Swastik Tv News Odisha

” ମୁଁ ତମର କିଛି ପଇସା ଦେବିନି ” Big ସିନେମା Best ସିନ୍… Swaraj & Sunmeera ଙ୍କ ଏହି ଜବରଦସ୍ତ ହଟ Scene ମୋବାଇଲ ରୁ ମୋବାଇଲ କୁ ହେଉଛି ଭାଇରାଲ….

0

ଅଭିନେତା ସ୍ବରାଜ ବାରିକ, ଯିଏକି ଓଡ଼ିଆ ଚଳଚିତ୍ର ଜଗତର ଜଣେ ଯୁବ ପରିଚିତ ଚେହେରା।ଏକ ଶିଶୁ କଳାକାର ଭାବରେ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ଏବେ ସେ ଜଣେ ସଫଳ କଲାକାର ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି। ତେବେ ଅଭିନୟ ଜଗତରେ ଏହି କଳାକାର ଜଣଙ୍କ ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବେଶ୍ ଖୁସି ମଜାଜ୍ ଅଟନ୍ତି ଏବଂ ସେତିକି ପ୍ରିୟ ଅଟନ୍ତି ସମସ୍ତଙ୍କର। ଓଡ଼ିଆ ସିନେମା ଜଗତରେ ସେମାନେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ବେଶ୍ ପସନ୍ଦର ଅଭିନେତା।

ତେବେ ଅନେକ ପ୍ରଶଂସକ ରହିଥିବା ଏହି କଳାକାର ଜଣଙ୍କ ଓଡ଼ିଶାରେ ତାଙ୍କ ଅଭିନୟର ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି। ଅଭିନେତା ସ୍ଵରାଜ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ସେ ସୋସିଆଲ ମିଡିଆରେ ଅନେକ ସମୟରେ ସକ୍ରିୟ ରହିଥାନ୍ତି। ତାଙ୍କର ଅଭିନୀତ ସମସ୍ତ ଫିଲ୍ମ୍ ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ। ଆପଣ ଯଦି ତାଙ୍କ ଫିଲ୍ମ୍ ଦେଖିଥିବେ ତେବେ ଏହା ଜାଣିଥିବେ ଯେ କେତେ ଚମତ୍କାର ଅଭିନୟ କରନ୍ତି ଏହି ଅଭିନେତା ଜଣଙ୍କ। ହ୍ୟାଣ୍ଡସମ୍ ଲୁକ୍ସ ସାଙ୍ଗକୁ ଆକର୍ଷଣୀୟ ଅଭିନୟ ପାଇଁ ସେ ବେଶ୍ ପରିଚିତ।

ତେବେ ତାଙ୍କର ଅଭିନୟର ଅନ୍ଦାଜ କିପରି ରହିଥାଏ, ତାହା ଆପଣ ଏହି ଭିଡିଓ ରୁ ଜାଣି ପାରିବେ। ଲଭ୍ ଏକ୍ସପ୍ରେସ ଫିଲ୍ମ୍ ର ଏହି ସିନ ରେ କିପରି ହିରୋଇନ୍ ଙ୍କ ସହିତ ତାଙ୍କର ଏହି ବାର୍ତ୍ତାଳାପ ରହିଛି ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ। ଏଠାରେ ସେ ଏକ ରେଷ୍ଟୁରାଣ୍ଟ ଚଳାଉଥିବା ବେଳେ ହିରୋଇନ୍ ଜଣଙ୍କ ତାଙ୍କ ପାଖକୁ ଖାଇବାକୁ ଆସିଥିଲେ।ଶେଷରେ ଖାଇ ସାରିବା ପରେ ସେ ଆଉ ଟଙ୍କା ଦେଇ ନଥିଲେ। ଟଙ୍କା ମାଗିବାରୁ ସେ କହିଥିଲେ ଯେ, ମୁଁ କିଛି ପଇସା ଦେବିନାହିଁ। ମୋତେ ଖାଇବା ଭଲ ଲାଗିଲା ନାହିଁ।

ଏହାପରେ ସ୍ବରାଜ ତାଙ୍କୁ କିଛି ଡିସକାଉଣ୍ଟ ଦେବା କଥା କହିଥିଲେ ଏବଂ ଏହାପରେ ମଧ୍ୟ ଫିଲ୍ମ୍ ର ହିରୋଇନ୍ କହିଥିଲେ ଯେ, ନା ମୁଁ ଏତେ ଟଙ୍କା ଦେଇ ପାରିବି ନାହିଁ। ମୋତେ ଖାଇବା ଭଲ ଲାଗିଲା ନାହିଁ। ଖାଇବା ରେ ସେତିକି ସ୍ଵାଦ ନଥିଲା। ଏହାପରେ ସ୍ବରାଜ ତାଙ୍କୁ ସବୁ ପଇସା ଦେବାକୁ କହିବାରୁ ନାୟିକା କହୁଛନ୍ତି ମୁଁ ପର୍ଶ ଆଣିବାକୁ ଭୁଲି ଯାଇଛି। ଏହାଶୁଣି ସ୍ବରାଜ ତାଙ୍କୁ ସେଠାରେ ବାନ୍ଧିବା କଥା କହିବାରୁ ନାୟିକା କହୁଛନ୍ତି ସେମିତି ହେଲେ ମୋର ଭଲ, ରହିବାକୁ ରାତିରେ ଟିକେ ଜାଗା ମିଳିଯିବ। ଏହାକୁ ଶୁଣି କାଳେ କଣ ଅସୁବିଧା ହେବ ଆଗକୁ ଭାବି ସ୍ବରାଜ ତାଙ୍କୁ ପଇସା ଦେବାକୁ ପଡ଼ିବ ନାହିଁ କହି ଚାଲି ଯିବାକୁ କହୁଛନ୍ତି।ତାପରେ ହିରୋଇନ୍ ସେଠାରୁ ଚାଲି ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.