ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ” ଗଛ କହିଲା କାଟନି ମୋତେ ” ଗୀତରେ ଡ୍ୟାନ୍ସ ଭିଡ଼ିଓ… 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ବନ୍ଧୁଗଣ ଅନେକ ଭାଇରାଲ ଭିଡିଓ ଆପଣ ମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏମିତି ଭିଡିଓ ଆମ ସାମ୍ନା କୁ ଆସୁଥାଏ ଯାହାକୁ ଦେଖିଲେ ଆପଣ ମାନେ ନିହାତି ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଖୁସି ମଧ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି ପିଲା ମାନଙ୍କର ନଲେଜ କୁ ବଢାଇବା ସହିତ ପିଲାଙ୍କର ପାଠ ପଢା ପ୍ରତି ଆଗ୍ରହ ବଢାଇବା ପାଇଁ ଗୀତ ଆଉ ନାଚ ମାଧ୍ୟମରେ ପାଠ ପଢ଼ାଉଛନ୍ତି ଛୋଟ ପିଲା ମାନଙ୍କୁ ଅଙ୍ଗନବାଡି ଦିଦି ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |

ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଅଙ୍ଗନବାଡି ଦିଦି ଜଣଙ୍କ ପିଲା ମାନଙ୍କୁ ପାଠ ପଢାଇବା ସହିତ ଗୀତ ମାଧ୍ୟମରେ ଗଛ ଆମର କଣ କରିଥାଏ ଓ ଗଛ କୁ କାଟିବା ଯୋଗୁ ଆମ ମାନଙ୍କର କଣ ସବୁ କ୍ଷତି ହୋଇଥାଏ ସେ ବିଷୟରେ ଦେଖାଇଛନ୍ତି | ଆଉ ଏଠାରେ ଦେଖିବାକୁ ମିଳିଛି କି ଛତ୍ରପୁର ରେ ଏହି ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯାହାକୁ ଭାଇରାଲ କୋରେଇଛନ୍ତି ସୁଜାତା | ଆଉ ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି କି “ଗଛ କହିଲା କାଟନି ମୋତେ ” ଏହି ଗୀତ ଟିରେ ସୁନ୍ଦର ଭାବରେ ନାଚ ଆଉ ଅଭିନୟ କରିବାକୁ ଲାଗିଛନ୍ତି ଅଙ୍ଗନବାଡି ଦିଦି ଜଣଙ୍କ |ଆଉ ଯେଉଁଠି ତାଙ୍କର ଅଭିନୟ ର ଯାଦୁ ଏତେ ଅଧିକ ଥିଲା କି ତାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ |

ତେବେ ଯାହା ଦେଖିବାକୁ ମିଳୁଛି କି ଦିଦି ଜଣଙ୍କ ଖାଲି ଏକା ନାଚୁ ନାହାନ୍ତି ତାଙ୍କ ସହିତ ପିଲା ମାନଙ୍କୁ ମଧ୍ୟ ତାଳି ଦେବା ପାଇଁ ଛିଡା କରାଇଛନ୍ତି | ଆଉ ପିଲା ମାନେ ଦିଦି ଙ୍କ ପାଖରୁ ନାଚ କୁ ଦେଖିକି ନାଚି ବାକୁ ଲାଗୁଛନ୍ତି ଆଉ କହିବାକୁ ଲାଗୁଛନ୍ତି ଗଛ କହୁଛି ମୋତେ କାଟିନି | ତେବେ ଦିଦି ଜଣଙ୍କର ଏହି ଭଳି ଭାବରେ ସୁନ୍ଦର ଡାନ୍ସ ମାଧ୍ୟମରେ ପାଠ ପଢ଼ାଉଛନ୍ତି ଓ ଗଛ ବିଷୟରେ ବୁଝାଇବାକୁ ଲାଗିଛନ୍ତି କି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ |

ତେବେ ଦିଦି ଜଣଙ୍କର ଏହି ଭଳି ଭାବରେ ପ୍ରୟାସ ଆଉ ପିଲା ମାନଙ୍କୁ ଏହିଭଳି ଗୀତ ନାଚ ଆଉ ଅଭିନୟ ମାଧ୍ୟମରେ ପାଠ ପଢେଇବା ପ୍ରୋସେସ କୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | ତେବେ ଯାହା ଦେଖିବାକୁ ମିଳିଛି ଦିଦି ଜଣଙ୍କର ଏହିଭଳି ପଢେଇବା କୁ ଛୋଟ ଛୋଟ ପିଲାମାନେ ମଧ୍ୟ ଅଧିକ ପସନ୍ଦ କରୁଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବ ସହିତ ଦିଦି ଜଣଙ୍କ ବହୁତ ପ୍ରସଂଶାର ପାତ୍ର ମଧ୍ୟ ହେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment