ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… ମହିଳା ଏବଂ ନାଗ ସାପ ( Cobra ) ର ସମ୍ବନ୍ଧ ଦେଖି ଆଶ୍ଚର୍ଯ୍ୟ ହୋଇ ରହିଯିବେ….

ତେବେ ଦର୍ଶକ ବନ୍ଧୁ ଆଜି କାଲି ବିଷଧର ସାପ ମାନେ ଘରେ ପଶୁଥିବାର କଥା ଆପଣ ମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ନାଗ ସାପ ଟି ଘର ଭିତରେ ପଶିଯାଇଛି ଓ ରାଗି ଯାଇ ଲୋକ ଙ୍କ ଉପରକୁ କେଉଁଭଳି ଭାବରେ ଫେଣା ଟେକିବାରେ ଲାଗିଛି ସେହି ବିଷଧର ନାଗ ସାପ ଟି | ଆଉ ଯାହାକୁ ଦେଖିବା ପରେ ଘରର ଲୋକ ମାନେ ଡରିଯାଇ ଫୋନ କରି ସାପ ଧରାଳି ଙ୍କୁ ଆଣି ସାପ ଟିକୁ ଧରିବା କଥା ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିଛି ଅଧ ରାତ୍ରି ସମୟରେ ଏକ ବିଷ ଧର ନାଗ ସାପ ଟିକୁ ଦେଖିବାକୁ ପାଇଥିଲେ ଗୋଟିଏ ଘର ଭିତରେ | ତେବେ କୁହାଯାଉଛି କି ମହିଳା ଜଣଙ୍କ ତାଙ୍କର ପୁଅ ଙ୍କ ସହିତ ଯେତେବେଳେ ଘର ଭିତରକୁ ଯାଉଥିଲେ ସେତେବେଳେ ଛୋଟ ପିଲା ଟି ଦେଖିବାକୁ ପାଇଥିଲା କି ଗୋଟିଏ ସାପ ଟେ ତାର ଫେଣା ଟେକିକି ଛିଡା ହୋଇଛି | ଆଉ ଯାହାକୁ ଦେଖିବା ପରେ ସେମାନେ ଡରି ଯାଇଥିଲେ ବୋଲି ଜଣା ପଡିଛି | ଆଉ ମହିଳା ଜଣଙ୍କ ପରିବାରର ଅନ୍ୟ ମାନଙ୍କ ଡାକି ଦେବା ଫଳରେ ସେମାନେ ସାପ ଟିକୁ ଘରୁ ବାହାର କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଯେତେବେଳେ ସାପ ଟିକୁ ଘୋଉଡ଼େଇବାକୁ ସେମାନେ ଚେଷ୍ଟା କରୁଥିଲେ ସେତେବେଳେ ସାପ ଟି ରାଗି ଯାଇଥିଲା | ଆଉ ଦଂସନ କରିବ ବୋଲି କହି ନିଜର ଫେଣା କୁ ଟେକି ଆସିଥିଲା | ଆଉ ଯାହାକୁ ଦେଖିବା ପରେ ପରିବାର ଲୋକ ମାନେ ଭୟଭୀତ ହୋଇ ଯାଇଥିଲେ | ଆଉ ସଙ୍ଗେ ସଙ୍ଗେ ସାପ ଧରାଳି ଙ୍କୁ ମଧ୍ୟ ଫୋନ କରିଥିଲେ | ଆଉ ଯାହା ଫଳରେ ସାପ ଧରାଳି ଜଣଙ୍କ ତାଙ୍କର ସରଞ୍ଜାମ କୁ ନେଇକି ଆସିଥିଲେ | ଆଉ ସାପ ଟିକୁ ଖୋଜି ଧରିବା ପାଇଁ ଚେଷ୍ଟା ମଧ୍ୟ କରିବାକୁ ଲାଗିଥିଲେ |

ତେବେ ସାପ ଟି ରାଗି ଯାଇଥିଲା ଆଉ ନିଜର ଫେଣା କୁ ଟେକି ଦଂସନ କରିବା ପାଇଁ ମାଡ଼ି ଆସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଯାହା ଜଣା ପଡିଛି କି ସାପ ଟିକୁ ଧରିବା ପାଇଁ ବହୁତ ଚେଷ୍ଟା କରିଥିଲେ ଆଉ ଶେଷରେ ସାପ ଟିକୁ ଧରିବାରେ ସକ୍ଷମ ହୋଇଥିଲେ | ଆଉ ଶେଷରେ ସାପ ଟିକୁ ବ୍ୟାଗ ରେ ପୁରାଇ ନିଜ ସହିତ ନେଇ ଯାଇଥିଲେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment