ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭାଇରାଲ ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ଭିନ୍ନ ଧରଣର ହୋଇଥାଏ। ଏପରି ଘଟଣାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ବିଚଳିତ ମଧ୍ୟ ହୋଇଥାନ୍ତି। କେହି କେହି ଏଭଳି ଭିଡିଓକୁ ଦେଖି ଅବାକ୍ ହୋଇ ଯାଆନ୍ତି।ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଏହି ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେଉଛି।
ଏହା ଏକ ସାପ ଖେଳର ଦୃଶ୍ୟ। ଯାହାକୁ ଅନେକ ଲୋକ ଏକତ୍ରିତ ହୋଇ ଉତ୍ସାହର ସହିତ ଦେଖୁଛନ୍ତି। ସାପୁଆ କେଳା ଜଣଙ୍କ ଯେଉଁଭଳି ଭାବରେ ନାଗ ସାପ ମାନଙ୍କ ସହିତ ଏପରି ଖେଳ ଦେଖାଉଛନ୍ତି ତାହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ବଜାଇ ସେଠାକାର ମାହଲକୁ ସେମାନେ ଭିନ୍ନ ଧରଣର କରି ଦେଇଛନ୍ତି।ଏହି ଭଳି ଦୃଶ୍ୟ ଲୋକଙ୍କ ମନରେ ଯେତିକି ରୋଚକତା ଆଣୁଛି ସେତିକି ଖୁସି ବି ଦେଉଛି।ଏତେ ଗୁଡିଏ ସାପକୁ ଧରି ସେମାନେ ଯେଉଁଭଳି ଭାବରେ ଖେଳ ଦେଖାଉଛନ୍ତି ତାହା ବାସ୍ତବରେ ଡର ବି ଲାଗୁଛି ଦେଖିବା ପରେ।
ଏହା ଏମିତି ଏକ ଭିଡିଓ ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି।ଏମିତି ଦୃଶ୍ୟ ବହୁତ କମ୍ ଦେଖିବାକୁ ମିଳିଥାଏ। ଆଗରୁ ଗାଆଁ ମାନଙ୍କରେ ଏମିତି ଅନେକ ସାପ ଖେଳ ଦେଖିବାକୁ ମିଳୁଥିଲା।ଏହି ଭିଡିଓରେ ଯେଉଁ ଘଟଣା ଦେଖିବା ପାଇଁ ଆପଣ ପାଉଛନ୍ତି ତାହା ହେଉଛି ୱେଷ୍ଟ ବେଙ୍ଗଲ ର। ଏଠାରେ ସାପୁଆ କେଳା ଜଣଙ୍କ ଯେଉଁଭଳି ଭାବରେ ନାଗ ସାପ ଗୁଡିକ ଖେଳାଉ ଅଛନ୍ତି ତାହା ଦେଖିଲେ ଡର ଲାଗିବା ସ୍ବାଭାବିକ କାରଣ ସାପକୁ ଏତେ ପାଖରୁ ଦେଖିଲେ ଡର ଲାଗିଥାଏ। ଆମ ଚତୁଃପାର୍ଶ୍ଵରେ ରହିଥିବା କିଛି ସାପ ମାନଙ୍କ ମଧ୍ୟରୁ କିଛି ଏପରି ଜାତିର ସାପ ରହିଛନ୍ତି ଯେଉଁମାନେ ବହୁତ୍ ବିଷଧର ଅଟନ୍ତି।
ସେମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ। ଯାହା ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ।ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କିନ୍ତୁ ସାପୁଆ କେଳା ମାନଙ୍କର ଏପରି ଦୃଶ୍ୟକୁ ଦେଖି ଲାଗୁଛି ଯେମିତି ସେମାନେ ସାପକୁ ଭୟ କରନ୍ତି ନାହିଁ। ଆପଣ ବି ଏହି ଭିଡିଓ ଦେଖିଲେ ଏକ ଭିନ୍ନ ଅନୁଭୂତି ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।