ଓଡ଼ିଶାର ସୁପରଷ୍ଟାର Couple ଯୋଡି ରୂପା ପିଣ୍ଟୁ ( Rupa Pintu ) ଙ୍କ ନିୟୁ ଆଲବମ ” ମେଘ ନନ୍ଦିନୀ “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ହୋଇ ଚଇ ସୃଷ୍ଟି କରିଛି ସେହି ନୂଆ ମ୍ୟୁଜିକାଲ ଭିଡିଓ ଯାହା ଗତ କାଲି ରିଲିଜ ହେବାରେ ଲାଗିଛି | ତେବେ ଆମେ ଜାଣିଛୁ କି ନିଜର ନୂଆ ନୂଆ ଭିଡିଓ ଗୁଡିଓ ସୋସିଆଲ ମିଡିଆରେ ଭାଇରାଲ କରେଇ ସମସ୍ତଙ୍କର ପ୍ରସଂଶା ର ପାତ୍ର ହେବାକୁ ଲାଗିଛନ୍ତି ରୁପା ଓ ପିଣ୍ଟୁ | ତେବେ ନମ୍ବର 1 ଭ୍ଲୋଗର ଭାବରେ ଓଡିଶା ରେ ବେଶ ପ୍ରସଂଶା ଅର୍ଜନ କରିଥିବା ରୁପା ଆଉ ପିଣ୍ଟୁ ଙ୍କର ଏକ ନୂଆ ମ୍ୟୁଜିକାଲ ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯାହା ଗୋଟିଏ ଗାଁ ରେ ସୁଟିଂ ହେବାକୁ ଲାଗିଛି | ଆଉ ଯେଉଁ ସୁଟିଂ ର କିଛି ଝଲକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ସୁଟିଂ ସେଟ ର ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଦେଖିବାକୁ ମିଳିଛି କି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ସୁଟିଂ ସେଟ ର କେତେକ ଭିଡିଓ | ଆଉ ଯାହା ଦେଖିବାକୁ ମିଳିଛି କି ରୁପା ଆଉ ପିଣ୍ଟୁ ଙ୍କର ଏକ ନୂଆ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁ ମ୍ୟୁଜିକ ଭିଡିଓ ଟିର ନାଁ ହେଉଛି ମେଘ ନନ୍ଦିନୀ | ଆଉ ଯାହା ଏକ ଗାଁ ରେ ସୁଟିଂ ହେବାକୁ ଲାଗିଛି | ତେବେ ଯାହା ଦେଖିବାକୁ ମିଳିଛି ଏକ ଗାଉଁଲି ଷ୍ଟାଇଲ ରେ ଗୀତ ଟି ସୁଟିଂ ହୋଇଛି | ଆଉ ଯେଉଁଥିରେ ଏକ ଲଭ ଷ୍ଟୋରି କୁ ନେଇକି ଭିଡିଓ ଟି ହେଇଛି |

ବହୁତ ସୁନ୍ଦର ଭାବରେ ପିଣ୍ଟୁ ତାଙ୍କର ଅଭିନୟ ସାଙ୍ଗକୁ ନାଚ ର ଯାଦୁ ଦେଖାଇବାକୁ ଲାଗିଛନ୍ତି ଓ ଏକାଠି ମିଶି ହାଣ୍ଡିଆ ଖାଇବା ର ଭିଡିଓ ଯାହା ସେହି ମ୍ୟୁଜିକ ଭିଡିଓ ଟିରେ ରହିବ ତାହାର ସୁଟିଂ ମଧ୍ୟ ଚାଲିଛି | ଆଉ ଗାଁ ରେ ଏହିଭଳି ଭାବରେ ରୁପା ଆଉ ପିଣ୍ଟୁ ଙ୍କୁ ଦେଖିବାକୁ ପାଇଁ ଗାଁ ବାସୀ ମାନେ ବହୁତ ଖୁସି ହୋଇଯାଇଛନ୍ତି | ଆଉ ଯାହା ଦେଖିବାକୁ ମିଳିଛି କି ସମସ୍ତେ ସେହି ସୁଟିଂ କୁ ଦେଖିବା ପାଇଁ ମଧ୍ୟ ଆସୁଛନ୍ତି |

ତେବେ ଗାଁ ରେ ଏହିଭଳି ଭାବରେ ସୁଟିଂ କୁ ନେଇକି ବହୁତ ଖୁସି ଥିବାର ଦେଖିବାକୁ ମିଳୁଛି ପିଣ୍ଟୁ ଆଉ ରୁପା ଙ୍କୁ | ଆଉ ଯାହା କୁହାଯାଉଛି କି “ମେଘ ନନ୍ଦିନୀ ” ମ୍ୟୁଜିକ ଭିଡିଓ ଟିର ସୁଟିଂ ବହୁତ ଭଲ ହୋଇଛି ଓ ଯାହା କାଲି ରିଲିଜ ହେବ ଆଉ ଯାହା ସମସ୍ତଙ୍କୁ ଭଲ ଲାଗିବ ବୋଲି ମଧ୍ୟ ଆଶା ରଖିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment