ବିଦେଶରେ ରହି କେମିତି ଦୀପାବଳି ପାଳିଲେ ହିରୋଇନ ଇପ୍ସିତା ( Ipsita )… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଦୀପାବଳି ଅବସରରେ ଆମେ ଆମ ଘର କୁ ସୁନ୍ଦର ଭାବରେ ସୋଯାଇଥାଉ ଦୀପ ରେ | ଆଉ ଯେଉଁଠି କୁହାଯାଏ କି ଆମ ଭାରତୀୟ ମାନଙ୍କର ବିଭିନ୍ନ ପ୍ରକାରର ପର୍ବ ମାନଙ୍କ ମଧ୍ୟରେ ଦୀପାବଳି ମଧ୍ୟ ଗୋଟିଏ ବହୁତ ଭଲ ଆଉ ପପୁଲାର ପର୍ବ | ଆଉ ଯେଉଁ ପର୍ବକୁ ଆମ ଭାରତୀୟ ମାନେ ବହୁତ ଧୁମ ଧାମ ରେ ପାଳନ କରିଥାଏ |ତେବେ କୁହାଯାଏ କି ଆମ ଭାରତୀୟ ମାନେ ଯେଉଁଠି ରହିଲେ ମଧ୍ୟ ସେମାନଙ୍କର ମନ ହେଉଛି ଭାରତୀୟ | ତେବେ ବର୍ତ୍ତମାନ ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ବେଶ ପପୁଲାର ଏକ୍ଟର ଇପ୍ସିତା ଙ୍କର ଦୀପାବଳି ସେଲିବ୍ରେସନ ର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଇପ୍ସିତା ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ | ନିଜର ଅଭିନୟ ମାଧ୍ୟମରେ ଅଲିଉଡ ଜଗତରେ ନିଜର ଏକା ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଥିଲେ ସେହି ଚୁଳ ବୁଲି ଅଭିନେତ୍ରୀ ଇପ୍ସିତା | ତେବେ ଖାଲି ଫ୍ଲିମ ନୁହଁ ଅନେକ ଧାରାବାହକ ରେ ମଧ୍ୟ ତାଙ୍କର ଅଭିନୟ ର ଯାଦୁ ଦେଖିବାକୁ ପାଇଥିଲେ ଦର୍ଶକ ମାନେ |ଆଉ ଏକା ଶାନ୍ତ ଆଉ ବହୁତ ଭଲ ସ୍ଵଭାଵ ର ହିରୋଇନ ଭାବରେ ସମସ୍ତଙ୍କ ମନରେ ରାଜ କରୁଥିବା ଇପ୍ସିତା ଙ୍କର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ଇପ୍ସିତା ବିଦେଶରେ ତାଙ୍କର ସ୍ୱାମୀ ଓ ଶାଶୂ ଘରର ଲୋକ ଙ୍କ ସହିତ ରହୁଛନ୍ତି, | କିନ୍ତୁ ତାଙ୍କ ଭିତରେ ଆମ ଭାରତ ର ସମସ୍ତ କଳା ଆଉ ସଂସ୍କୃତି ରହିଛି | ବିଦେଶରେ ରହୁଥିଲେ ମଧ୍ୟ ଆଲୋକର ପର୍ବ ଦୀପାବଳି କୁ ଭୁଲି ନାହାନ୍ତି ଇପ୍ସିତା | ଆଉ ଦେଖିବାକୁ ମିଳିଛି କି ସବୁଠୁ ସୁନ୍ଦର ଭାବରେ ଘର ଟିକୁ ଦୀପ ରେ ସଜାଇ ଦେଇଛନ୍ତି | ତାହା ସହିତ ଘରେ ବିଭିନ୍ନ ରଙ୍ଗର ଆଲୋକ ମଧ୍ୟ ଦେଇଛନ୍ତି ଓ ଯାହା କୁ ଦେଖିବା ପରେ ଜାଣି ହେଉଛି କେତେ ସୁନ୍ଦର ଭାବରେ ନିଜର ଘରକୁ ସଜେଇବାରେ ଲାଗିଥିଲେ ଇପ୍ସିତା |

ଆଉ ସେପଟେ ଦେଖା ଯାଉଛି କି ଘର ର ମୁହଁରେ ସୁନ୍ଦର ଭାବରେ ରଙ୍ଗୁଳି ମଧ୍ୟ ପକାଇଛନ୍ତି ହିରୋଇନ ଇପ୍ସିତା | ଆଉ ରଙ୍ଗୁଳି ସହିତ ଦୀପ ଗୁଡିକୁ ଏତେ ସୁନ୍ଦର ଭାବରେ ଶୋଜାଇଛନ୍ତି କି ଘର ଟି ବହୁତ ସୁନ୍ଦର ଦେଖା ଯାଉଛି | ତାହା ସହିତ ଇପ୍ସିତା ମଧ୍ୟ ବହୁତ ସୁନ୍ଦର ଭାବରେ ସଜେଇ ହେଇଛନ୍ତି | ଆଉ ତାଙ୍କର ଏହି ଭିଡିଓ କୁ ବନାଇ ସେ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି | ଆଉ ଯାହା ଏବେ ଭାଇରାଲ ହେବାରେ ଲାଗିଛି ଓ ସମସ୍ତେ ଇପ୍ସିତା ଙ୍କର ପ୍ରସଂଶା ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment