ହଠାତ ଭାଡ଼ି ରୁ ବାହାରିଲା ବାହାରିଲା ଖତରନାକ ନାଗ ସାପ ( spitting Cobra ) ଭିଡ଼ିଓ ଦେଖିଲେ ହୋସ ଉଡିଯିବ….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ଦିନ କିଛି ନାଁ କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ କିଛି ଏଭଳି ନୂଆ ନୂଆ ଭିଡିଓ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ସହଜରେ ବିଶ୍ୱାସ କରି ପାରି ନ ଥାଉ | ତେବେ ସେହି ଭଳି ଏକ ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି | ଆଉ ଯେଉଁଠି କୁହାଯାଉଛି କି ଏକ ବିଷଧର ନାଗ ସାପ ବହୁତ ଦିନ ଧରିକି ରହି ଆସୁଥିଲା ଜଣେ ଲୋକଙ୍କ ପାଇଖାନା ଘରେ | ଆଉ ସାପ ଧରାଳି ମାନେ ଆସିକି ସାପ ଟିକୁ ଭାଡ଼ି ତଳୁ ଧରିକି ନେଇ ଯାଇଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଘଟଣା ଟି ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ ବିଷଧର ନାଗ ସାପ ଟି ରହୁଥିଲା ଜଣେ ଲୋକଙ୍କ ଘର ପାଖରେ | ଆଉ ଗାଁ ରେ ଏକ ଘରେ ପାଇଖାନା ଘରେ ସେହି ସାପ ଟି ଗତ 2 ମାସ ହେବ ରହୁଥିଲା ବୋଲି ଘରର ମାଲିକ ଜଣଙ୍କ କହିଥିଲେ | ଆଉ ଯାହା ଜଣା ପଡିଛି କି ଏହି ସାପ ଟିକୁ ଘରର ମାଲିକ ଜଣକ କ୍ଷୀର ପିଇବାକୁ ଦେଉଥିଲେ ଆଉ ତାହା ସାଙ୍ଗକୁ କଦଳୀ ମଧ୍ୟ ଖାଇବାକୁ ଦେଉଥିଲେ ବୋଲି କୁହାଯାଉଛି |

ତେବେ ଏଭଳି ଗୋଟିଏ ବିଷଧର ନାଗ ସାପ ଟି ରହିବା ସମସ୍ତଙ୍କ ପାଇଁକି ବିପଦଜ୍ଜନକ ବୋଲି କୁହାଯାଉଥିବା ବେଳେ, ସାପ ଧରାଳି ଆସିଥିଲେ ସାପ ଟିକୁ ଧରିକି ସାପ ରହୁଥିବା ସୁରକ୍ଷିତ ସ୍ଥାନ କୁ ନେଇଯିବା ପାଇଁ | ଆଉ ଯାହା ଜଣା ପଡ଼ିଛି କି ସାପ ଟିକୁ ଧରିବା ପାଇଁ ସମସ୍ତେ ଲାଗି ପଡିଥିଲେ | ଆଉ ଚାରିଆଡେ ଖୋଜା ଯାଇଥିଲା ସାପ କୁ ଧରିବା ପାଇଁକି | ଆଉ ତାହା ପରେ ଏକ ଭାଡ଼ି ତଳେ ସାପ ଟିକୁ ଦେଖିବାକୁ ମିଳିଥିଲା |ଆଉ ସମସ୍ତ ସାମଗ୍ରୀ ଉଠାଇବା ପରେ ସାପ ଟି ବାହାରି ଥିଲା ବୋଲି କୁହାଯାଉଛି |

ତେବେ ସାପ ଟି କୁ ଯେତେବେଳେ ଧରିବା ପାଇଁ ଲୋକ ଜଣଙ୍କ ଯାଇଥିଲେ ସେତେବେଳେ ସେହି ବିଷଧର ନାଗ ସାପ ଟି ଫେଣା ଟେକିକି ଉଠିଥିଲା ଆଉ କାମୁଡ଼ିବା ପାଇଁ ମଧ୍ୟ ବାହାରି ପଡିଥିଲା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ସାପ ଟିକୁ ଦିଆ ଯାଇଥିବା କ୍ଷୀର ମଧ୍ୟ ସେଠାରେ ଥିଲା | ଆଉ ସାପ ଟି ସେହି ଭାଡ଼ି ତଳେ ଥିବାରୁ ସାପ ଧରାଳି ଜଣକ ସେହି ସାପ ଟିକୁ ସୁରକ୍ଷିତ ଭାବରେ ଧରିକି ନେଇ ଯାଇଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment