ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭାଇରାଲ ଭିଡିଓ ଆପଣଙ୍କ ନଜର କୁ ଆସୁଥିବ | ତେବେ ବେଳେ ବେଳେ ଏଭଳି କିଛି ଭିଡିଓ ଆମ ସାମ୍ନା କୁ ଆସିଥାଏ ଯାହା ଅମର ମନକୁ ଖୁସି କରେଇ ଦେଇଥାଏ | ତେବେ ସେହି ଭଳି ଏକ ଭିଡିଓ ଦେଖିବାକୁ ମିଳିଛି | ଆଉ ଯେଉଁଠି ସମସ୍ତଙ୍କର ଅତି ପ୍ରିୟ ସିଙ୍ଗର, ଓଡିଶା ର ଘରେ ଘରେ ଦର୍ଶକ ମାନଙ୍କର ମନରେ ନିଜର ଗୀତ ମାଧ୍ୟମରେ ସ୍ୱତନ୍ତ୍ର ଜାଗା ବନାଇ ପାରୁଥିବା ଓ ସ୍ୱର ର ଯାଦୁ ରେ ସମସ୍ତଙ୍କୁ ମୁଗ୍ଧ କରି ପାରୁଥିବା ମଣ୍ଟୁ ଛୁରିଆ ଙ୍କ କଣ୍ଠ ରୁ ଆଉ ଏକ ସୁନ୍ଦର ଗୀତ ଟି ଭାଇରାଲ ହେବାରେ ଲାଗିଛି ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଗୀତ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ଜାଣିଛି କି ଓଡିଶା ରେ ଅନେକ ସଂଗୀତ କାର ଅଛନ୍ତି, ଆଉ ଯେଉଁ ମାନେ କି ନିଜର ସ୍ବରର ଯାଦୁ ରେ ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରି ପାରିଛନ୍ତି ସେଭଳି ଏକ ନିଆରା କଷ୍ଠ ସ୍ୱର ହେଉଛି ମଣ୍ଟୁ ଛୁରିଆ ଙ୍କ ର କଣ୍ଠ ସ୍ୱର | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମଣ୍ଟୁ ଙ୍କ ଏକ ସୁନ୍ଦର ନିଉ ରିମାଣ୍ଟିକ ସଙ୍ଗ ବର୍ତ୍ତମାନ ମାର୍କେଟ ରେ ଚହଳ ସୃଷ୍ଟି କରିଛି | ଆଉ ଯେଉଁ ଗୀତ ଟିର ମା ହେଉଛି ” ହଳଦୀ ପାଣି “| ତେବେ ଗୀତ ଟି ଏତେ ସୁନ୍ଦର ହୋଇଛି କି ଯିଏ ବି ଶୁଣିବ ସେହି ଗୀତକୁ ବାରମ୍ବାର ଶୁଣିବା ପାଇଁ ତାର ଆଗ୍ରହ ବଢିବାକୁ ଲାଗିବ |
ତେବେ ଆମେ ପୂର୍ବରୁ ଅନେକ ପ୍ରକାରର ଗୀତ ମଣ୍ଟୁ ଛୁରିଆ ଙ୍କ କଣ୍ଠ ରୁ ଶୁଣିବାକୁ ପାଇଥିବା, ଆଉ ଯେଉଁଠି ମଣ୍ଟୁ ଙ୍କର ସମସ୍ତ ଗୀତ ବେଶ ଫେମସ ଆଉ ତାଙ୍କର କଣ୍ଠ ସ୍ବରର ଗୀତ ଶୁଣିଲେ ଦର୍ଶକ ମାନଙ୍କର ମନକୁ ଛୁଇଥାଏ | ତେବେ ସେହିଭଳି ଏକ ମ୍ୟୁଜିକ ଭିଡିଓ ଟି ବର୍ତ୍ତମାନ ରିଲିଜ ହେଇଛି | ଆଉ ଯାହା ଏତେ ଭଲ ହୋଇଛି କି ଯିଏ ଶୁଣୁଛି ବାରମ୍ବାର ସେହି ଗୀତ କୁ ଶୁଣିବା ପାଇଁ ଇଛୁକ ହେଉଛି ବୋଲି ଦେଖିବାକୁ ମିଳିଛି | ଆଉ ଯେଉଁଠି ଲଭ ଷ୍ଟୋରି କୁ ନେଇକି ଏହି ଗୀତ ଟି ସମସ୍ତଙ୍କର ମନକୁ ହରଣ କରିଛି |
ତେବେ ଆମେ ଅନେକ ପ୍ରକାରର ମ୍ୟୁଜିକ ମଣ୍ଟୁ ଛୁରିଆ ଙ୍କ କଣ୍ଠ ରୁ ଶୁଣିଛୁ, ଆଉ ସବୁ ଗୀତ ରେ ତାଙ୍କର ଏକ ନିଆରା ଯାଦୁ ରହିଛି | ଆଉ ଯେଉଁ ଗୀତ ର କମାଲ ସମସ୍ତ ଙ୍କୁ ବେଶ ଆକୃଷ୍ଟ କରେଇଛି ବୋଲି ଜଣା ପଡିଛି | ଆଉ ଯେଉଁ ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।