ଓଃ କି ଡ୍ୟାନ୍ସ ! ସାରା ଓଡ଼ିଶାରେ ଚହଳ ସୃଷ୍ଟି କଲା Romyanjali & Akash ଙ୍କ ନିୟୁ ଆଲବମ ” ଆମେ ତ ଗରିବ ତମେ ଯାହା କରିବ “….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ମ୍ୟୁଜିକ ଭିଡିଓ ଓ କମେଡି ମଧ୍ୟ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ସେହି ଭଳି ଏକ କମେଡି ସାଙ୍ଗକୁ ମ୍ୟୁଜିକ ଭିଡିଓର ଝଲକ ଦେଖିବାକୁ ମିଳିଛି | ଆଉ ଯାହା ଏତେ ଭଲ ହୋଇଛି କି ତାହା ଓଡ଼ିଶାର ଘରେ ଘରେ ଶୁଣିବାକୁ ମିଳୁଛି | ଆଉ ଯାହାକୁ ଆପଣ ମାନେ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଏହି ଭିଡିଓ ଟି ରେ କମେଡିଆନ ଭାବରେ ଗୁଲୁଆ ମଧ୍ୟ ଥିବାର ନଜର ଆସିଛନ୍ତି | ତାହେଲେ ଆସନ୍ତୁ ଏହି ମଜାଦାର ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଦେଖିବାକୁ ମିଳିଛି କି କମେଡି ସାଙ୍ଗକୁ ନାଚ ଆଉ ଗୀତ ର ଯାଦୁ ରେ ସମସ୍ତଙ୍କ ମନକୁ ଛୁଇଁ ପାରିଛି ଏହି ଗୀତ ଟି | ଆଉ ଏହି ଗୀତ ଟିର ନାଁ ହେଉଛି “ଆମେ ତ ଗରିବ ତମେ ଯାହା କରିବ ” ଏହି ଗୀତ ରେ ପୁରା ପୁରି ଷ୍ଟେଜ ଫୋଟ ପୋରଫୋମେନ୍ସ ଦେଖାଇବାକୁ ଲାଗିଛନ୍ତି ରାମାୟଞ୍ଜଳି ଓ ଆକାଶ | ଆଉ ଏହି ଗୀତ ରେ ଦମଦାର ଡାନ୍ସ ଦେଇ ସମସ୍ତଙ୍କ ମନକୁ ଛୁଇଛନ୍ତି ଏହି ଯୋଡ଼ି ଦୁଇଜଣ | ତେବେ ପୂର୍ବରୁ ଏମାନେ ଅନେକ ମ୍ୟୁଜିକ ଭିଡିଓ ମାନ କରି ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କୋରେଇଥିବାର ଦେଖିବାକୁ ମିଳିଥିବା ବେଳେ | ଏହି ଗୀତ ଟି ସମ୍ପୂର୍ଣ୍ଣ ନିଆରା ଷ୍ଟାଇଲ ରେ ହୋଇଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ମ୍ୟୁଜିକ ଭିଡିଓ ସାଙ୍ଗକୁ ଗୀତ ମଝିରେ କମେଡି ର ଝଲକ ମଧ୍ୟ ଦେଖା ଯାଇଛି | ଆଉ ଏହି “ଆମେ ତ ଗରିବ ତମେ ଯାହା କରିବ ” ଭିଡିଓ ରେ ଓଡ଼ିଶାର କମେଡି କିଙ୍ଗ, ଯାହାଙ୍କର କମେଡି କୁ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଥାନ୍ତି, ସମସ୍ତଙ୍କର ଅତି ପ୍ରିୟ ଗୁଲୁଆ ଙ୍କ କମେଡିର ଝଲକ ଦେଖିବାକୁ ମିଳିଛି | ତେବେ ଖାଲି ଗୁଲୁଆ ନୁହଁ ତାଙ୍କ ସହିତ ମିଷ୍ଟର ପ୍ରଲୁ ମଧ୍ୟ ତାଙ୍କର ଅଭିନୟ ର ଝଲକ ଦେଖାଇବାକୁ ଲାଗୁଛନ୍ତି | ଆଉ ଏହି ମ୍ୟୁଜିକ ଭିଡିଓ ଟି ଡାନ୍ସ ସହିତ କମେଡିର ରିମିକ୍ସ ରେ ଦମଦାର ହୋଇଛି, ଯାହା ସମସ୍ତଙ୍କ ମନକୁ ଛୁଇଁଛି ବୋଲି କୁହାଯାଉଛି |

ତେବେ ଏହି ଭିଡିଓ ତିରେ ଡାନ୍ସ ମଧ୍ୟ ବହୁତ ସୁନ୍ଦର ହୋଇଛି | ଆଉ ଆମ ଓଡିଶା ରେ ଏହିଭଳି ମ୍ୟୁଜିକ ଭିଡିଓ ସମସ୍ତଙ୍କ ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି | ଆଉ ତାହା ସହିତ କମେଡିର ଝଲକ ଥିବାରୁ ଦର୍ଶକ ମାନେ ଏହାକୁ ଅଧିକ ପସନ୍ଦ କରିବା କଥା ମଧ୍ୟ କୁହାଯାଉଛି | ଆଉ ଏହି ମ୍ୟୁଜିକ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment