ଓଃ କି ଡ୍ୟାନ୍ସ ! ସୁପରହିଟ ରୋମାଣ୍ଟିକ TRACK – ତୁ ମୋ ପାଞ୍ଚ ପଇସାର ସ୍ୱାମୀ….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା ଆମ ମନରେ ବେଶ ଖୁସି ଦେଇଥାଏ | ତେବେ ସେହି ଭଳି ଏକ ଭିଡିଓ ବର୍ତ୍ତମାନ ପ୍ରକାଶ ପାଇଛି ଆଉ ଯାହା ଏକ ଯାତ୍ରା ର ଗୀତ ବୋଲି ଜଣା ପଡିଛି | ତେବେ ଯାତ୍ରା ଜଗତରେ ଭାଇରାଲ ହେଉଥିବା ସେହି ଗୀତ ଟିର ନାଁ ହେଉଛି “ପାଞ୍ଚ ପଇସା ର ସ୍ୱାମୀ ” ଆଉ ଯେଉଁ ଗୀତ ଟି ଦର୍ଶକ ମାନଙ୍କ ମନକୁ ବେଶ ଆକୃଷ୍ଟ କରେଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ରୁ ଯାହା ଜଣା ପଡିଛି କି ଏକ ସୁନ୍ଦର ରୋମାଣ୍ଟିକ ଗୀତବତୀ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଏକ ଗୀତ ଟି ବର୍ତ୍ତମାନ ପ୍ରକାଶ ପାଇଛି, ଆଉ ଯେଉଁ ଗୀତ ଟି ସମସ୍ତଙ୍କର ମନକୁ ମଧ୍ୟ ଛୁଇଁଛି | ତେବେ ଗୀତ ସାଙ୍ଗକୁ ଦେଖିବାକୁ ମିଳିଛି ଯାତ୍ରା ରେ ଅଭିନୟ କରୁଥିବା ହିରୋ ଆଉ ହିରୋଇନ ମାନଙ୍କର ସୁନ୍ଦର ଅଭିନୟ ଆଉ ଡାନ୍ସ ର ଯାଦୁ | ଆଉ ସେହି ଡାନ୍ସ କୁ ଯିଏ ଦେଖୁଛି ସତରେ ତାର ମନ ମୁଗ୍ଧ ହୋଇ ଯାଉଛି ବୋଲି କୁହାଯାଉଛି |

ତେବେ ଆଜି କାଲି ଫ୍ଲିମ ପରି ଯାତ୍ରା ଜଗତରେ ମଧ୍ୟ ଦେଖିବାକୁ ମିଳୁଛି ଅନେକ ପ୍ରକାରର ନୂଆ ନୂଆ ପ୍ରତିଭା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଇଷ୍ଟର୍ଣ୍ଣ ଯାତ୍ରା ମଞ୍ଚରେ ନିଜର ଅଭିନୟ ର ଯାଦୁ ଦେଖାଇବାକୁ ଲାଗିଛନ୍ତି ଏହି ଯାତ୍ରା ରେ ମୁଖ୍ୟ ଭୂମିକା ରେ ଥିବା ଯାତ୍ରା ଜଗତର ହିରୋ ଆଉ ହିରୋଇନ ମାନେ | ଆଉ ଏହି, ” ପାଞ୍ଚ ପଇସା ର ସ୍ୱାମୀ “, ଗୀତ ଟି ଗୋଟିଏ ଯାତ୍ରା ର ଟାଇଟେଲ ସଙ୍ଗ | ଆଉ ଦେଖିବାକୁ ମିଳିଛି କି ଯାତ୍ରା ରେ ପ୍ରକାଶ ଲାଭ କରିଥିବା ଏହି ଗୀତ ଟି ଏତେ ସୁନ୍ଦର ହୋଇଛି କି ତାହା ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଛି |

ତେବେ ସୁନ୍ଦର ଗୀତ ସାଙ୍ଗକୁ ଦେଖିବାକୁ ମିଳିଛି ହିରୋ ଆଉ ହିରୋଇନ ମାନଙ୍କର ସୁନ୍ଦର ଡାନ୍ସ ର କମାଲ | ଆଉ ଏହି କମାଲ କୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ମଧ୍ୟ ସେମାନଙ୍କର ପ୍ରସଂଶା କରିବାକୁ ଲାଗିଛନ୍ତି | ଆଉ ଯେଉଁ ଦୃଶ୍ୟ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଦର୍ଶକ ମାନଙ୍କର ମନ କୁ ମଧ୍ୟ ହରଣ କରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment