ନାଚି ନାଚି ଗୀତ ଗାଇ Finale ରେ ଚରଚାନ୍ଦ ଲଗେଇଦେଲେ cute doll Tanisha Panda… ମାତ୍ର 4 ଘଣ୍ଟାରେ 101k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଖ୍ୟାତି ଅର୍ଜନ କରିବାକୁ ଲାଗିଛି ସେହି ଗୋଟିଏ ଶୋ ତାହା ହେଉଛି ” ମୁଁ ବି ନମିତା ଅଗ୍ରୱାଲ ହେବି ” ଶୋ ଟି | ଆଉ ଯେଉଁଥିରେ ଦେଖିବାକୁ ମିଳିଥିଲା କି ସେହି ଶୋ ରେ ଭାଗ ନେଇଥିବା ଅନେକ କଣ୍ଟେସଟେଣ୍ଟ ଙ୍କ ମଧ୍ୟରେ ନିଜର ସ୍ୱର ମାଧ୍ୟମରେ ସମସ୍ତଙ୍କ ମନକୁ ହରଣ କରିବାକୁ ଲାଗୁଥିଲେ ସେହି କୁନି କଳାକାର ତନୀଷା ପଣ୍ଡା | ଆଉ ସେ ନିଜର ସ୍ବରର ଯାଦୁରେ ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ କରେଇ ପାରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ତନୀଷା ଙ୍କ ଗୀତ ଉପରେ ଟିକିଏ ନଜର ପକାଇବା |

ଆଉ ଯେଉଁଠି କୁହାଯାଉଛି କି ତେବେ “ମୁଁ ବି ନମିତା ଅଗ୍ରୱାଲ ହେବି ” ଗୋଟିଏ ଏମିତି ମଞ୍ଚ ଯାହା ସିଦ୍ଧାର୍ଥ ଟିଭି ଦ୍ୱାରା ପ୍ରସାର ଲାଭ କରିଛି | ଆଉ ଯେଉଥିରେ ଆମ ଓଡ଼ିଶାରେ ଥିବା ବଛା ବଛା ସ୍ୱର ମାନଙ୍କୁ ସେଥିରେ ସ୍ଥାନ ଦିଆଯାଇଛି | ଆଉ ସେହି ଭଳି ଏକ ମହା ମଞ୍ଚରେ ଭାଗ ନେଇ ସମସ୍ତଙ୍କ ଭିତରେ ନିଜର ସ୍ବରର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇ ପାରିଛନ୍ତି ସେହି ସମସ୍ତଙ୍କର ପ୍ରିୟ କୁନି କଳାକାର ତନୀଷା ପଣ୍ଡା | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ସେହି ମୋଲ୍ଟି ଟେଲେନଟେଡ଼ ତନୀଷା ପଣ୍ଡା ଏକ ସୁନ୍ଦର ଜଗନ୍ନାଥ ଭଜନ ଟିଏ ଗାଇ ସମସ୍ତଙ୍କ ମନରେ ବେଶ ସ୍ଥାନ ଅଧିକାର କରିଛନ୍ତି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ତନୀଷା ପଣ୍ଡା, “ମୁଁ ଯଦି ତୋମ ଝିଅ ହୁଅନ୍ତି ” ଗୀତ ରେ ସୁନ୍ଦର ଭାବରେ ନିଜର ସଂଗୀତ ର ଯାଦୁ ରେ ଜର୍ଜ ଙ୍କ ସହିତ ଉପସ୍ଥିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କରେଇଛନ୍ତି|ତେବେ କୁହାଯାଉଛି କି “ମୁଁ ବି ନମିତା ଅଗ୍ରୱାଲ ହେବି ” ଗୋଟିଏ ଏମିତି ମଞ୍ଚ ଯେଉଁଥିରେ ଓଡିଶା ର ଅଗଣିତ ଝିଅ ମାନେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇଛନ୍ତି |

ଆଉ ଯାହା କୁହାଯାଉଛି କି ଯେଉଁ ମାନେ ନିଜର ପ୍ରତିଭା କୁ ଦେଖାଇବା ପାଇଁ ସୁଯୋଗ ପାଉ ନ ଥିଲେ | ଆଉ ସେମାନଙ୍କର ପ୍ରତିଭା ସେମିତି ଲୁକ୍କାୟିତ ହେଇକି ରହିଯାଉଥିଲା ସେହି ମାନଙ୍କ ପାଇଁ ସିଦ୍ଧାର୍ଥ ଟିଭିର ଏକ ନୂଆ ପ୍ରୟାସ ବୋଲି କୁହାଯାଉଛି | ଆଉ ଯାହା ମାଧ୍ୟମରେ କିଛି ନୂଆ ନୂଆ ସ୍ୱର ର ସନ୍ଧାନ ମିଳିଛି ଓ ସେମାନେ ନିଜ ଭିତରେ ଥିବା ସଂଗୀତ ର କଳା କୁ ଦେଖାଇ ପାରିଛନ୍ତି ||ଆଉ ଏଠାରେ ତନୀଷା ନିଜର ସ୍ୱର ମାଧ୍ୟମରେ ସମସ୍ତଙ୍କର ପ୍ରସଂଶାର ପାତ୍ର ହୋଇଥିବାର ଦେଖିବାକୁ ମିଳିଛି | ବିଶେଷ କରିକି ଗୀତ ମେମ ତାଙ୍କ ଉପରେ ଅଧିକ ଖୁସି ହେଉଥିବାର ଦେଖିବାକୁ ମିଳିଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment