ତେବେ ଆପଣ ମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ | ଆଉ ଯେଉଁଠି ଏକା ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଦେଖୁବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ ଯୁବକ ଙ୍କ ପୋଷାକ ଭିତରେ ପଶିଯାଇଛି ଏକ ଛୋଟ ସାପ ଟିଏ | ଆଉ ଯାହାକୁ ଜାଣିବା ପରେ କାନ୍ଦି କାନ୍ଦି ମା ଜଣ ଙ୍କର ଅବସ୍ଥା ଖରାପ ହୋଇଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏଠାରେ ଏକା ଯୁବକ ଙ୍କ ଡ୍ରେସ ଭିତରେ ପଶିଯାଇଛି ଏକା ଛୋଟ ସାପ ଟେ | ଆଉ ଯେଉଁ ସାପ ଟିର ନାଁ ହେଉଛି ଘର ଚିତା | ଆଉ ଯାହାର ବିଷ ସେତେ ନାହିଁ କିନ୍ତୁ ସାପ ଟି ଯୁବକ ଙ୍କ ଡ୍ରେସ ଭିତରେ ଶୋଇଥିଲା ସମୟରେ ପଶି ଯାଇଥିବାର ଜଣା ପଡିଥିଲା | ଆଉ ସାପ ଟି ପଶିବା ପରେ ଲୋକ ଜଣଙ୍କ ନ ଡରି ସେମିତି ଶୋଇକି ରହିଥିଲେ ଓ ଯାହାକୁ ଦେଖିବା ପରେ ଯୁବକ ଙ୍କର ମା ଡରି ଯାଇଥିଲେ ଓ ସେ ସାପ ଧରାଳି କୁ ମଧ୍ୟ ଫୋନ କରିକି ଆସିବା ପାଇଁ କହିଥିଲେ |
ଆଉ ସାପ ଧରାଳି ଜଣଙ୍କ ଆସିଥିଲେ ଆଉ ସେ ସାପ ଟିକୁ ଧରିବା ପାଇଁ ସାପ ଧରାଳି ଜଣକ ଆସିଥିଲେ ଆଉ ଯିଏ କି ଲୋକ ଟିକୁ ଡରିବା ପାଇଁ ମନା କରିବା ସହିତ ତାଙ୍କର ଡ୍ରେସ କୁ ବ୍ଲେଟ ରେ କାଟିକି ଡ୍ରେସ ଭିତରୁ ଘର ଚିତି କୁ ବାହାର କରିଥିଲେ ଆଉ ସାପ ଧରାଳି ଜଣଙ୍କୁ ମଧ୍ୟ ସାପ ଟି ଦଂସନ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଯାହା ଜଣା ପଡିଛି କି ସାପ ଟି ଲୋକ ଟିକୁ 5 ଥର ଦଂସନ କରିଥିବାର ଜଣା ପଡିଛି |
ଆଉ ସାପ ଧରାଳି ଜଣଙ୍କ ଲୋକ ମାନଙ୍କୁ କହିଥିଲେ କି ଘର ଚାରିପଟେ ସଫା ରଖିବା ପାଇଁ ଆଉ ଯାହା ଯୋଗୁ ସାପ ଘର ଭିତରକୁ ପ୍ରବେଶ କରି ପାରିବ ନାହିଁ | ତାହା ବ୍ୟତୀତ ସାପ କାମୁଡ଼ିବା ପରେ ଆପଣ ମାନେ ନ ଡରି ବା ଲୋକ ମାନଙ୍କର କଥା କୁ ନ ଶୁଣି ଡାକ୍ତର ଙ୍କ ପାଖକୁ ଯିବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଇଛି |ତେବେ କୁହାଯାଏ କି ଆପଣ ଯଦି ଏହିଭଳି ଭାବରେ ସାପ କାମୁଡ଼ିଥିବା ଲୋକ ଙ୍କୁ ଡରାଇବେ ତାହେଲେ ସେମାନଙ୍କର ହାର୍ଟ ଆଟାକ ହେବାର ସମ୍ଭାବନା ମଧ୍ୟ ଥାଏ ବୋଲି କୁହାଯାଉଛି |ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।