Season 1ର Top contestant ସୌମ୍ୟାଶ୍ରୀ, ଦେବସ୍ମିତା & ଉପାସନା ଙ୍କ Performance ରେ କଲେ କମାଲ… ମାତ୍ର 4 ଘଣ୍ଟାରେ 80k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଥିବା ସେହି ଭଜନ ଯାହା ଓଡିଶା ରିୟାଲିଟି ଶୋ ମୁ ବି ନମିତା ଅଗ୍ରୱାଲ ହେବି | ଏହି ରିୟାଲିଟି ଶୋ ଟି ଛୋଟ ଛୋଟ ପିଲା ମାନଙ୍କୁ ନେଇ ଆରମ୍ଭ କରିଥିବା ଏହି ରିୟାଲିଟି ଶୋ | ଯାହା ମାଧ୍ୟମ ରେ ଓଡିଶା ରେ ଥିବା ବିଭିନ୍ନ କଣ୍ଠ ଶିଳ୍ପୀ ମାନେ ତାଙ୍କର ପ୍ରତିଭା ଦେଖାଉଛନ୍ତି | ତେବେ ଏହି ରିୟାଲିଟି ଶୋ ରେ ଭାଗ ନେଇ ଥିବା ବିଭିନ୍ନ କଳାକାର ମାନଙ୍କ ମଧ୍ୟରୁ ସୌମ୍ୟାଶ୍ରୀ, ଦେବସ୍ମିତା ଓ ଉପାଶନା ସବୁଥର ପରି ଏଥର ମଧ୍ୟ ଜର୍ଜ ମାନଙ୍କର ମନ ଜିଣିଥିବା କୁହାଯାଇଛି | ଆଉ ଯାହା କୁ ଶୁଣିବା ପରେ ସମସ୍ତେ ସେମାନଙ୍କର ପ୍ରସଂଶା ମଧ୍ୟ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି କଣ୍ଠ ଶିଳ୍ପୀ ମାନଙ୍କ ବିଷୟରେ ଜାଣିବା |

ତେବେ ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ରିୟାଲିଟି ଶୋ ମୁ ବି ନମିତା ଅଗ୍ରୱାଲ ହେବି | ଏହି ଶୋ ରେ ସିଜିନ 1 ରେ ଫାଇନାଲ ନେଇଥିବା ଉପାସନା ପୁଣି ଥରେ ତାଙ୍କର କଣ୍ଠ ର ଯାଦୁ ଓଡିଶା ବାସୀ ଙ୍କୁ ଦେଖାଇବ | ତେବେ ଏହି ତିନି ଜଣ ନମିତା ଅଗ୍ରୱାଲ ବହୁ ଚର୍ଚ୍ଚିତ ଭଜନ ଗୀତ ଟି ଗାଇ ଏବେ ବେଶ ପ୍ରଶଂସା ସାଉଣ୍ଟୁଛନ୍ତି | ତେବେ ସେହି ସୁନ୍ଦର ଗୀତ ଟି ହେଉଛି, “ କି ରଙ୍ଗ ଲଗେଇ ଦେଲୁରେ କଳା ରଙ୍ଗିଆ ” ଏହି ଗୀତ କୁ ନେଇ ଓଡିଶା ର ତିନି କଣ୍ଠ ଶିଳ୍ପୀ ବେଶ ଚର୍ଚ୍ଚା ରେ ଥିବା ସହିତ ଏହି କିଛି ଦିନରେ ଏହି ଗୀତ ମାଧ୍ୟମ ରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି | ତେବେ ସେ ଗାଇଥିବା ଏହି ସୁନ୍ଦର ଗୀତ ଅଳ୍ପ ସମୟ ମଧ୍ୟରେ ସୋସିଆଲ ମିଡିଆରେ ବେଶ ଲୋକ ପ୍ରିୟତା ହାସଲ କରିଛି |

ଯାହା କୁହାଯାଉଛି କି ଓଡିଶା ବିଭିନ୍ନ ଗାୟକ କଳାକାର ମଧ୍ଯ ରୁ ଏହି ତିନି ଗାୟିକା କଳାକାର ଅନ୍ୟତମ | ଏହି ଗୀତ ଗାଇବାର ମାତ୍ର କିଛି ସମୟ ପରେ ଏହା ସୋସିଆଲ ମିଡିଆରେ ଲୋକଙ୍କୁ ଠାରୁ ବେଶ ପ୍ରଶଂସା ସାଉଁଟିଥିଲା | ତେବେ ଗୀତ ଟି ବହୁତ ଦିନ ଆଗରୁ ନମିତା ଅଗ୍ରୱାଲ କଣ୍ଠ ରୁ ସ୍ଟୁଡ଼ିଓ ଡବିଙ୍ଗ ହେଇଥିଲେ ମଧ୍ୟ ପୁଣି ଥରେ ଏହି ଗୀତ କୁ ମୁ ବି ନାମିତା ଅଗ୍ରୱାଲ ହେବି,ରିୟାଲିଟି ଶୋ ରେ ସୌମ୍ୟାଶ୍ରୀ, ଦେବସ୍ମିତା ଓ ଉପାସନା ବହୁତ ସୁନ୍ଦର ଭାବରେ ଗାଇ ଜର୍ଜ ମାନଙ୍କ ମନକୁ ଜିତିବା ସହିତ ଷ୍ଟେଜ ମଧ୍ୟ ଏହି ଗୀତ ରେ ବହୁତ ସୁନ୍ଦର ଭାବେ ପେଫୋରମାନ୍ସ କରିଥିବାର ନଜର ଆସିଥିଲେ | ତେବେ ସେଠାରେ ଉପସ୍ଥିତ ଜର୍ଜ ମାନେ ମଧ୍ୟ ତାଙ୍କ ଏହି ଗୀତ ରେ ଝୁମିବାକୁ ଲାଗିଥିଲେ | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ତେଵେ ଏହା ପରେ ମୁ ବି ନମିତା ଅଗ୍ରୱାଲ ହେବି ସିଜିନ 1 ର ଫାଇନାଲିଷ୍ଟ ଦେବସ୍ମିତା ଆଚାର୍ଯ୍ୟ ଆଉ ଗୋଟେ ନମିତା ଅଗ୍ରୱାଲ ଙ୍କ ସେହି ଜଗନ୍ନାଥ ଙ୍କ ଉଦେଶ୍ୟ ଗାଇଥିବା ବେଶ ଚର୍ଚ୍ଚିତ ଗୀତ ଯାହା ଏବେ ବି ଓଡିଶାର ଘରେ ଘରେ ପରିଚିତ | ତେବେ ସେହି ଗୀତ ହେଉଛି -” ସଜେଇବୁ ନାହିଁ ବୋଉଳ ମାଳ ଆଖି ମୋର ଲାଖି ଯାଏ କାଳିଆ ” ତେବେ ସୁନ୍ଦର ଗୀତ ଟିକୁ ବହୁତ ସୁନ୍ଦର ଭାବେ ଗାଇ ବେଶ ପ୍ରଶଂସା ସାଉଁଟି ଛନ୍ତି ଦେବସ୍ମିତା |ତେବେ ଏହି ସୁନ୍ଦର ଗୀତ କୁ ଯିଏ କେହି ବି ଏ ଶୁଣିଲେ ତାଙ୍କର ମନ ମୁଗ୍ଧ ହେଇଯିବ ବୋଲି କୁହା ଯାଇଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment