ତେବେ ବନ୍ଧୁଗଣ ସମସ୍ତଙ୍କ ମନରେ ଘର କରିଥିବା ଓଡ଼ିଶାରେ ବେଶ ପ୍ରସଂଶା ସାଉଟୁଥିବା ନମ୍ବର 1 ଯୋଡ଼ି ହେଉଛନ୍ତି ରୁପା ଆଉ ପିଣ୍ଟୁ | ଆଉ ଯାହା ଜଣା ପଡିଛି ସେମାନେ ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ମ୍ୟୁଜିକାଲ ଭିଡିଓ ମାନ ଆମ ଓଡିଶା ବାସୀ ଙ୍କ ପାଇଁ ଭେଟି ଦେଇଥାନ୍ତି ଓ ସମସ୍ତଙ୍କ ର ମନକୁ ମଧ୍ୟ ବେଶ ହରଣ କରିଥାନ୍ତି | ତେବେ ଏଠାରେ ସେହି ହିଟ ଯୋଡ଼ି ଙ୍କର ଏକ ମ୍ୟୁଜିକାଲ ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯାହାର ଗୀତ ଆଉ ନାଚ ର ଯାଦୁ ଏତେ ଭଲ ହୋଇଛି କି ତାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କୋରେଇଛୋ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେମାନଙ୍କର ସେହି ମ୍ୟୁଜିକ ଭିଡିଓ ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ଜାଣିଛୁ କି ଓଡ଼ିଶାର ହିଟ କରା ନମ୍ବର 1 ଯୋଡ଼ି ହେଉଛନ୍ତି ଭ୍ଲୋକର ରୁପା ଆଉ ପିଣ୍ଟୁ ଙ୍କ କଥା | ଆଉ ଯାହା ଜଣା ପଡିଛି କି ସେମାନଙ୍କ ର ଏକ ନୂଆ ଭିଡିଓ ଆଜି ରିଲିଜ ହୋଇଛି ଆଉ ଯାହାର ନାଁ ହେଉଛି “ରାଜ ନନ୍ଦିନୀ ” | ଆଉ ଯେଉଁ ମ୍ୟୁଜିକାଲ ଭିଡିଓ ଟି ର ସୁଟିଂ ଠୁ ଆରମ୍ଭ କରିକି ଗୀତ ପର୍ଯ୍ୟନ୍ତ ଏତେ ସୁନ୍ଦର ହୋଇଛି କି ତାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କୋରେଇଛି ବୋଲି କୁହାଯାଉଛି ଆଉ ଏଠାରେ ସେହିଭଳି ଝଲକ ଦେଖିବାକୁ ମିଳିଛି ଏହି ନାଚ ରେ |
ଆଉ ଯେଉଁଠି ସଂଗୀତ ପ୍ରଦର୍ଶନ କରିଛନ୍ତି ବଲିଉଡ ରୁ ଆସିଥିବା ଜଣା ଶୁଣା କଣ୍ଠ ଶିଳ୍ପୀ ଯାହାଙ୍କର ସ୍ୱରରେ ରହିଛି ଯାଦୁ ସେ ହେଉଛନ୍ତି ଉଦିତ ନାରାୟଣ ଆଉ ତାଙ୍କ ସହିତ କ ସିଙ୍ଗର ଭାବରେ ଅଛନ୍ତି ଅନନ୍ୟା | ଆଉ ଦୁହିଁଙ୍କର ଗୀତ ର ଯାଦୁ ଏତେ ଭଲ ହୋଇଥିଲା କି ତାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି ବୋଲି ମଧ୍ୟ କୁହାଯାଉଛି |ଆଉ ଯେଉଁଠି ଦେଖିବାକୁ ମିଳିଛି କି ରୁପା ଆଉ ପିଣ୍ଟୁ ଏହି ସୁନ୍ଦର ମ୍ୟୁଜିକାଲ ଭିଡିଓ ର ସୁଟିଂ ପାଇଁ ଗାଁ କୁ ଯାଇଥିଲେ |
ଆଉ ଗାଁ ରେ ବହୁତ ସୁନ୍ଦର ଭାବରେ ସେମାନେ ଏହି ଗୀତ ଟିର ସୁଟିଂ ହୋଇଛି | ଆଉ ଗାଁ ର ପରିବେଶ ସାଙ୍ଗକୁ ଶସ୍ୟ କ୍ଷେତ ତାହା ସାଙ୍ଗକୁ ଭଲ ପାଇବା ପରିଭାଷା କୁ ନେଇକି ସୁଟିଂ ହୋଇଥିବା ଏହି ଗୀତ ଆଉ ଡାନ୍ସ କୁ ଯିଏ ଦେଖିବ ସତରେ ସେ ଆକର୍ଷିତ ହୋଇଯିବ ସେହି ମ୍ୟୁଜିକାଲ ଭିଡିଓ ଆଡକୁ ବୋଲି କୁହାଯାଇଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।