବ ବୋଲି କୁହାଯାଉଛି | ତେବେ ଆଗରୁ ବ୍ଲାକ ଏନ ହ୍ୱାଇଟ ଜମାନା ଥିଲା, ଆଉ ପରେ ଯୁଗ ବଦଳିଛି ଆଉ ଏବେ ସୁଟିଂ ରେ ମଧ୍ୟ ନୂଆ ପ୍ରକାରର ମୋଡିଫିକେସନ ଆସିଛି ବୋଲି ମଧ୍ୟ କୁହାଯାଉଛି | ଆଉ ଏହି ଫ୍ଲିମ ରେ ସିଦ୍ଧାନ୍ତ ଙ୍କର ଏକ ନୂଆ ଏକ୍ସନ ରୋଲ ରହିଥିଲା ଆଉ ଯାହା ସେ ବେଶ ସୁନ୍ଦର ଭାବରେ କରିଛନ୍ତି ବୋଲି କୁହାଯାଇଛି | ଆଉ ସିଦ୍ଧାନ୍ତ ଙ୍କର ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment