ଓଃ କି ଡ୍ୟାନ୍ସ ! Jyotshna ଭାଉଜ ତମ ବାହାଘରକୁ ୩ବର୍ଷ ହେଲାଣି ହେଲେ ଷ୍ଟେଜ ରେ ରୋମାଣ୍ଟିକ ଡ୍ୟାନ୍ସ କରି ଧୁମ ମଚେଇଲେ….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ହେଉ ବ ପ୍ରତେକ ଓଡ଼ିଆ ଙ୍କ ଘରେ ଗୋଟିଏ ମାତ୍ର ଶୋ ସମସ୍ତଙ୍କର ମନରେ ରାଜ କରିବାରେ ଲାଗିଛି ତାହା ହେଉଛି ସିଦ୍ଧାର୍ଥ ଟିଭି ରେ ପ୍ରସାର ଲାଭ କରିଥିବା ଶୋ “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” | ଆଉ ଯାହା କୁହାଯାଉଛି କି ପିଲା ଠାରୁ ଆରମ୍ଭ କରିକି ବୟସ୍କା ପର୍ଯ୍ୟନ୍ତ ସମସ୍ତେ ଏହି ରିୟାଲିଟି ଶୋ ଟିକୁ ଦେଖୁଛନ୍ତି ଆଉ ପସନ୍ଦ କରିବା ପାଇଁ ଲାଗିଛନ୍ତି | ତେବେ କୁହାଯାଉଛି କି ଓଡିଶା ରେ ଥିବା ଟେଲେଣ୍ଟ ମାନଙ୍କ ଦର୍ଶକ ମାନଙ୍କର ସାମ୍ନା କୁ ଆଣିବାର ଗୋଟିଏ ନିଆରା ପ୍ରୟାସ କରିଛି ସିଦ୍ଧାର୍ଥ ଟିଭି ର ଏହି ଶୋ ଟି |ଆଉ ଯେଉଁଥିରେ ଜ୍ୟୋତ୍ସ୍ନା ମାଡାମ ବହୁତ ସୁନ୍ଦର ଭାବରେ ତାଙ୍କର ଝଲକ ଦେଖାଇବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |.

ତେବେ ଆମେ ସମସ୍ତେ ଜାଣିଛୁ କି ସମ୍ପୂର୍ଣ୍ଣ ଲକ୍ଷ୍ମୀ ଗୋଟିଏ ଏମିତି ମଞ୍ଚ ଯେଉଁଥିରେ ମହିଳା ମାନେ ଆଉ ଅବଳା ଆଉ ଦୁର୍ବଳା ହେଇକି ରହୁ ନାହାନ୍ତି | ନିଜ ପାଇଁ ଏକ ଏକ ବଡ଼ ସୁଯୋଗ ଯାହା ଦ୍ୱାରା ମହିଳା ମାନେ ନିଜର ସମସ୍ତ ଟେଲେଣ୍ଟ କୁ ଦେଖାଇ ଓଡିଶା ର ଘରେ ଘରେ ପ୍ରସଂଶିତ ହେବା ସହିତ , ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କୁହାଯାଉଛି | ଆଉ ଏହି ମଞ୍ଚ ରେ ନିଜ ଭିତରେ ଥିବା ପ୍ରତିଭା କୁ ଦେଖିବା ପାଇଁ ଜୋଜେସ ଭାବରେ ଅଛନ୍ତି ପୁପିନ୍ଦର, ଜିନା ଓ ସ୍ମିତା |

ଆଉ ଆଜି ଆମେ ସେହି ଗୃହିଣୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଦେଖିବା ପରେ ଜୋଜେସ ମାନେ ସ୍କୁଲ ରେ ପଢ଼ୁଥିବା ଝିଅ ବୋଲି କହିଥିଲେ | ତେବେ ସେ ହେଉଛନ୍ତି ଜ୍ୟୋତ୍ସ୍ନା ମାଡାମ | ତେବେ “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ର ମହା ମଞ୍ଚରେ ତାଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା ଆଉ ଯାହାକୁ ସେ ଉତ୍ତର ଦେଇ ପାରି ନ ଥିଲେ | କିନ୍ତୁ ତାଙ୍କ ପାଖରେ ଅନ୍ୟ କଳା ଭରପୁର ଥିଲା | ଆଉ ଯେଉଁଥିପାଇଁ ସେ ଜୋଜେସ ମାନଙ୍କର ମନକୁ କିଣି ପାରିଥିଲେ ବୋଲି କୁହାଯାଉଛି |

ଜ୍ୟୋସ୍ନା ମାଡାମ ଏତେ ସୁନ୍ଦର ଭାବରେ ତାଙ୍କର ଡାନ୍ସ କୁ ଷ୍ଟେଜ ଉପରେ କରିବାକୁ ଲାଗିଥିଲେ ଯାହାକୁ ଦେଖିବା ପରେ ସମସ୍ତେ ବେଶ ଖୁସି ହୋଇଯାଇଥିଲେ ଓ ତାଙ୍କୁ ନେକଷ୍ଟ ଲେବୁଲ କୁ ସିଲେକ୍ଟ କରିଥିଲେ | ଆଉ ସମସ୍ତେ ତାଙ୍କ ଭିତରେ ଥିବା ଆଉ କେଉଁ କେଉଁ କଳା ରହିଛି ଜାଣିବା ପାଇଁ ଇଛା ରଖିଥିଲେ | ଆଉ ଜ୍ୟୋତ୍ସ୍ନା ମାଡାମ ଙ୍କର ଏହି ପରଫୋମାନ୍ସ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment