ସୁପରଷ୍ଟାର କମେଡିଆନ Anugulia ବଣ୍ଟି ଙ୍କ ନୂଆ ଆଲବମ ” ତୋର କୁଞ୍ଚ କୁଞ୍ଚିଆ ବାଳ 2 ” Official 4k Video

ବନ୍ଧୁଗଣ କିଛି ମ୍ୟୁଜିକ ଭିଡିଓ ଏମିତି ରହିଥାଏ ତାହା ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ ଏବଂ ସେ ଗୀତର ଚାହିଦା ବେଶ୍ ବଢ଼ି ଯାଇଥାଏ। ସୋସିଆଲ ମିଡିଆରେ ଏହା ବହୁତ୍ ମାତ୍ରାରେ ଭାଇରାଲ ବି ହୋଇଥାଏ। ସେହିପରି ଅନେକ ଓଡ଼ିଆ ଆଲବମ ଗୀତ ଆପଣ ନିଶ୍ଚିତ ଦେଖିଥିବେ ଏବଂ ଶୁଣିଥିବେ। ସେହିପରି ଏବେ ଏକ ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁ ଗୀତକୁ ଶୁଣିଲେ ଆପଣ ବି ଖୁସି ହୋଇଥିବେ। କାରଣ ଏହିଭଳି ସ୍ୱାଦର ଗୀତକୁ ଦର୍ଶକ ଏବେ ଅଧିକ ପସନ୍ଦ କରୁଛନ୍ତି ଏବଂ ଏସବୁ ଗୀତର ବେଶ୍ ମଜାବି ନେଉଛନ୍ତି।

ବର୍ତ୍ତମାନ ଇଣ୍ଟର୍‌ନେଟ୍ ରେ ଏହିଭଳି ଗୀତର ଚାହିଦା ଏକ ଭିନ୍ନ ଧରଣର ରହିଛି।ଆଉ ଏହି ଗୀତରେ ଅଭିନୟ କରିଛନ୍ତି ଆମ ସମସ୍ତଂକ ପ୍ରିୟର ବଣ୍ଟି ଅନୁଗୁଲିଆ। ତାଙ୍କର ଭିଡିଓ ଗୁଡ଼ିକ କେତେ ଦମଦାର ଏବଂ ଆକର୍ଷଣୀୟ ଅଟେ ତାହା ଆପଣ ତାଙ୍କର ଭିଡିଓ ଦେଖିଲ ଜାଣି ପାରିବେ। ସେହିପରି ତାଙ୍କର ଏବେ ଯେଉଁ ଏହି ଗୀତ ରିଲିଜ୍ ହୋଇଛି ତାହା ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି। ସେମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଭିନ୍ନ ଭିନ୍ନ ସୁନ୍ଦର୍ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।ଏହାକୁ ଲୋକେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଭାଇରାଲ ହେଉଥିବା ଏହି ଗୀତଟି ର ନାମ ହେଉଛି ଚମ୍ପାରେ ଭିଡ଼ ଭିତରେ କରିଦେବେ ରମ୍ପା ରମ୍ପି ରେ।ଏହି ଗୀତ ଏବେ ଇଣ୍ଟରନେଟ୍‌ରେ ଖୁବ ଜୋର୍‌ରେ ଟ୍ରେଣ୍ଡ୍ କରୁଛି। ତେବେ ଏହି ଗୀତର ସୁନ୍ଦର୍ ମ୍ୟୁଜିକ ସହିତ କମ୍ପୋଜ ମଧ୍ୟ ବଢିଆ ହୋଇଛି। ଏହି ଭିଡିଓର ପ୍ରସ୍ତୁତି ବି ବେଶ୍ ଦମଦାର ହୋଇଛି।ଏହି ଭିଡିଓରେ ବଣ୍ଟି, ଶ୍ରୀ, ବାପି ଏବଂ ଗୁଡୁ ଅଭିନୟ କରିଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଗୀତକୁ ଗାଇଛନ୍ତି ପପୁ ପମପମ୍ ଏବଂ ଏହାର ମ୍ୟୂଜିକ ରଚନା ସହିତ ଏହାକୁ ସ୍ଵରରେ ସଜାଇ ଅଛନ୍ତି ପ୍ରୀତି ରଞ୍ଜନ ପ୍ରଧାନ।

ଏହି ଗୀତ ର ଭିଡିଓ ରିଲିଜ୍ ହେବା ପରେ ଏହା ଯେଉଁ ଭଳି ଭାବରେ ସେୟାର ହେଉଛି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।ଏହି ମ୍ୟୁଜିକ ଭିଡିଓ କୁ ଦେଖି ଅନେକ ପସନ୍ଦ କରିବା ସହ ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି।ଏହି ଗୀତର ଭିଡିଓଟି ଏବେ ଲୋକଙ୍କ ଭିତରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଆଉ ଏହି ଭିଡିଓ ଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ଏବେ ସୁଦ୍ଧା ୧୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଆପଣଙ୍କୁ ବି ଏହି ଭିନ୍ନ ସ୍ୱାଦର ମନୋରଞ୍ଜନ ଭିତ୍ତିକ ମ୍ୟୁଜିକ ଭିଡିଓ ଟି ନିଶ୍ଚିତ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment