ହଁ ବନ୍ଧୁଗଣ ଆଜି ମୁଁ ଯେଉଁ କଥା ଟି ବିଷୟରେ ଆଲୋଚନା କରିବାକୁ ଯାଉଛି ତାହା ହେଉଛି ପୁତ୍ର ସନ୍ତାନ ବିଷୟରେ କିଛି କଥା | ଯଦି ଆପଣଙ୍କର ପୁତ୍ର ସନ୍ତାନ ଟିଏ ନାହିଁ, ଆଉ ବାରମ୍ବାର ଝିଅ ହେଉଛି ଓ ପୁତ୍ର ସନ୍ତାନ ଟିକୁ ପାଇବା ପାଇଁ ଚାହୁଁଛନ୍ତି ତାହେଲେ 2 ଟି ସହଜ ଉପାୟ ରହିଛି | ଆଉ ଯେଉଁ ଉପାୟ ଟିକୁ ଆପଣ ମାନେ ବ୍ୟବହାର କରିକି ପୁତ୍ର ସନ୍ତାନ ପ୍ରାପ୍ତି ର ଖୁସି ପାଇପାରିବେ, ଆସନ୍ତୁ ତାହେଲେ ସେହି ଘରେଇ ଉପଚାର ବିଷୟରେ ଆଲୋଚନା କରିବା ଯାହାକୁ ଆମେ ବ୍ୟବହାର କରିକି ପୁତ୍ର ସନ୍ତାନ ପ୍ରାପ୍ତି କରି ପାରିବା |
ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ପୁତ୍ର ସନ୍ତାନ ଟିକୁ ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ଆପଣାଇ ଥାଉ , ତେବେ ଆଜି ମୁଁ ଆପଣ ମାନଙ୍କୁ ଦୁଇଟି ଉପାୟ ବିଷୟରେ ଜଣାଇବା ପାଇଁ ଯାଉଛି ଯାହାକୁ ନିୟମିତ ଭାବରେ ବ୍ୟବହାର କରିକି ପୁତ୍ର ସନ୍ତାନ ପ୍ରାପ୍ତି ର ସୁଯୋଗ ପାଇପାରିବେ ବୋଲି ମଧ୍ୟ କୁହାଯାଉଛି | ତେବେ କୁହାଯାଏ କି ପୁତ୍ର ସନ୍ତାନ ସମସ୍ତଙ୍କ ଭାଗ୍ୟରେ ନ ଥାଏ | ଆଉ ଯଦି ଆପଣ ମାନେ କୋଟି ପୁଣ୍ୟ କରିଥିବେ ତାହେଲେ ଆପଣ ଙ୍କର ପୁତ୍ର ସନ୍ତାନ ଟିଏ ଜନ୍ମ ଲାଭ କରିଥାଏ | ତାହେଲେ ଆସନ୍ତୁ ଆଜି ଜାଣିବା କେଉଁ ଦୁଇଟି ଉପାୟ କୁ ଆମେ ମାନେ ଆପଣାଇଲେ ପୁତ୍ର ସନ୍ତାନ ପ୍ରାପ୍ତି ର ସୌଭାଗ୍ୟ ପାଇଁ ପାରିବା |
1- ତେବେ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ପ୍ରଥମ ଉପାୟ ଟି ହେଉଛି ମୟୁର ଚନ୍ଦ୍ରିକା, ତେବେ ସୂଚନା ଅନୁସାରେ ଆପଣ ନିୟମ ମାନିକି ଯଦି ମୟୁର ଚନ୍ଦ୍ରିକା କାକୁ ବ୍ୟବହାର କରିବେ ତାହେଲେ ପୁତ୍ର ପ୍ରାପ୍ତି କରି ପାରିବେ | ତେବେ ସେଥିପାଇଁ ଆପଣଙ୍କୁ ରବିବାର ଦିନ ସକାଳୁ ଉଠି ଗାଧୋଇ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବା ପାଇଁ ପଡିବ | ତାହା ପରେ ମୟୁର ଚନ୍ଦ୍ରିକା କୁ ନେଇକି ଛୋଟ ଛୋଟ ଖଣ୍ଡ କରି କାଟିବା ପାଇଁ ପଡିବ | ତାହା ପରେ ସେହି ଚନ୍ଦ୍ରିକା ର ଖଣ୍ଡ କୁ ଗୋଡ଼ରେ ନେଇ ଖାଇବା ପାଇଁ ପଡିବ ତେବେ ଆପଣ ମାନେ ଯେତେବେଳେ ଡାହାଣ ପାଖ ନାକ ଫୋଡାରେ ନିଶ୍ୱାସ ନେଉଥିବେ ଏମିତି କରିବା ପାଇଁ ପଡିବ | ତାହା ବ୍ୟତୀତ ମହିଳା ଜଣଙ୍କ 2-3 ମାସ ର ପ୍ରେଗ୍ନେଣ୍ଟ ଥିବା ବେଳେ ଏମିତି ଖାଇବା ପାଇଁ ପଡ଼ିବ ବୋଲି କୁହାଯାଉଛି | ତେବେ ଏହିଭଳି ଆମେ ସୋମବାର ଓ ମଙ୍ଗଳବାର ମଧ୍ୟ କରି ପାରିବା |
2-ଦ୍ଵିତୀୟ ଉପଚାର ପାଇଁ ଆମକୁ ରୁଦ୍ରକ୍ଷ ର ଆବଶ୍ୟକତା ରହିଛି | ପ୍ରଥମେ ରୁଦ୍ରକ୍ଷ୍ୟ କି ଘୁରାଇ ସେଥିରୁ ମଣ୍ଡ ବାହାର କରିବା ପାଇଁ ପଡିବ, ଆଉ ତାହାକୁ ଗୋଟିଏ ଗ୍ଲାସ କ୍ଷୀର ରେ ଗୋଳାଇ ସେବନ କରିବା ପାଇଁ ପଡିବ | ତେବେ 2-3 ମାସର ଗର୍ଭବତୀ ବେଳେ ଏହି ଉପାୟ ଟି କରିବା ଆବଶ୍ୟକ
ତେବେ ଏହିଭଳି ଉପାୟ ରେ ଆମେ ପୁତ୍ର ସନ୍ତାନ ପ୍ରାପ୍ତ କରିପାରିବା ବୋଲି କୁହାଯାଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।