ବନ୍ଧୁଗଣ ଆପଣ ଜାଣିଥିବେ ଯେ ବର୍ତମାନ ଭାରତରେ ପ୍ରଶାସନିକ ପରୀକ୍ଷା କେତେ କଷ୍ଟକର |ଏହି ପରୀକ୍ଷାରେ ଉତୀନ୍ନ ହେବାପାଇଁ ପିଲା ମାନଙ୍କୁ ବହୁତ କଷ୍ଟ କରିବା ପାଇଁ ପଡୁଛି |ଏହି ପ୍ରଶାସନିକ ପରୀକ୍ଷାରେ ଉତୀନ୍ନ ହେବାପାଇଁ ଲକ୍ଷ ଲକ୍ଷ ପିଲା ଦିନ ରାତି କଷ୍ଟ କରି ପାଠ ପଢୁଛନ୍ତୁ, ଏଥିରେ ଉତୀନ୍ନ ହେବାପାଇଁ ହେଲେ ଛାତ୍ର ଛାତ୍ରୀମାନଙ୍କୁ ମନ ଓ ଧ୍ୟାନ ଦେଇ ପଢିବାପାଇଁ ହେବ |ଭାରତର ପ୍ରଶାସନିକ ପରୀକ୍ଷାରେ ଅନେକ ପ୍ରକାର କଷ୍ଟକର ଓ ଚାଲାକ ପ୍ରଶ୍ନ ପଚାରା ଯାଏ, ତେଣୁ ଏହି ପ୍ରଶ୍ନ ଉତ୍ତର ଦେବାପାଇଁ ଆପଣ ମାନଙ୍କୁ ମଧ୍ୟ୍ୟ କିଛି ଚାଲାକ ପ୍ରଶ୍ନ ଜାଣିବା ପାଇଁ ହେବ |ମୁଁ ଆଜି ଆପଣକୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବି ଯାହା ଆପଣକୁ ଆପଣଙ୍କ ଲକ୍ଷ ସ୍ଥଳରେ ପହଞ୍ଚାଇ ପାରିବ |ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଗୁଡିକ ବିଷୟରେ |
1:-ଲୁହା ଉପରେ କଳଙ୍କି ଲାଗିଲା ପରେ ତାହାର ଓଜନ ବଢିଥାଏ ନା କମିଥାଏ ?
ଉତ୍ତର :-ବଢିଥାଏ
2:-କେଉଁ ପକ୍ଷୀ ପଛକୁ ଉଡିଥାଏ ?
ଉତ୍ତର :-ହମିଙ୍ଗ ପକ୍ଷୀ
3:-ରାମାୟଣର ଲେଖକ କିଏ ?
ଉତ୍ତର :-ବାଲ୍ମୀକି
4:-ଭାରତରେ 14 ତମ ପ୍ରଧାନମନ୍ତ୍ରୀ କିଏ ?
ଉତ୍ତର :-ନରେନ୍ଦ୍ର ମୋଦି
5:-ଭାରତର ସବୁଠାରୁ ଛୋଟ ରାଜ୍ୟ ନାମ କଣ ଅଟେ?
ଉତ୍ତର :-ଗୋଆ
6:-ଭାରତୀୟ ସମ୍ବିଧାନରେ କେତୋଟି ଭାଷା ଅଛି ?
ଉତ୍ତର :- 22ଟି
7:-କେଉଁ ପଶୁ ରାତିରେ ମଧ୍ୟ୍ୟ ଦେଖିପାରେ ?
ଉତ୍ତର :-ଚିତା ବାଘ
8:-ଭାରତର ଜାତୀୟ ପିତା କିଏ ?
ଉତ୍ତର :-ମହାତ୍ମାଗାନ୍ଧୀ
9:-2020ରେ ଦୁନିଆରେ କଉଁ ମହାମାରୀ ଚାଲିଥିଲା ?
ଉତ୍ତର :-କୋରୋନା ଭାଇରସ
10:-ଭାରତରେ ପ୍ରଥମ ଫୋନ କେବେ ଲଞ୍ଚ ହୋଇଥିଲା ?
ଉତ୍ତର :-1995
11:-ଭାରତରେ ଲାଇସେନ୍ସ ତିଆରି କରିବାର ବୟସ ସୀମା କେତେ ?
ଉତ୍ତର :-18ବର୍ଷ
12:-କେଉଁ ଧାତୁକୁ ଛୁରୀରେ ସହଜରେ କାଟି ଦିଆଯାଇ ପାରିବ?
ଉତ୍ତର :-ସୋଡିୟମ
13:-ଚୂନ ପାଣି ସହିତ ମିଶ୍ରିତ ହେଲେ କଉଁ ଗ୍ୟାସ ବାହାରି ଥାଏ ?
ଉତ୍ତର :-କାର୍ବନ ଡାଇଓକସାଇଡ
14:-ଶିଖ ମାନଙ୍କର ମୁଖ୍ୟ ପର୍ବ କଣ ଅଟେ ?
ଉତ୍ତର :-ବୈଶାଖୀ
15:-ମାଟି ପାତ୍ର କିଏ ତିଆରି କରେ ?
ଉତ୍ତର :-କମାର
16:-ଲେମ୍ବୁ ଓ କମଳା ମଧ୍ୟ୍ୟରୁ କଉଁ ଭିଟାମିନ ମିଳିଥାଏ ?
ଉତ୍ତର :-ଭିଟାମିନ ସି
17:-କ୍ୟାପଟେନ କୁଲ ଭାବରେ କିଏ ଜଣା ଶୁଣା ?
ଉତ୍ତର :-ମହେନ୍ଦ୍ର ସିଂହ ଧ୍ୱନି
18:-କେଉଁ ଦେଶ ପ୍ରଥମେ କରୋନା ଭେକସିନ ଉଦ୍ଭାବନ କରିଥିଲା ?
ଉତ୍ତର :-ଋଷ
19:-କଦଳୀ ସହିତ କଣ ଖାଇଲେ ମଣିଷ ମରିଯାଏ ?
ଉତ୍ତର :-ଅଣ୍ଡା
20:-ବର୍ତମାନ ଭାରତରେ କେତୋଟି ରାଜ୍ୟ ଅଛି ?
ଉତ୍ତର :-29 ରାଜ୍ୟ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।