Mr Kanehiya ନିୟୁ ଫିଲ୍ମ କମେଡି – ତୋର ହାବ ଭାବ କିଛି ଜଣା ପଡୁନି.. କଣ ହେଇଛୁ ମୋ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ସବୁ ବେଳେ କିଛି ନାଁ କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଗୋଟିଏ ନୂଆ ଚଳଚିତ୍ର କୋହେଁଇଆ ଫିଲ୍ମ ର କିଛି ପାର୍ଟ | ଆଉ ଯେଉଁ ଫ୍ଲିମ ରେ ଅଭିନୟ ମାଧ୍ୟମରେ ସୁନ୍ଦର ଭାବରେ ଲୋକ ମାନଙ୍କ ପାଇଁ କିଛି ସାମାଜିକ ବାର୍ତ୍ତା ଦେବାକୁ ଲାଗିଛନ୍ତି ପପୁ ପମ ପମ | ଆଉ ଯାହା ଦେଖିବା ପରେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ ଆଉ ଫ୍ଲିମ ଟିକୁ ପ୍ରସଂଶା ମଧ୍ୟ କରିବାକୁ ଲାଗିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଅଭିନୟ ଉପରେ ଟିକିଏ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ କିଆମ ଅଲିଉଡ ଜଗତ ଦିନ କୁ ଦିନ ଉପରକୁ ଯିବାକୁ ଲାଗିଛି | ଆଉ ଆମ କଳାକାର ମାନେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି | ତେବେ ସେହି ଭଳି ଏକ ଚଳଚିତ୍ର ଆସିବାକୁ ଯାଉଛି ଆଉ ଯେଉଁ ଚଳଚିତ୍ର ର ନାଁ ହେଉଛି “ମିଷ୍ଟର କହେଁଇଆ ” ଆଉ ଯେଉଁ ଫ୍ଲିମ ରେ ସୁନ୍ଦର ଭାବରେ ଅଭିନୟ ସାଙ୍ଗକୁ କମେଡି ମଧ୍ୟ ଦେଖିବାକୁ ମିଳିଛି | ଆଉ ଯେଉଁଥିରେ ସୁନ୍ଦର ଭାବରେ ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କୁ ଦିୱାନା ବନାଇଛନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ କମେଡି କିଙ୍ଗ ପପୁ ପମ ପମ |

ଆଉ ଯେଉଁ ଫିଲ୍ମ ରେ ହିରୋଇନ ଭାବରେ ଅଭିନୟ କରିଛନ୍ତି ଚୁଲବୁଲି ନାୟିକା ସମସ୍ତଙ୍କର ଅତି ପ୍ରିୟ ର ଝିଲ୍ଲୀକ | ଆଉ ଯେଉଁଠି କୁହାଯାଉଛି କି ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କୁ ଦିୱାନୀ କରେଇଛନ୍ତି ହିରୋ ଆଉ ହିରୋଇନ ମାନେ | ଆଉ ଯେଉଁଥିରେ କଲେଜ ଟାଇମ ରେ କିଛି ଘଟଣା ବିଷୟରେ ଫ୍ଲିମ ଟିରେ ସୁଟିଂ କରାଯାଇଛି | ଆଉ ଯେଉଁଥିରେ ଫ୍ଲିମ ରେ ସୁନ୍ଦର ଭାବରେ କଳା ଆଉ ଧଳା ର ଭେଦ ଭାବ ଯୋଗୁ ଯେଉଁଭଳି ଭାବରେ ପ୍ରେମିକ ଓ ପ୍ରେମକା ମାନଙ୍କ ମଧ୍ୟରେ ଭେଦ ଭାବ ଯୋଗୁ ଅନେକ ଝିଅ ଆଉ ପୁଅ ମାନେ ସେମାନଙ୍କର ଜୀବନ ଦେବାକୁ ପଛଉନାହାନ୍ତି ସେ ବିଷୟରେ କୁହାଯାଇଛି |

ଆଉ ସୁନ୍ଦର ଭାବରେ ଏହି ଫ୍ଲିମ ରେ ପପୁ ତାଙ୍କର ଅଭିନୟ ର କମାଲ ଦେଖାଇବାକୁ ଲାଗିଛନ୍ତି | ଆଉ ଯାହା ବହୁତ ଭଲ ହେବା ସହିତ ତାହା ଦର୍ଶକ ମାନଙ୍କ ବହୁତ ପସନ୍ଦ ଆସିଛି ଓ ସମସ୍ତେ ଫ୍ଲିମ ଟିର ପ୍ରସଂଶା କରିବା ସହିତ ପପି ପମ ପମ ଙ୍କର ମଧ୍ୟ ପ୍ରସଂଶା କରିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment