ପ୍ରଧାନମନ୍ତ୍ରୀ ଙ୍କ ନୂଆ ସ୍କିମ ! ମାତ୍ର 2 ଟଙ୍କା ଜମା କରନ୍ତୁ ବର୍ଷ କୁ ମିଳିବ ୩୬ ହଜାର ଟଙ୍କା… ଶୀଘ୍ର ଦେଖନ୍ତୁ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆମେ ଜାଣିଛୁ କି ଆମ ଦେଶରେ ଧନୀ ଅପେକ୍ଷା ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ମାନେ ଅଧିକ ବାସ କରିଥାନ୍ତି | ଆଉ ଯାହା କୁହାଯାଉଛି କି ଏହି ମଧ୍ୟବିତ୍ତ ଆଉ ଗରିବ ଶ୍ରେଣୀର ଲୋକ ମାନଙ୍କର ଜୀବନ ରେ ଅନେକ ସମୟରେ ଟଙ୍କା ଜନିତ ଅଭାବ ଦେଖିବାକୁ ମିଳିଥାଏ | ତାହା ଛଡା ବୃଦ୍ଧ କାଳରେ ସେମାନଙ୍କୁ କଷ୍ଟ ମଧ୍ୟ ଭୋଗିବାକୁ ପଡିଥାଏ ବୋଲି କହିଛନ୍ତି | ତାହାଲେ ବର୍ତ୍ତମାନ ଆମ କେନ୍ଦ୍ର ସରକାର ଙ୍କ ଯୋଗୁ ଏକ ନୂଆ ନିୟମ ଟି ଲାଗୁ ହେବାକୁ ଲାଗିଛି ଆଉ ଯାହା ମାଧ୍ୟମରେ ଆପଣ ମାନେ 2 ଟଙ୍କା ଦିନକୁ ଜମା ରଖି ବର୍ଷରେ ପାଇପାରିବେ 30 ହଜାର ଟଙ୍କା ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଆମ କେନ୍ଦ୍ର ସରକାର ଙ୍କ ଦ୍ୱାରା ଏକ ନୂଆ ନିୟମ ଟି ଲାଗୁ ହୋଇଛି | ଆଉ ଯେଉଁଠି ପି ଏମ ଶ୍ରମ ଯୋଗୀ ମନଧନ ଯୋଜନା ମାଧ୍ୟମରେ ଆପଣ ମାନେ ଦିନକୁ 2 ଟଙ୍କା ଜମା ରଖି ତାହାର ଫାଇଦା ପାଇପାରିବେ | ଆଉ ଯେଉଁଠି କୁହାଯାଇଛି କି ଏହି ଯୋଜନା ଟିରେ ଏପ୍ଲାୟା କରିବାର ସର୍ବ ନିମ୍ନ ବୟସ ସୀମା ହେଉଛି 18 ବର୍ଷ ବେଳେ ସର୍ବାଧିକ ବୟସ 40 ବର୍ଷ ବୋଲି କୁହାଯାଇଛି |

ଆଉ ଯାହା ମାଧ୍ୟମରେ ଆପଣ ମାନେ PMSYM କୁ ଆବେଦନ କରି ତାହାର ଫାଇଦା ଉଠାଇ ପାରିବେ ତେବେ ଏହାକୁ ଆବେଦନ ପାଇଁ ଆପଣଙ୍କର ମାସକୁ ରୋଜଗାର 15000 ଟଙ୍କା ହେବା ଆବଶ୍ୟକ ଅଟେ | ତାହା ବ୍ୟତୀତ କୁହାଯାଉଛି କି ଏହି ଫର୍ମ କୁ ଶ୍ରମିକ, ଡ୍ରାଇଭର, ଝାଡୁଦାର ପ୍ରଭୁତି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ମାନେ ଆବେଦନ କରି ପରିବେ | ତେବେ ଏହି କାର୍ଡ ପାଇଁ ଆପଣକୁ ଆଧାର କାର୍ଡ ସହିତ, ଆଇ ଏଫ ସି ନମ୍ବର ମଧ୍ୟ ଲାଗିବ ତାହା ସହିତ ଆପଣଙ୍କୁ ରେଜିଷ୍ଟ୍ରେସନ ପାଇଁ କମନ ସୋର୍ଭିସ ସେଣ୍ଟର କୁ ଯିବା ପାଇଁ ପଡିବ ବୋଲି ମଧ୍ୟ କହିଛନ୍ତି |

ତେବେ ଏଥିପାଇଁ ଆପଣଙ୍କୁ ଏକ ଶ୍ରମଯୋଗୀ କାର୍ଡ ମିଳିବ ତାହା ସାହାଯ୍ୟରେ ଆପଣ ଟଙ୍କା ଜମା କରି ପାରିବେ |29 ବର୍ଷୀୟ ଙ୍କ ପାଇଁ 109 ଟଙ୍କା ଜମା କରିବାର ବ୍ୟବସ୍ଥା ରହିଥିବା ବେଳେ 40 ବର୍ଷୀୟ ଙ୍କୁ 200 ଟଙ୍କା ଜମା କରିବାର ବ୍ୟବସ୍ତା ମଧ୍ୟ ରହିଛି |ଆଉ 18 ବର୍ଷରୁ ଅଧିକ ମାନେ ମାସକୁ 55 ଟଙ୍କା ରଖି ପାରିବେ | ଆଉ ଯାହା ଫଳରେ ବୃଦ୍ଧ ସମୟରେ ଆଉ ଅସୁବିଧା ନ ଭୋଗୀ ମାସକୁ 3000 ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ବୋଲି କୁହାଯାଇଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment