ସକାଳୁ ସକାଳୁ ଉଠି କହିଦିଅନ୍ତୁ ଏହି 2 ଅକ୍ଷର ମନ୍ତ୍ର, ତା ପରେ ଦେଖନ୍ତୁ ଚମତ୍କାର – sadhu bani

ହଁ ଦର୍ଶକ ବନ୍ଧୁ ମଣିଷ ସବୁବେଳେ ସୁଖ ଦୁଃଖ ମଧ୍ୟରେ ଗତି କରିଥାଏ,ହେଲେ ମଣିଷ କୁ ସବୁବେଳେ ଖୁସି ରହିବା ପାଇଁ କିଛି ଏମିତି ଉପାୟ ଅଛି ଯେ ଯାହାକୁ ଆପଣ ରାତିରେ ଶୋଇବା ପୂର୍ଵ ମାତ୍ରା କିଛି ସମୟ ବାହାର କରି ଜପନ୍ତୁ ଏହି ମନ୍ତ୍ର କୁ ଦେଖିବେ ଆପଣଙ୍କ ଜୀବନ ରେ କେବେ ବି ଦୁଃଖ ଆପଣଙ୍କ ପାଖକୁ ଆସିବନି | ତାହା ସହିତ କେବେବି ଆପଣ ଟଙ୍କା ପଇସା ର ଅସୁବିଧାରେ ପଡିବେନି ଓ ଘରେ ମଧ୍ୟ ଅମଙ୍ଗଳ ଦେଖା ଦେବନି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ହନୁମାନ ଙ୍କ ସେହି ମନ୍ତ୍ର ବିଷୟରେ ଯାହା ଶୋଇବା ପୂର୍ବରୁ ଜପ କରିବା ଦ୍ୱାରା ମଣିଷ ର ସମସ୍ତ ବିଘ୍ନ ଦୂର ହେବା ସହିତ ପାରିବାରିକ ସୁଖ ଶାନ୍ତି ମଧ୍ୟ ଲାଭ କରିବେ ହଁ ଦର୍ଶକ ବନ୍ଧୁ ତାହାଲେ ଜାଣନ୍ତୁ ହନୁମାନ ଙ୍କ ସେହି ମନ୍ତ୍ର ବିଷୟରେ |

ତେବେ ବନ୍ଧୁଗଣ ଶ୍ରୀରାମଚନ୍ଦ୍ର ଙ୍କ ପରମ ଭକ୍ତ ହେଉଛନ୍ତି ହନୁମାନ ସେ ମଙ୍ଗଳ ବାର ଦିନ ଜନ୍ମ ଗ୍ରହଣ କରିଥିଲେ ବୋଲି କୁହାଯାଇଛି | ତେବେ ସେହି ପରମ ଭକ୍ତ ହନୁମାନ ଙ୍କ କିଛି ଏମିତି ମନ୍ତ୍ର ରହିଛି ଯେ ଯାହାକୁ ରାତିରେ ଶୋଇବା ପୂର୍ବରୁ ଜପ କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହେବା ସହିତ | ଆର୍ଥିକ ପରିସ୍ଥିତି ମଧ୍ୟ ଦୂର ହେଇଥାଏ ବୋଲି କୁହାଯାଏ | ତେବେ ସେହି ମନ୍ତ୍ର ଟି ହେଉଛି :- ଓଁ ନମଃ ହନୁମତେ ରୁଦ୍ରବତରାୟ, ବିଷ୍ଣୁରୂପାୟ,ଅମିତ ବିକ୍ରମୟା, ପ୍ରକଟ ପରାକୟା, ମହାବାଳା୍ୟା,ସୁଯ୍ୟକଟି ସମପ୍ରଭାୟ,ରାମ ଦୁତାୟ ସ୍ୱାହା |

ତେବେ ଆମେ ଜାଣିଛୁ କି ଆମକୁ ସବୁ ବିପଦ ରୁ ଉଦ୍ଧାର କରିବା ପାଇଁ ଆମେ ସବୁବେଳେ ଶଙ୍କଟ ମୋଚନ ବୀର ହନୁମାନ ଙ୍କୁ ପୂଜା କରିଥାଉ |ତେବେ ଏହି ମନ୍ତ୍ର ଟିକୁ ଜପ କରିବା ପୂର୍ବ ପ୍ରଥମେ ଆପଣ ଭଲ ଭାବରେ ହନୁମାନଙ୍କୁ ଧ୍ୟାନ ର ସହିତ ଆପଣଙ୍କ ମନରେ ରଖନ୍ତୁ | ତାପରେ ଏହି ମନ୍ତ୍ର କୁ ଭଲ ପ୍ରତ୍ୟେକ ଦିନ ସକାଳେ ଉଠି ତିନି ଥର ଜପ କରନ୍ତୁ ଦେଖିବେ ଆପଣଙ୍କର ସବୁ ଦୁଃଖ ସବୁ ଚିନ୍ତା ଦୂର ହେଇଯିବ | ଆଉ ଆପଣ ଙ୍କ ଜୀବନ ରେ ସମସ୍ତ ପ୍ରକାରର ଚିନ୍ତା ଓ ଅସୁବିଧା ଦୁରେଇ ଯିବ

ତେବେ କୁହାଯାଉଛି କି ରାମ ଭକ୍ତ ହନୁମାନ ଙ୍କର ଏହି ମନ୍ତ୍ର ସବୁ ବିପଦ ରେ ମଧ୍ୟ ଆପଣଙ୍କୁ ସହାୟକ ହେବ | ହନୁମାନଙ୍କ ଏହି ମନ୍ତ୍ର ଜପ କରିବା ସମୟରେ ଧ୍ୟାନର ସହିତ ଆପଣ ହନୁମାନଙ୍କୁ ସ୍ମରଣ କରିବା ସହିତ ନିଜ ମନରେ କେବଳ ହନୁମାନଙ୍କୁ ବ୍ୟତୀତ ଆଉ କାହାର ଭାବନା କୁ ମନରେ ଆଣନ୍ତୁ ନାହିଁ ନିରଳା ସହିତ ମଙ୍ଗଳବାର ଦିନ ବସି ହନୁମାନ ଙ୍କ ଏହି ମନ୍ତ୍ର କୁ ଜପ କରନ୍ତୁ ଦେଖିବେ ଆପଣଙ୍କର ସବୁ ଦୁଃଖ ଦୁର୍ଦଶା ଦୂର ହେଇଯିବ | ତାହେଲେ ଏହା ଥିଲା ସେହି ଉପାୟ ଯାହାକୁ ରାତିରେ ଜପ କରିବା ଯୋଗୁ ଆମକୁ ଶୁଭ ଫଳ ମିଳିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment